ସ୍ପେନ ରାଷ୍ଟ୍ରପତି କୋରୋନା ପଜିଟିଭ, ଆସିବେନି ଭାରତ

ସ୍ପେନ ରାଷ୍ଟ୍ରପତି ପେଡ୍ରୋ ସାନଚେଜ୍ କୋରୋନା ଆକ୍ରାନ୍ତ । ଫଳରେ ସ୍ପେନ ରାଷ୍ଟ୍ରମୁଖ୍ୟ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ସାମିଲ ହେବେ ବୋଲି ସ୍ପଷ୍ଟ ହୋଇଛି। ଏନେଇ ରାଷ୍ଟ୍ରପତି ପେଡ୍ରୋ ସାନଚେଜ୍ X (ପୂର୍ବର ଟ୍ୱିଟର) ଜରିଆରେ…

ନୂଆଁଖାଇ ପାଇଁ ବାହାରିଲା ଲଗ୍ନ; ସେପ୍ଟେମ୍ବର ୨୦ରେ ଏହି ସମୟରେ ମା’ଙ୍କ ନିକଟରେ ହେବ ନବାନ୍ନ…

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଁଖାଇ ପାଇଁ ଗୁରୁବାର ଦିନ ଲଗ୍ନ ନିର୍ଦ୍ଧାରିତ ହୋଇଛି। ସମ୍ବଲପୁର ସହରର ବ୍ରହ୍ମପୁର ମନ୍ଦିର ଟ୍ରଷ୍ଟ ଦ୍ବାରା <ଏହି ମନ୍ଦିର ପରିସରରେ ପଣ୍ଡିତ ମହାସଭାରେ ଏହି ଲଗ୍ନ ନିର୍ଦ୍ଧାରିତ ହୋଇଛି। ପଣ୍ଡିତ ମହାସଭାରେ ନିର୍ଦ୍ଧାରିତ…

ରେଳ ଧାରଣା ଉପରେ ପଡ଼ିଲା ବିଶାଳ ଗଛ, ଟ୍ରେନ ଚଳାଚଳ ବାଧାପ୍ରାପ୍ତ…

ବେତନଟୀ : ବେତନଟୀ ରେଳଷ୍ଟେସନରୁ ଅନତି ଦୂରରେ ଗୁରୁବାର ସକାଳ ସମୟରେ ଏକ ବିଶାଳ ଶାଳଗଛ ଉପୁଡି ରେଳଧାରଣାରେ ପଡି ଯାଇଥିବାବେଳେ ଟ୍ରେନ ଚଳାଚଳରେ ବ୍ୟାଘାତ ଦେଖା ଦେଇଛି | ସୂଚନା ଅନୁଯାୟୀ ଶାଳଗଛ ପଡିବା ଦ୍ୱାରା ବିଦ୍ୟୁତ ତାର ଛିଣ୍ଡିଯାଇ ବିଦ୍ୟୁତ ସରବରାହ ବ୍ୟାଘାତ ହେବା ଯୋଗୁଁ ରୁପ୍ସାରୁ…

ସତର୍କ ସୂଚନା ଜାରୀ ହେବା ପରେ ସମସ୍ତ ଆଂଟାସିଡ ଡାଇଜିନ ଜେଲକୁ ଫେରାଇନେଲା କମ୍ପାନୀ

ନୂଆଦିଲ୍ଲୀ: ଅଜୀର୍ଣ୍ଣ ଓ ବଦହଜମୀ ପାଇଁ ବ୍ୟବହାର ଡେଉଥିବା ଆଂଟାସିଡ ଡାଇଜିନ ଜେଲକୁ ଫେରାଇନେବା ପାଇଁ କମ୍ପାନୀ ନିର୍ଦ୍ଦେଶ ଦେଇଛି । ଏହି ଜେଲରୁ ଉତ୍କଟ ଗନ୍ଧ ଓ କଡା ସ୍ୱାଦ ବାହାରୁଥିବାରୁ ଡିସିଜିଆଇ କମ୍ପାନୀକୁ ସତର୍କ ସୂଚନା ଜାରୀ କରିଥିଲା । ଫଳରେ କମ୍ପାନୀ ଏହି ପଦକ୍ଷେପ ଗ୍ରହଣ କରିଛି…

ଆଜି ଭାରତ ଗସ୍ତରେ ଆସିବେ ଜୋ ବାଇଡେନ୍

ନୂଆଦିଲ୍ଲୀ : ଆଜି ଭାରତ ଗସ୍ତରେ । ୪ ଦିନିଆ ଗସ୍ତରେ ଆସୁଥିବା ବାଇଡେନ ଭାରତରେ ହେବାକୁ ଥିବା G20 ସମ୍ମିଳନୀରେ ଯୋଗଦେବେ । ଜୋ ବାଇଡେନ ଆଜି ନିଜ ଏୟାର ଫୋର୍ସ ୱାନ ବିମାନରେ ଭାରତ ପହଞ୍ଚିବେ। ଏହା ପୂର୍ବରୁ ଆମେରିକା ସିକ୍ରେଟ ସର୍ଭିସ କର୍ମୀଙ୍କ ସହ ହେଲିକପ୍ଟର, ବୁଲଟେପ୍ରୁଫ ଲିମୋଜିନ,…

ମହାକାଶରେ ସେଲଫି ନେଲା ଆଦିତ୍ୟ-L1…

ମହାକାଶରେ ସେଲଫି ନେଲା ଆଦିତ୍ୟ-L1। ଇସ୍ରୋର ଏହି ଉଚ୍ଚାଭିଳାଷୀ ସୂର୍ଯ୍ୟ ମିଶନ ଲକ୍ଷ୍ୟପଥ L1କୁ ଯିବା ସମୟରେ ନିଜର ସେଲଫି ନେବା ସହ ପୃଥିବୀ ଓ ଚନ୍ଦ୍ରର ଫଟୋ କ୍ଲିକ୍ କରିଛି। ଏହି ସମୟର କିଛି ଦୃଶ୍ୟ ଶେଆର୍ କରିଛି ଇସ୍ରୋ। ଇସ୍ରୋ ଏନେଇ ଏକ୍ସ(ପୂର୍ବର ଟ୍ୱିଟର)ରେ ପୋଷ୍ଟ କରି ସୂଚନା…

ଅତିଥିଙ୍କ ପ୍ଲେଟରେ ରହିବ ମୁଗଲାଇ ଡିସ୍‌ ସାଙ୍ଗକୁ ଚଟପଟା ଚାଟ୍‌…

ଉତ୍ତର ଭାରତର ମୁଗଲାଇ ଡିସ୍‌ ସାଙ୍ଗକୁ ଦକ୍ଷିଣ ଭାରତର ପରିଚୟ ବହନ କରୁଥିବା ସ୍ୱତନ୍ତ୍ର ଡିସ୍‌। ତା’ ସାଙ୍ଗକୁ ନୂଆ ଦିଲ୍ଲୀର ଭଳିକି ଭଳି ଚାଟ୍‌ । ଆସନ୍ତା G-୨୦ ସମ୍ମିଳନୀ ପାଇଁ ଭାରତ ଆସିବାକୁ ଥିବା ଅତିଥିଙ୍କୁ ଭାରତ ପରସିବ ଏଭଳି ଭଳିକି ଭଳି ଖାଦ୍ୟ । ଅତିଥିଙ୍କ ପ୍ଲେଟର ଚଟପଟା ଖାଦ୍ୟ…

ଦାଦାର ଛୁରାମାଡରେ ପୁତୁରା ଗୁରୁତର, ଅଭିଯୁକ୍ତ ଅଟକ…

ପୁରୀ : ପୁରୀ ଜିଲ୍ଲା ବଳିଆପଣ୍ଡା ଥାନା ନାଲି ପଡିଆରେ ଅଭାବନୀୟ ଘଟଣା ଘଟିଛି  । ନୃଶଂସ ଦାଦାର ଛୁରା ମାଡ଼ରେ ପୁତୁରା ଗୁରୁତର ଆହତ ହୋଇଛି। ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ପୁରୀ ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଛି। ଆହତ ପୁତୁରା ଗଞ୍ଜାମ ଜିଲ୍ଲାର ଶିବ ବେହେରା ବୋଲି ଜଣାପଡିଛି  ।…

ଭାରତ ଆସିବା ପୂର୍ବରୁ ଦେଶ ସହ ତାଙ୍କର ସଂଯୋଗକୁ ନେଇ ଗର୍ବ କରୁଥିବା କହିଲେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି…

ନୂଆଦିଲ୍ଳୀ: ଆଗକୁ ଜି-୨୦ ସମ୍ମିଳନୀ ପାଇଁ ଭାରତ ଆସିବେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ। ତା’ପୂର୍ବରୁ ସେ ‌ଏକ ବଡ଼ ବୟାନ ଦେଇଛନ୍ତି। ସୁନକ କହିଛନ୍ତି ଯେ ସେ ନିଜର ଭାରତୀୟ ସଂଯୋଗକୁ ନେଇ ଗର୍ବ ଅନୁଭବ କରନ୍ତି। ନ୍ୟୁଜ୍‌ ଏଜେନ୍ସି ପିଟିଆାଇକୁ ନିଜର ସାକ୍ଷାତ୍‌କାର ଦେଇ ସେ ଆହୁରି ବି…

ଉଡାଣ ପୂର୍ବରୁ ଦୁଇ ମହିଳା ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇଦେଲା ଏୟାର କାନାଡା…

ଦୁଇ ମହିଳା ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇଦେଲା ଏୟାର କାନାଡା । ଏୟାର କାନାଡା ବିମାନରୁ ଦୁଇ ମହିଳା ଯାତ୍ରୀଙ୍କୁ ଓହ୍ଲାଇଦେଇ ଟେକ୍‌ଅଫ୍‌ କରିଥିଲା । ବିମାନ ଓହ୍ଲାଇଥିବା ଦୁଇ ମହିଳା ସୋସିଆଲ ମିଡିଆରେ ନିଜ ଉପରେ ବିତିଥିବା କଥା ବଖାଣିଛନ୍ତି । ଯାହା ଏବେ ଭାଇରଲ ହେବାରେ ଲାଗିଛି । ଖବର…