ଏସସିବିରେ ବିଦ୍ୟୁତ ବିଭ୍ରାଟ, ୬ ଘଣ୍ଟା କଟିଲା ଲାଇନ, ରୋଗୀ ହନ୍ତସନ୍ତ…

କଟକ: କଟକ ବଡ଼ ମେଡିକାଲ ଏସସିବିରେ ବଡ଼ ଅବ୍ୟବସ୍ଥା । ରବିବାର ମଧ୍ଯ ଦୀର୍ଘ ୬ ଘଣ୍ଟା ଧରି ବିଦ୍ୟୁତ କାଟ ଯୋଗୁଁ ରୋଗୀମାନେ ନାହିଁ ନଥିବା ହଇରାଣ ହୋଇଛନ୍ତି। ହସ୍ପିଟାଲରେ କାର୍ଯ୍ୟରତ ଠିକା ବିଦ୍ୟୁତ୍ କର୍ମଚାରୀଙ୍କ ଯୋଗୁ ବିଦ୍ୟୁତ୍ ବିଭ୍ରାଟ ହୋଇଥିବା ରିପୋର୍ଟରୁ…

ସେପ୍ଟେମ୍ବରରେ ୧.୬୨ ଲକ୍ଷ କୋଟିର ଜିଏସଟି ସଂଗ୍ରହ…

ନୂଆଦିଲ୍ଲୀ: ଜିଏସଟି ଯୋଗୁଁ ସରକାରଙ୍କ ରାଜସ୍ୱ ଆଦାୟରେ କ୍ରମାଗତ ଉନ୍ନତି ଘଟିଚାଲିଛି । ଗତ ସେପ୍ଟେମ୍ବର ମାସରେ ଦେଶର ଜିଏସଟି ଆଦାୟ ୧ ଲକ୍ଷ ୬୩ ହଜାର କୋଟି ଟପିଯାଇଛି । ଚଳିତ ଆର୍ଥିକ ବର୍ଷରେ ୪ର୍ଥ ଥର ପାଇଁ ମାସିକ ଜିଏସଟି ଆଦାୟ ୧ ଲକ୍ଷ ୬୦ କୋଟି ଉପରେ ରହିଛି ବୋଲି ଅର୍ଥ…

ରାହୁଲ ତୁମ ବାପା-ମା ହିନ୍ଦୁ….ବିବାଦୀୟ ବୟାନ ଦେଲେ ବିଜେପି ନେତା…

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ହିନ୍ଦୁତ୍ୱକୁ ନେଇ ସୋସିଆଲ ମିଡିଆରେ ସତ୍ୟମ ଶିବମ ସୁନ୍ଦରମ ନାମରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ସେ ହିନ୍ଦୁ ଧର୍ମର ମହନୀୟତା ବିଷୟରେ ଉଲ୍ଲେଖ କରିଥିଲେ। ତେବେ ରାହୁଲଙ୍କ ଏହି ପୋଷ୍ଟ ପରେ ବିଜେପି ନେତା ମନଜିନ୍ଦର ସିଂ ସିର୍ସା ଏନେଇ…

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ; ୪ ଗୁରୁତର…

କାକଟପୁର: କାକଟପୁରରେ ବାଇକ ଦୁର୍ଘଟଣାରେ ଜଣେ ମୃତ, ୪ ଗୁରୁତର । କାକଟପୁର ଉକୁଳେଇ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । କାକଟପୁର ପଟୁ ଏକ ବାଇକରେ ୨ ଜଣ ଯୁବକ ଦ୍ରୁତ ଗତିରେ ଆସୁଥିବା ସମୟରେ ବାଇକରେ ଯାଉଥିବା ବାପା ଓ ଦୁଇ ଜଣ ଝିଅଙ୍କୁ ଧକ୍କା…

ବିଏସଏଫ ଧରିଲା ପାକ୍ ଡ୍ରୋନ, ମିଳିଲା ଅସ୍ତ୍ରଶସ୍ତ୍ର…

ନୂଆଦିଲ୍ଲୀ : ପାକିସ୍ତାନ ସୀମାରେ ନିଜର ଭାରତ ବିରୋଧୀ କାର୍ଯ୍ୟକଳାପକୁ ଛାଡୁନାହିଁ। ପୂର୍ବରୁ ପାକିସ୍ତାନ ଭାରତକୁ ଆତଙ୍କବାଦୀ ପଠାଉଥିଲା। କିନ୍ତୁ ଏବେ ପାକିସ୍ତାନ ଭାରତକୁ ଅସ୍ତ୍ରଶସ୍ତ୍ର ଓ ଡ୍ରଗ୍ସ ଯୋଗାଣ ପାଇଁ ଡ୍ରୋନ୍ ବ୍ୟବହାର କରିବା ଆରମ୍ଭ କରିଛି। ପୁଣି ଆଗରୁ ପଞ୍ଜାବକୁ…

ଭାରସାମ୍ୟ ହରାଇ ପିଟି ହେଲା ଦୁଇ ବାଇକ, ୨ ମୃତ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା କୋମନା ଥାନା ଲର୍କି ଗାଁ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ପାଣିପମ୍ପରେ ହେଲା ଦୁଇ ବାଇକ। ଫଳରେ ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତାହତମାନେ ଜଳପାଙ୍କେଳ ଓ…

ମା ଓ ଶିଶୁର ହେବ ଡିଏନଏ ଟେଷ୍ଟ…

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲ୍‌ରେ ଶିଶୁ ଅଦଳବଦଳ ଘଟଣା । ଆଜି ମାଆ ଏବଂ ଶିଶୁର ଡିଏନଏ ଟେଷ୍ଟ କରାଯିବ  । ଗତ କିଛି ଦିନ ତଳେ ହସ୍ପିଟାଲରେ ଶିଶୁ ଅଦଳବଦଳ ହୋଇଥିବା ନେଇ ଅଭିଯୋଗ ହୋଇଥିଲା  ।  ପୁଅ ହୋଇଛି କହି ଝିଅ ଧରାଇବା ଭଳି ସାଂଘାତିକ ଅଭିଯୋଗ ଆଣିଥିଲେ ରାଜକନିକା…

କାର୍ ଦୁର୍ଘଟଣାରେ ମହିଳା ମୃତ ଘଟଣା, କନ୍ନଡ ଅଭିନେତା ନାଗଭୂଷଣ ଗିରଫ…

ଗିରଫ ହେଲେ କନ୍ନଡ ଅଭିନେତା ନାଗଭୂଷଣ। ଦୁର୍ଘଟଣା ମାମଲାରେ ଆଜି ତାଙ୍କୁ ଗିରଫ କରିଛି ପୁଲିସ। ଏଥିସହ ତାଙ୍କ କାରକୁ ଜବତ ରଖିଛି ପୁଲିସ। ନାଗଭୂଷଣଙ୍କ କାର୍ ଧକ୍କାରେ ଜଣେ ମହିଳାଙ୍କ ଜୀବନ ଯାଇଥିଲା। ସୂଚନା ଅନୁସାରେ, ବେଙ୍ଗାଲୁରୁର କୁମାରସ୍ୱାମୀ ଟ୍ରାଫିକ ପୁଲିସ…

ରାସ୍ତାକଡ଼ରୁ ଏକ ବ୍ୟାଗ ଭିତରୁ ନବଜାତ ଶିଶୁପୁତ୍ର ଉଦ୍ଧାର…

ସୁବର୍ଣ୍ଣପୁର : ନବଜାତ ଶିଶୁପୁତ୍ର ଉଦ୍ଧାର । ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଟେଭାପଦର ଗାଁମୁଣ୍ଡ ରାସ୍ତାରୁ ଆଜି ସକାଳୁ ଏହି ନବଜାତ ଶିଶୁପୁତ୍ରଟି ଉଦ୍ଧାର ହୋଇଛି । ରାତିରେ ଜନ୍ମ ହୋଇଥିବା ଏହି ଶିଶୁପୁତ୍ରଟିକୁ କେହି ଏକ ବ୍ୟାଗରେ ପୁରାଇ…

26/11 ମୁମ୍ୱାଇ ଆଟାକ ମାଷ୍ଟରମାଇଣ୍ଡ ହାଫିଜ ସଇଦ ସହଯୋଗୀ ନିପାତ…

ମୁମ୍ୱାଇ 26/11 ଆତ୍ମଘାତୀ ବିସ୍ଫୋରଣର ମାଷ୍ଟରମାଇଣ୍ଡ ଥିବା ହାଫିଜ ସଇଦର ସହଯୋଗୀ ନିପାତ। କୁଖ୍ୟାତ ଆତଙ୍କୀ ମୁଫ୍ତି କୈସର୍ ଫାରୁକ କରାଚୀରେ ନିପାତ ହୋଇଛି। କୌଣସି ଅଜଣା ବ୍ୟକ୍ତି ଫାରୁକକୁ ମାରିଥିବା କୁହାଯାଉଛି। ଚାଲି ଚାଲି ଯିବା ସମୟରେ ଗୁଳି କରାଯାଇଛି, ଆଉ…