ଜାତକ ବାହାନାରେ ଜ୍ୟୋତିଷ ପାଖକୁ ଗଲେ ଦୁଇ ଯୁବକ, ନିଶା ଦେଇ ଘରେ ବୁଲାଇଲେ କଳାକନା…

ପ୍ରେମିକା ନାରାଜ ଥିବାରୁ ଜାତକ ଦେଖାଇବାକୁ ଜ୍ୟୋତିଷଙ୍କ ଶରଣ ପଶିଲେ ଯୁବକ । ଜ୍ୟୋତିଷ ତାଙ୍କ ଜାତକ ଦେଖିବାରେ ବ୍ୟସ୍ତ ଥିବା ବେଳେ ଦୁଇ ଯୁବକଜଣକ କୋଲ୍ଡ ଡ୍ରିଙ୍କ୍ସରେ କିଛି ନିଶା ଦ୍ରବ୍ୟ ମିଶାଇ ତାଙ୍କୁ ପିଇବାକୁ ଦେଇଥିଲେ। ଏହାପରେ ଜ୍ୟୋତିଷଜଣକ ବେହୋସ ହୋଇ…

ବାଣ କାରଖାନାରେ ବିସ୍ଫୋରଣ, ଚାଲିଗଲା ୪ଜଣଙ୍କ ଜୀବନ…

ତାମିଲନାଡୁ: ଜଳିଗଲା ବାଣ କାରଖାନା । ଚାଲିଗଲା ୪ଜଣଙ୍କ ଜୀବନ । ବାଣ ଭିଡୁଥିବା ବେଳେ ବାଣ କାରଖାନାରେ ଘଟିଲା ବିସ୍ଫୋରଣ । ତାମିଲନାଡୁର ନାଗାପାଟ୍ଟିନାମ୍ ଜିଲ୍ଲାରେ ଘଟିଛି ଏହି ଦୁର୍ଘଟଣା । ତେବେ ଦୁର୍ଘଟଣାରେ ଆହତ ମାନଙ୍କ ସଂଖ୍ୟା ଜଣାପଡିନଥିବା ବେଳେ ୪ଜଣଙ୍କର ମୃତ୍ୟୁ ହୋଇଥିବା…

କୁଲ୍‌ଗାମରେ ସେନାକୁ ବଡ଼ ସଫଳତା, ୨ ଆତଙ୍କବାଦୀ ନିପାତ; ସର୍ଚ୍ଚ ଅପରେସନ ଜାରି…

ଜମ୍ମୁ-କାଶ୍ମୀରର କୁଲ୍‌ଗାମରେ ଭାରତୀୟ ସେନାର ଯବାନଙ୍କୁ ବଡ଼ ସଫଳତା ମିଳିଛି। ଏଠାରେ ସେନା ଏନ୍‌କାଉଣ୍ଟର କରି ୨ ଆତଙ୍କବାଦୀଙ୍କୁ ନିପାତ କରିଛି। ଜିଲ୍ଲାର କୁଜ୍ଜର ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ବୁଧବାର ଅପରାହ୍ନରୁ ହିଁ ଗୁଳି ବିନିମୟ ଜାରି…

ହ୍ବାଇଟ୍‌ ହାଉସ୍‌ରୁ ବିଦା ହେଲା ୧୧ ଥର କାମୁଡ଼ିଥିବା ବାଇଡେନ୍‌ଙ୍କ କୁକୁର ‘କମାଣ୍ଡର୍‌’…

ୱାସିଂଟନ୍‌: ଅନେକଥର କାମୁଡ଼ାକାମୁଡ଼ି କରିବାରୁ ଆମେରିକାର ରାଷ୍ଟ୍ରପତି ଜୋ’ ବାଇଡେନ୍‌ଙ୍କର ୨ ବର୍ଷିୟ ଜର୍ମାନ୍‌ ସେଫର୍ଡ କୁକୁର ‘କମାଣ୍ଡର୍‌’କୁ ହ୍ବାଇଟ୍‌ ହାଉସ୍‌ରୁ ବିଦା କରାଯାଇଛି। ପ୍ରାପ୍ତ ସୂଚନା ଅନୁସାରେ, ରାଷ୍ଟ୍ରପତି ଭବନ ହ୍ବାଇଟ୍‌ ହାଉସ୍‌ ଓ…

ଶିକ୍ଷୟିତ୍ରୀଙ୍କୁ ଡାକି ବଳାତ୍କାର କଲେ ଘରୋଇ ସ୍କୁଲ ମାଲିକ, ବାନ୍ଧିଲା ପୁଲିସ୍…

କାମ ବାହାନାରେ ଶିକ୍ଷକଙ୍କୁ ନିଜ ଚାମ୍ବରକୁ ଡାକିଲେ ଘରୋଇ ସ୍କୁଲ ମାଲିକ । ଆଉ ଏକୁଟିଆ ପାଇ ବଳାତ୍କାର କଲେ। ଏହାର ଭିଡିଓ କରି ଭାଇରାଲ କରିବାର ଧମକ ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କଲେ। ଏପରି ଏକ ସାଂଘାତିକ ଘଟଣା ରାଜଧାନୀ ଦିଲ୍ଲୀର ଏକ ଘରୋଇ…

ମିଛ ପୋଲିସ ଅଫିସର ହୋଇ ୨ ବର୍ଷ ଧରି ସତ ପୋଲିସଙ୍କୁ ଦେଉଥିଲା ଧୋକା…

ରାଜସ୍ଥାନ: କୁହାଯାଏ ଯେ, ସତ କେବେ ଲୁଚି ରହେନା । ବିଳମ୍ବରେ ହେଉ ପଛେ କିନ୍ତୁ ଦିନେ ନା ଦିନେ ସତ ସାମ୍ନାକୁ ଆସେ । ଏପରି କିଛି ଘଟଣା ଦେଖିବାକୁ ମିଳିଛି ରାଜାସ୍ଥାନ ବାସିନ୍ଧା ମୋନା ବୁଗାଲିଆଙ୍କ କ୍ଷେତ୍ରରେ । ଜଣେ ଟ୍ରକ ଡ୍ରାଇଭରଙ୍କ ଝିଅ ମୋନା ବୁଗାଲିଆ ଜଣେ ପୋଲିସ ଅଫିସର…

ବିଶ୍ୱ ପ୍ରାଣୀ ଦିବସ ଅବସରରେ ରାହୁଲ ଗାନ୍ଧି ମା’ ସୋନିଆଙ୍କୁ ଦେଲେ ଏକ କୁକୁର ଛୁଆ ଉପହାର…

ବିଶ୍ୱ ପ୍ରାଣୀ ଦିବସ ଅବସରରେ ଗାନ୍ଧି ପରିବାରକୁ ଆସିଛି ଏକ ନୂଆ କୁନି ଅତିଥି। କଂଗ୍ରେସ ନେତା ରାହୁଲ ଗାନ୍ଧି ମା’ ସୋନିଆ ଗାନ୍ଧିଙ୍କୁ ଜ୍ୟାକ୍‌ ରସେଲ୍‌ ଟେରିୟର୍‌ ବ୍ରିଡ୍‌ର ଏକ କୁକୁର ଛୁଆ ଉପହାର ଦେଇଛନ୍ତି। ଏହି ଉପହାର ପାଇ ସୋନିଆ ଗାନ୍ଧି ବହୁତ ଖୁସି…

୨ ଲକ୍ଷ ଟଙ୍କା ଜିତିବାକୁ ଅଫିସ୍‌ ପାର୍ଟିରେ ୧ ଲିଟର୍‌ ମଦ ପିଇ ପ୍ରାଣ ହରାଇଲେ କର୍ମଚାରୀ…

ନୂଆଦିଲ୍ଲୀ: ମଦ୍ୟପାନ ପ୍ରତିଯୋଗିତାରେ ୨୦,୦୦୦ ‘ୟୁୟାନ୍‌’ (୨,୨୮,୫୦୬ ଟଙ୍କା) ଜିଣିବା ଲାଗି ଚୀନ୍‌ର ଜଣେ ବ୍ୟକ୍ତି ମାତ୍ର ୧୦ ମିନିଟ୍‌ରେ ୧ ଲିଟର୍‌ ମଦ ପିଇ ପ୍ରାଣ ହରାଇଥିବା କଥା ‘ସାଉଥ୍‌ ଚାଇନା ମର୍ଣ୍ଣିଂ ପୋଷ୍ଟ୍‌’ ରିପୋର୍ଟ କରିଛି। ରିପୋର୍ଟ ଅନୁସାରେ, ଘଟଣାଟି ଗତ…

ସିକିମରେ ବାଦଲ ଫଟା ବର୍ଷାରେ ଗଲାଣି ୧୪ ଜୀବନ, ୧୦୨ ନିଖୋଜ…

ସିକିମରେ ହୋଇଥିବା ବାଦଲଫଟା ବର୍ଷା ଯୋଗୁ ଫ୍ଲାସଫ୍ଲଡ ହୋଇ ୧୪ ଜୀବନ ଚାଲି ଗଲାଣି। ସେନାର ୨୩ ଯବାନ ନିଖୋଜ ହୋଇ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଛି। ସେନାର ୨୨ ଯବାନଙ୍କ ସମେତ ସମୁଦାୟ ୧୦୨ ଜଣ ଏହି ପ୍ରବଳ ବନ୍ୟାରେ ନିଖୋଜ ଥିବା ଜଣାଯାଇଛି।…

ଗିରଫ ପୂର୍ବରୁ ଅଭିଯୁକ୍ତଙ୍କୁ ଲିଖିତ କାରଣ ଦର୍ଶାଇବ ଇଡି: ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି କୌଣସି ବ୍ୟକ୍ତିଙ୍କୁ ଗିରଫ କରିବା ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଲିଖିତ ଆକାରରେ କାରଣ ଦର୍ଶାଇବାକୁ ପଡ଼ିବ। ଏକ ମାମଲାର ଶୁଣାଣି କରି ଏପରି…