ଶିଶୁ କଲ୍ୟାଣ କମିଟି ସଦସ୍ୟାଙ୍କୁ ହତ୍ୟା: ଅଭିଯୁକ୍ତ ଡ୍ରାଇଭର ଗିରଫ…

ବ୍ରହ୍ମପୁର: ଗୋଷାଣୀନୂଆ ଗାଁ ଥାନା ଅନ୍ତର୍ଗତ ବିଜିପୁର ନୀଳକଣ୍ଠ ନଗରରେ ଶିଶୁ କଲ୍ୟାଣ କମିଟି ସଦସ୍ୟଙ୍କୁ ସୌଦାମିନୀ ରଥଙ୍କୁ ହତ୍ୟା ଘଟଣାରେ ଡ୍ରାଇଭର ଗିରଫ ହୋଇଛନ୍ତି। ଏନେଇ ପୁଲିସ ସୂଚନା ଦେଇଛି। ‌ତେବେ କେଉଁ କାରଣରୁ ଅଭିଯୁକ୍ତ ଏଭଳି ହତ୍ୟାକାଣ୍ଡ ଭିଆଇଛି, ସେନେଇ ପୁଲିସ…

ଲକ୍ଷ୍ମୀ ଯୋଜନା ସମସ୍ତଙ୍କୁ ବିକାଶ ସହ ଯୋଡ଼ିବ: ମୁଖ୍ୟମନ୍ତ୍ରୀ

ମାଲକାନଗିରି/ଭୁବନେଶ୍ବର: ମାଲକାନଗିରି ମୋର ଅତି ପ୍ରିୟ। ମାଲକାନଗିରି ହିଁ ଓଡିଶା ବିକାଶର ଲଞ୍ଚ ପ୍ୟାଡ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ମାଲକାନଗିରିରେ ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀ ବସ୍ ଯୋଜନା ଶୁଭାରମ୍ଭ କରି ଏହା କହିଛନ୍ତି। ଏହି ଅବସରରେ…

ମୁଖ୍ୟମନ୍ତ୍ରୀ ହିମନ୍ତ ଶର୍ମାଙ୍କୁ ହତ୍ୟା ଧମକ…

ଗୁଆହାଟୀ,୧୨।୧୦: ଆସାମର କାମରୂପ ଆଗ୍ୟାଥୁରୀ ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଏକ ପୋଷ୍ଟର ଲଗାଯାଇଛି। ଏଥିରେ ତାଙ୍କୁ ହତ୍ୟା ଧମକ ଦିଆଯାଇଛି। କିଏ ଏହି ଅଞ୍ଚଳରେ ପୋଷ୍ଟର ରଖିଛି ତାହା ଏ ପର୍ଯ୍ୟନ୍ତ ଜଣାପଡିନାହିଁ। ଖବରପାଇ ଦାଦ୍ରା ପୋଲିସ ଉକ୍ତ…

ଇସ୍ରାଏଲ ଯୁଦ୍ଧ: ୧୦ଭାରତୀୟ ନିବେଶକ ଚିନ୍ତାରେ…

ନୂଆଦିଲ୍ଲୀ,୧୨।୧୦: ଆଜିକୁ ୬ଦିନ ଧରି ପାଲେଷ୍ଟାଇନର ଉଗ୍ରବାଦୀ ଗୋଷ୍ଠୀ ହମାସ ଏବଂ ଇସ୍ରାଏଲ ମଧ୍ୟରେ ସଂଘର୍ଷପୂର୍ଣ୍ଣ ଯୁଦ୍ଧ ଜାରି ରହିଛି। ଏହା ଦ୍ୱାରା ଇସ୍ରାଏଲର ଅର୍ଥନୀତି ମଧ୍ୟ ପ୍ରଭାବିତ ହୋଇଛି। ପ୍ରାୟ ୯୦ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଇସ୍ରାଏଲର ଜିଡିପି ପ୍ରାୟ…

‘ଆଜି ଭାରତର ଶକ୍ତି ଦେଖୁଛି ସମଗ୍ର ବିଶ୍ୱ’

ନୂଆଦିଲ୍ଲୀ,୧୨।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଉତ୍ତରାଖଣ୍ଡରେ ପହଞ୍ଚିଛନ୍ତି। ଉତ୍ତରାଖଣ୍ଡକୁ ଏକ ବଡ ଉପହାର ଦେଇ ୪୨୦୦ କୋଟି ଟଙ୍କା ମୂଲ୍ୟର ଯୋଜନା ଉଦ୍‌ଘାଟନ କରିଥିଲେ ପ୍ରଧାନମନ୍ତ୍ରୀ। ଲୋକଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି,…

ମଣିପୁରରେ ସୁରକ୍ଷା ବାହିନୀର କୋମ୍ବିଂ ଅପରେଶନ: ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ଇମ୍ଫାଲ,୧୨।୧୦: ହିଂସା ପ୍ରଭାବିତ ମଣିପୁରରେ ସୁରକ୍ଷା ବାହିନୀର ଏକ ମିଳିତ ଦଳ ଗୁରୁବାର ଚୁରାଚାନ୍ଦପୁର ଜିଲାର କଙ୍ଗୱାଇ ସବଡିଭିଜନର ଗୋଥୋଲ ଗ୍ରାମରେ କୋମ୍ବିଂ ଅପରେଶନ କରିଛନ୍ତି। ଏଥିରେ ଆସାମ ରାଇଫଲ୍ସ, ବିଏସଏଫ ଏବଂ ମଣିପୁର ପୋଲିସର କର୍ମଚାରୀ ସାମିଲ ଥିଲେ। ଏଥିରେ ବିପୁଳ…

ଅରବିନ୍ଦ କେଜ୍‌ରିଓ୍ବାଲ, ସଞ୍ଜୟ ସିଂଙ୍କୁ ଝଟକା…

ଅହମ୍ମଦାବାଦ,୧୨।୧୧: ଗୁଜରାଟ ହାଇକୋର୍ଟରୁ ଏଏପି ନେତା ଅରବିନ୍ଦ କେଜ୍‌ରିଓ୍ବାଲ ଏବଂ ସଞ୍ଜୟ ସିଂଙ୍କୁ ଏକ ବଡ଼ ଝଟକା ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶିକ୍ଷାଗତ ଡିଗ୍ରୀ ମାନହାନୀ ମାମଲାରେ ଉଭୟ ଏଏପି ନେତାଙ୍କୁ ଜାରି କରାଯାଇଥିବା ସମନ ଉପରେ ରୋକ ଲଗାଇବାକୁ ହାଇକୋର୍ଟ…

ବିଜେପିରୁ ଟିକେଟ ପାଇଲେନି ବୋଲି ଭୋ ଭୋ ହୋଇ କାନ୍ଦିଲେ…

ଜୟପୁର : ଆଗକୁ ରାଜସ୍ଥାନ ବିଧାନସଭା ନିର୍ବାଚନ ହେବ। ଏଥିପାଇଁ ବିଜେପି ତା’ର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିସାରିଲାଣି। ହେଲେ ତାଲିକା ଜାରି ହେବା ପରେ ଦଳରୁ ଟିକେଟ ମିଳିବ ବୋଲି ଆଶା କରିଥିବା ନେତାଙ୍କୁ ଲାଗିଛି ଝଟ୍‌କା। ଟିକେଟ୍‌ ନ ମିଳିବାରୁ ଭୋ ଭୋ ହୋଇ କାନ୍ଦିଛନ୍ତି…

ଖୁବଶୀଘ୍ର ପରସ୍ପରକୁ ଭେଟିବେ ମୋଦି ଓ ପୁଟିନ…

ନୂଆଦିଲ୍ଲୀ : ଖୁବଶୀଘ୍ର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ବୈଠକ ହେବ। ଚଳିତ ବର୍ଷ ଦୁଇ ନେତାଙ୍କ ମଧ୍ୟରେ ବୈଠକ ବସିବ। ଏହାକୁ ସଫଳତାର ସହ ଆୟୋଜନ କରିବା ପାଇଁ ଉଚ୍ଚସ୍ତରରେ ବିଚାରବିମର୍ଶ ଚାଲିଥିବା ଜଣାପଡ଼ିଛି। ରୁଷର…

ଭୟଙ୍କର କ୍ଷତିଗ୍ରସ୍ତ ଗାଜା ଓ ୱେଷ୍ଟ ବ୍ୟାଙ୍କରେ ଫସିଛନ୍ତି ୧୬ ଭାରତୀୟ…

ଗାଜା : ଇସ୍ରାଏଲ ଓ ହମାସ ମଧ୍ୟରେ ୬ ଦିନ ହେଲା ଚାଲିଥିବା ଭୟଙ୍କର ଯୁଦ୍ଧରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଗାଜା ଓ ସୀମାନ୍ତ ଅଞ୍ଚଳରେ ଥିବା ୱେଷ୍ଟ ବ୍ୟାଙ୍କ। ଇସ୍ରାଏଲର ଅନ୍ୟାନ୍ୟ ଅଞ୍ଚଳ ମଧ୍ୟ ବୋମା ଓ ରକେଠ ମାଡ଼ରେ ଛିନଛତ୍ର ହୋଇଛି, ହେଲେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି…