ସନ୍ଧ୍ୟା ବେଳିଆ ଷ୍ଟ୍ରିଟ ଫୁଡ଼ ଉପରେ ଜୋରଦାର ଚଢ଼ାଉ

କଟକ: କଟକ ଗୌରୀଶଙ୍କର ପାର୍କ ଅଞ୍ଚଳରେ ପାର୍ବଣ ପୂର୍ବରୁ ଆକ୍ସନ ମୁଡ଼ରେ ସିଏମସି । ସନ୍ଧ୍ୟା ବେଳିଆ ଷ୍ଟ୍ରିଟ ଫୁଡ଼ ଉପରେ ଜୋରଦାର ଚଢ଼ାଉ। ଖାଦ୍ୟର ମାନ ଓ ଫୁଡ଼ ଲାଇସେନ୍ସ ତଦାରଖ କଲା ସିଏମସି ସ୍ୱାସ୍ଥ୍ୟ ବିଭାଗ। କଟକର ଗୌରୀ ଶଙ୍କର ପାର୍କ ନିକଟରେ ଥିବା ୫୦ରୁ…

ଯୁଦ୍ଧ ପ୍ରସ୍ତୁତି କରୁଛି ଚୀନ୍‌: ଆମେରିକା ରାଷ୍ଟ୍ରପତି ଆଶାୟୀ ନିକ୍କି ହେଲି…

ୱାସିଂଟନ୍‌: ଆମେରିକା ଓ ବିଶ୍ବ ପ୍ରତି ଚୀନ୍‌କୁ ଜୀବନ୍ତ ବିପଦ କହି ଭାରତୀୟ-ଆମେରିକୀୟ ତଥା ‘ରିପବ୍ଲିକାନ୍‌ ପାର୍ଟି’ର ରାଷ୍ଟ୍ରପତି ଆଶାୟୀ ନିକ୍କି ହେଲି ଦାବି କରିଛନ୍ତି ଯେ, ବେଜିଙ୍ଗ୍‌ ଯୁଦ୍ଧ କରିବା ଲାଗି ପ୍ରସ୍ତୁତି ଚଳାଇଛି। ଶୁକ୍ରବାର ଦିନ ଷ୍ଟେଟ୍‌ ଅଫ୍‌ ନିଉ…

ସୁନ୍ଦରଗଡ଼ରେ ପୁଣି ୧୦ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ, ମୋଟ୍ ସଂଖ୍ୟା ୨୨୧କୁ ବୃଦ୍ଧି…

ସୁନ୍ଦରଗଡ଼ : ସୁନ୍ଦରଗଡରେ ଥମୁନି ସ୍କ୍ରବ୍ ଟାଇଫସ୍ ଆତଙ୍କ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି । ଗତକାଲି ୫ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ପୁଣି ୧୦ ସ୍କ୍ରବ୍ ଟାଇଫସ୍ ରୋଗୀ ଚିହ୍ନଟ ହୋଇଛନ୍ତି । ଅର୍ଥାତ୍ ମୋଟ୍ ସଂଖ୍ୟା ବର୍ତ୍ତମାନ ୨୨୧କୁ ବୃଦ୍ଧି…

ଆତଙ୍କବାଦ ବନ୍ଦ କର, ପାକ୍‌ ଅଧିକୃତ କଶ୍ମୀର ଛାଡ଼: ଭାରତ

ନୂଆଦିଲ୍ଲୀ: ସୀମାପାରି ଆତଙ୍କବାଦ ବନ୍ଦ କର, ନିଜ ଦେଶରେ ଥିବା ଆତଙ୍କବାଦ ଭିତ୍ତିଭୂମି ହଟାଅ ଓ ବେଆଇ ଭାବେ ଦଖଲ କରିଥିବା ଭାରତୀୟ ଅଞ୍ଚଳ ଖାଲି କର ବୋଲି ଶୁକ୍ରବାର ଦିନ ଜାତିସଂଘରେ ଭାରତ ପାକିସ୍ତାନକୁ କଡ଼ା ଭାଷାରେ କହିଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। ନ୍ୟୁୟର୍କରେ…

୨୪ରୁ ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ…

ସମ୍ବଲପୁର: ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପୁରୀ – ରାଉରକେଲା – ପୁରୀ ମଧ୍ୟରେ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ ହେବ। ଏ ସମ୍ପର୍କରେ ରେଳବାଇ ପକ୍ଷରୁ ଜାରି ସୂଚନାନୁଯାୟୀ, ପାର୍ବଣ ଅବସରରେ ଓଡ଼ିଶା ପାଇଁ ଏହା ଉତ୍ସବ ଭେଟି ଅଟେ।…

ଘର ଆଗରେ ଲହଡି ମାରୁଛି ପାଣି, ତୁରନ୍ତ ସମାଧାନ ପାଇଁ ଦାବି…

ଚାନ୍ଦବାଲି: ଘର ଆଗରେ ଲହଡି ମାରୁଛି ଆଣ୍ଠୁଏ ଉଚ୍ଚର ପାଣି । ଘରୁ ବାହାରକୁ ବାହାରିଲେ ପାଣିରେ ପଶି ଆସିବାକୁ ପଡୁଛି । ଗାଁ ରାସ୍ତାରେ ବି ଲହଡି ମାରୁଛି ପାଣି । ଏମିତିକି ଗାଁକୁ ଚାରିପାଖରୁ ଘେରି ରହିଛି ପାଣି । ଏ ହେଉଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ…

ଆଗାମୀ ପିଢ଼ି ପାଇଁ ସିଗାରେଟ୍‌ ନିଷିଦ୍ଧ କରିବେ ଋଷି ସୁନକ…

ଲଣ୍ଡନ: ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ ଏମିତି କିଛି କଟକଣା ଜାରି କରିବାକୁ ବିଚାର କରୁଛନ୍ତି ଯଦ୍ଦ୍ବାରା ଇଂଲଣ୍ଡ୍‌ର ଆଗାମୀ ପିଢ଼ି ଆଉ ସିଗାରେଟ୍‌ କିଣିବା ପାଇଁ ସମର୍ଥ ହେବେନାହିଁ ବୋଲି ସରକାରୀ ସୂତ୍ରରୁ ସୂଚନା ସଂଗ୍ରହ କରି ଶୁକ୍ରବାର ଦିନ ‘ଦି ଗାର୍ଡିଆନ୍‌’ ରିପୋର୍ଟ…

ଆଜି ପବିତ୍ର ରାଧାଷ୍ଟମୀ…

ପୁରୀ :ଆଜି ପବିତ୍ର ରାଧାଷ୍ଟମୀ, ଶ୍ରୀରାଧାଙ୍କ ଜନ୍ମ। ଭଗବାନ୍ ଶ୍ରୀକୃଷ୍ଣଙ୍କର ଦକ୍ଷିଣ ଅଂଶରୁ ଶ୍ରୀରାଧାଙ୍କର ଉତ୍ପତ୍ତି ବୋଲି କୁହାଯାଏ। ଶ୍ରୀକୃଷ୍ଣଙ୍କର ଜନ୍ମତିଥିକୁ ଯେପରି “ଜନ୍ମାଷ୍ଟମୀ” ଭାବରେ ପାଳନ କରାଯାଏ, ବୈଷ୍ଣବମାନେ ଶ୍ରୀରାଧାଙ୍କର ଜନ୍ମତିଥିକୁ ସେହିପରି “ରାଧାଷ୍ଟମୀ”…

ବ୍ୟବସାୟୀକ ପ୍ରତିଷ୍ଠାନ ଉପରେ ଜିଏସଟି ବିଭାଗର ଚଢାଉ…

କାମାକ୍ଷାନଗର: କାମାକ୍ଷାନଗର ସହରର ଏକ ବ୍ୟବସାୟୀକ ପ୍ରତିଷ୍ଠାନ ଉପରେ ଜିଏସଟି ବିଭାଗର ଚଢାଉ। କଟକ ଡିଭିଜନର ଏକ ୭ଜଣିଆ ଟିମ କାମାକ୍ଷାନଗର ସ୍ଥିତ ଓଝା ଟ୍ରେଡର୍ସ ନାମକ ଏକ ସିମେଣ୍ଟ, ରଡ ଦୋକାନ ଉପରେ ଚଢାଉ କରିଛି। ଜିଏସଟି ଫାଙ୍କି ଥିବାର ହେଡ ଅଫିସକୁ ଏକ ଅଭିଯୋଗ ହୋଇଥିଲା।…

ଗଣଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତା ପିଇଲା ବିଷ…

ବାଲେଶ୍ଵର:ବାଲେଶ୍ଵରରେ ଅଭାବନୀୟ ଘଟଣା। ଜଣେ ନାବାଳିକାକୁ ଗଣଦୁଷ୍କର୍ମ ଘଟଣାକୁ ନେଇ ଚାଞ୍ଚଲ୍ୟ ଦେଖିବାକୁ ମିଳିଛି । ଚାନ୍ଦିପୁର ଥାନା ଅଧୀନ ଗୋଲ୍ଡେନ ପ୍ଲାଜା ହୋଟେଲରେ ନାବାଳିକାକୁ ଦୁଷ୍କର୍ମ କରାଯାଇଛି । …