ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବକୁ ପ୍ରଶଂସା କଲେ ଭ୍ଲଦିମିର୍ ପୁଟିନ୍…
ନୂଆଦିଲ୍ଲୀ: ଖୁବ୍ ଜ୍ଞାନୀ ବ୍ୟକ୍ତି ବୋଲି କହି ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବା ବେଳେ ଭାରତର ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବକୁ ପ୍ରଶଂସା କରିଛନ୍ତି।
ରୁଷୀୟ ‘ନିଉଜ୍ ପ୍ଲାଟ୍ଫର୍ମ’ ‘ଆର୍.ଟି. ନିଉଜ୍’ ସେୟାର୍…