ସିଏମ୍‌ ଏନ୍‌ ବିରେନ୍‌ ସିଂଙ୍କ ବହିଷ୍କାର ଦାବି କଲେ ମଲ୍ଲିକାର୍ଜୁନ ଖଡ୍‌ଗେ…

ହିଂସାର କବଳରୁ ମୁକୁଳି ପାରୁନାହିଁ ଦେଶର ଉତ୍ତର-ପୂର୍ବ ରାଜ୍ୟ ମଣିପୁର। କିଛି ଦିନ ଶାନ୍ତି ପରେ ରାଜ୍ୟରେ ଇଣ୍ଟରନେଟ୍ ସେବା ପୁନଃସ୍ଥାପିତ ହେବା ପରେ ଏବେ ପୁଣି ସୋସିଆଲ ମିଡିଆରେ ଦୁଇ ଛାତ୍ରଛାତ୍ରୀଙ୍କ ହତ୍ୟାର ଫଟୋ ଭାଇରାଲ ହୋଇଛି। ଫଟୋ ଭାଇରାଲ ପରେ ପୁଣିଥରେ…

ବୃଦ୍ଧାଙ୍କୁ ହାଣିଲେ ଡକାୟତ, ଲୁଟିନେଲେ ୮ ଲକ୍ଷ ଟଙ୍କା ସହ ସୁନା ଗହଣା…

ସୋର : ହାଣି ଲୁଟିନେଲେ ସୁନା ଓ ଟଙ୍କା। ବୃଦ୍ଧାକୁ ହାଣି ୮ ଲକ୍ଷ ଟଙ୍କା ଓ ଶହେ ଗ୍ରାମ ସୁନା ଲୁଟି ନେଇଛନ୍ତି ଡ଼କାୟତ। ବାଲେଶ୍ବର ଜିଲ୍ଲା ଗୋପାଳପୁର ଥାନା ଯୁଣିଆ ବଜାରରେ ଏହି ଲୁଟ୍ ହୋଇଛି। ଗୁରୁତର ବୃଦ୍ଧା ଡାକ୍ତରଖନାରେ ଭର୍ତ୍ତି । ଖବର ଅନୁଯାୟୀ ଯୁଣିଆ ବଜାର…

ଘର ଘର ବୁଲି ଦୁଷ୍କର୍ମ ପୀଡ଼ିତା ସାହାଯ୍ୟ ମାଗିବା ଘଟଣା: ଗଠନ ହେଲା ଏସଆଇଟି…

ମରି ଯାଇଛି ମାନବିକତା, ହଜି ଯାଇଛି ମଣିଷ ପଣିଆ। ସାମ୍ନାକୁ ଆସିଥିବା ଘଟଣା ସମସ୍ତଙ୍କ ମୁଣ୍ଡକୁ ଲଜ୍ଜାରେ ତଳକୁ କରି ଦେଇଛି। ଆଜିର ସ୍ୱାର୍ଥପର ମଣିଷ ସମାଜର ଅସଲ ମୁଖା ଖୋଲି ଦେଇଛି ଗୋଟିଏ ଘଟଣା। ଜଣେ ଦୁଷ୍କର୍ମର ଶିକାର ହୋଇଥିବା ଜଣେ…

ରାଜ୍ୟ ସରକାର ବିଜ୍ଞାପନ ପାଇଁ ୧୦ ବର୍ଷରେ ୨୪୨ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି…

ଭୁବନେଶ୍ୱର: ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ ମଙ୍ଗଳବାର କହିଛନ୍ତି ଯେ, ଓଡ଼ିଶା ସରକାର ଗତ ୧୦ ବର୍ଷ ମଧ୍ୟରେ ନିଜର କଲ୍ୟାଣକାରୀ ଯୋଜନାର ବିଜ୍ଞାପନ ବାବଦରେ ୨୪୨ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି। ବିଧାନସଭାରେ ବିଧାୟକ ଶଙ୍କର ଓରାମ ଓ ନବଚରଣ ମାଝୀଙ୍କ ପ୍ରଶ୍ନର…

୬ମାସ ପାଇଁ ସାରା ରାଜ୍ୟକୁ ‘ଅଶାନ୍ତ ଅଞ୍ଚଳ’ ଘୋଷଣା କଲେ ମଣିପୁର ସରକାର…

ଇମ୍ଫାଲ: ୬ମାସ ପାଇଁ ସାରା ରାଜ୍ୟକୁ ‘ଅଶାନ୍ତ ଅଞ୍ଚଳ’ ଘୋଷଣା କଲେ ମଣିପୁର ସରକାର। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ମଣିପୁର ସରକାର ବୁଧବାର ଦିନ ସଶସ୍ତ୍ର ବଳ ସ୍ବତନ୍ତ୍ର କ୍ଷମତା ଆଇନ(ଏଏଫଏସପିଏ) ଅନୁଯାୟୀ ସମଗ୍ର ରାଜ୍ୟକୁ ‘ଅଶାନ୍ତ ଅଞ୍ଚଳ’…

ଦୁଇ ଶହ ଟଙ୍କା ପାଇଁ ଗ୍ରାହକଙ୍କ ମୁଣ୍ଡ ଫଠାଇଲେ ଦୋକାନୀ…

ପାରାଦୀପ : ଦୁଇ ଶହ ଟଙ୍କା ପାଇଁ ନିସ୍ତୁକ ମାଡ଼। ଗ୍ରାହକଙ୍କ ମୁଣ୍ଡ ଫଠାଇଲେ ଦୋକାନୀ। ଗୁରୁତର ଅବସ୍ଥାରେ ଗ୍ରାହକ ପ୍ରଶାନ୍ତ କୁମାର ଜେନାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଏନେଇ ପରିବାରଲୋକେ ପାରାଦୀପ ଲକ ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗ…

ଇସ୍କନ ଦେଶର ସବୁଠୁ ବଡ ଠକ ସଂଗଠନ : ମାନେକା ଗାନ୍ଧି

ବିଜେପି ସାଂସଦ ମାନେକା ଗାନ୍ଧି ‘ଇଣ୍ଟରନ୍ୟାସନାଲ ସୋସାଇଟି ଫର୍‌ କୃଷ୍ଣ କନସିଓସାନସ ଇସ୍କନ ଉପରେ ଅଭିଯୋଗ କରିଛନ୍ତି । ଇସ୍କନକୁ ଦେଶର ସବୁଠାରୁ ବଡ ଠକ ସଂଗଠନ ବୋଲି କହିଛନ୍ତି ମାନେକା ଗାନ୍ଧି । ମାନେକା ଅଭିଯୋଗ କରିଛନ୍ତି ଯେ, ଇସ୍କନ ନିଜ ଗୋଶାଳାରୁ ଗାଈମାନଙ୍କୁ…

ଚୋରି ମୋବାଇଲ୍ ଭାଗବଣ୍ଟା ବେଳେ ପାଟିତୁଣ୍ଡ, ଜଣେ ନାବାଳକର ମୃତ୍ୟୁ…

ସମ୍ବଲପୁର: ଚୋରି ମୋବାଇଲ ଭାଗବଣ୍ଟାକୁ ନେଇ ସୃଷ୍ଟି ହୋଇଥିବା ଅସନ୍ତୋଷରୁ ଜଣେ ନାବାଳକର ମୃତ୍ୟୁ ହୋଇଛି। ମଙ୍ଗଳବାର ସମ୍ବଲପୁର ସହରରେ ଚୋରି ମୋବାଇଲ ବାଣ୍ଟିବାକୁ ନେଇ ବିବାଦ ଦେଖାଦେବା ପରେ ଏକ ମୋବାଇଲ୍ ଚୋର ଗ୍ୟାଙ୍ଗ୍ ଜଣେ ସଦସ୍ୟଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୬ ଆହାତ…

ଆଠଗଡ଼: ତିଗିରିଆ ଥାନା ଅନ୍ତର୍ଗତ ଖଣ୍ଡହତା ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ଉଭୟ ଗୋଷ୍ଠୀ ପକ୍ଷରୁ ୬ ଜଣ ଆହାତ ହୋଇଥିବା ସୂଚନା ରହିଛି। ସମସ୍ତ ଆହାତଙ୍କୁ ତିଗିରିଆ ମେଡିକାଲରେ ଭର୍ତ୍ତି କରାଯାଇ ଥିବା ବେଳେ ଦୁଇ ଜଣଙ୍କୁ…

ରାଜ୍ୟର ୨୮ ହଜାର ଗାଁକୁ ଏବେ ବି ପାଇପ୍ ଯୋଗେ ପାଣି ସଂଯୋଗ ହୋଇପାରିନି…

ଭୁବନେଶ୍ୱର: ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମଙ୍ଗଳବାର ବିଧାନସଭାରେ କହିଛନ୍ତି ଯେ, ଓଡ଼ିଶାର ୨୮ ହଜାର ଗାଁକୁ ଏଯାବତ ପାଇପ୍ ଯୋଗେ ଜଳ ଯୋଗାଣ ହୋଇପାରିନାହିଁ। କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ସେପ୍ଟେମ୍ବର ୨୨ ତାରିଖ…