ଓୱାଇସିଙ୍କ ହାତରେ କେସିଆରଙ୍କ କାର୍‌ ଷ୍ଟିଅରିଂ: ଶାହା

ହାଇଦ୍ରାବାଦ୍‌: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ତେଲେଙ୍ଗାନା ଖମ୍ମମରେ ‘ରାୟଥୁ ଗୋସା-ଭାଜପା ଭରୋସା’ ସମାବେଶକୁ ସମ୍ବୋଧିତ କରିଛନ୍ତି। ଏଥର ଭାଜପା ଏଠାରେ କ୍ଷମତାକୁ ଆସିବ ବୋଲି ସେ ଦାବି କରିଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସ ହେଉଛି ୪ଜି ଦଳ, ଯାହାର ଅର୍ଥ…

ଫିରିଙ୍ଗିଆର ଦୁଇ ନିଲମ୍ବିତ ହୋମଗାର୍ଡ ଏବଂ ଆଇଆଇସିଙ୍କ ବିରୋଧରେ ମାମଲା ରୁଜୁ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ପୋଲିସ ଗାଡିରେ ଗଞ୍ଜେଇ ଚାଲାଣ ହେଉଥିବା ଭିଡିଓ ଭାଇରାଲ ଘଟଣାରେ ଫିରିଙ୍ଗିଆ ଥାନାର ପୂର୍ବତନ ଆଇଆଇସି ତପନ କୁମାର ନାହାକ ଓ ଦୁଇ ହୋମଗାର୍ଡଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ନାହାକ ଓ ହୋମଗାର୍ଡ ପ୍ରଶାନ୍ତ କୁମାର ପାତ୍ର ଓ…

ଜି -୨୦ ଶିଖର ସମ୍ମିଳନୀକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ୍‌

ନୂଆଦିଲ୍ଲୀ,୨୭।୮: ଜି-୨୦ ଶିଖର ସମ୍ମିଳନୀକୁ ନେଇ କଂଗ୍ରେସ କେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ୍‌ କରିଛି। କଂଗ୍ରେସ ନେତା ପୱନ ଖେରା କହିଛନ୍ତି ଯେ, ଜି-୨୦ ହେଉଛି ଏକ ରୋଟେସ୍‌ନାଲ୍‌ ଅଧ୍ୟକ୍ଷତା, କଂଗ୍ରେସ ନେତା ପୱନ ଖେରା କହିଛନ୍ତି, ସେ (ପ୍ରଧାନମନ୍ତ୍ରୀ…

୧୨ ଜିଲ୍ଲାରେ ଝଡ଼ବର୍ଷା ସହ ବଜ୍ରପାତ, ଆଗାମୀ ୩ ଦିନ ପାଇଁ ୱେଲୋ ୱାର୍ଣ୍ଣିଂ ଜାରି…

ଭୁବନେଶ୍ୱର: ସମଗ୍ର ଓଡିଶାରେ ବର୍ଷାର ପରିମାଣ ହ୍ରାସ ପାଇଥିବା ବେଳେ ଭାରତ ପାଣିପାଗ ବିଭାଗ (ଆଇଏମଡି) ଆସନ୍ତା ୩ ଦିନ ମଧ୍ୟରେ ଅନେକ ଜିଲ୍ଲା ପାଇଁ ବଜ୍ରପାତ ହେବା ଆଶଙ୍କା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ଅଗଷ୍ଟ ୨୮…

‘ଚନ୍ଦ୍ରକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କର, ଶିବଶକ୍ତି ପଏଣ୍ଟକୁ ରାଜଧାନୀ କର’: ସ୍ବାମୀ ଚକ୍ରପାଣି…

ମୁମ୍ବାଇ: ଅଗଷ୍ଟ ୨୩ରେ, ଭାରତର ଚନ୍ଦ୍ରୟାନ -୩ ମିଶନ ଚନ୍ଦ୍ରର ସାଉଥ ପୋଲ ଉପରେ ସପ୍ଟ ଲ୍ୟାଣ୍ଡିଂ କରି ମହାକାଶରେ ଇତିହାସ ସୃଷ୍ଟି କଲା। ଯାହା ପରେ ସମଗ୍ର ଦେଶରେ ଉତ୍ସବ ପାଳନ କରିବାର ପରିବେଶ ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଘୋଷଣା କରିଥିଲେ ଯେ ଚନ୍ଦ୍ରୟାନ…

୫ ଗିରଫ, କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଓ ମାରଣାସ୍ତ୍ର ଜବତ

ଭୁବନେଶ୍ୱର: ଭୁବନେଶ୍ୱର ନନ୍ଦନ ବିହାର ଡକାୟତି ଘଟଣାରେ ୫ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ। ସେମାନଙ୍କ ନିକଟରୁ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଓ ମାରଣାସ୍ତ୍ର ଜବତ କରାଥିବା ସହ ସୁନା ଅଳଙ୍କାର ମଧ୍ୟ ଜବତ ହେବା ନେଇ ଡିସିପି ପ୍ରତୀକ ସିଂ ପ୍ରେସ ମିଟରେ…

୨୦୨୪ ପରେ ରାହୁଲ ହେବେ ପ୍ରଧାନମନ୍ତ୍ରୀ: କଂଗ୍ରେସ ନେତା

ନୂଆଦିଲ୍ଲୀ: ଲୋକ ସଭା ନିର୍ବାଚନ ୨୦୨୪କୁ ଆଉ ବର୍ଷକରୁ ବି କମ ସମୟ ବାକି ରହିଛି। ଏହାରି ଭିତରେ ପ୍ରାୟ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତିରେ ଲାଗି ପଡିଲେଣି। ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିବାକୁ ୨୬ ବିରୋଧୀ ଦଳ ‘ଇଣ୍ଡିଆ’ ନାମରେ ମେଣ୍ଟ କରି…

ଅଗଷ୍ଟ ୩୧ରୁ କଳାହାଣ୍ଡି ଜିଲ୍ଲାର ଉତ୍କେଲାକୁ ଉଡ଼ିବ ବିମାନ…

ଭୁବନେଶ୍ବର: ଆକାଶପଥରେ ଯୋଡ଼ି ହେବ କଳାହାଣ୍ଡି ଜିଲ୍ଲା । ବିମାନ ସେବା ପାଇବେ କଳାହାଣ୍ଡିବାସୀ । ଭୋକର ଭୂଗୋଳ କୁହାଯାଉଥିବା କଲାହାଣ୍ଡି ଜିଲ୍ଲାକୁ ଉଡିବ ବିମାନ । ଆସନ୍ତା ଅଗଷ୍ଟ ୩୧ରୁ କଳାହାଣ୍ଡି ଜିଲ୍ଲାର ଉତ୍କେଲାକୁ ଉଡ଼ିବ ବିମାନ । ଭୁବନେଶ୍ୱର…

ମୁଜାଫରପୁର ଜିଲାରେ ଫ୍ରିଜ ବିସ୍ଫୋରଣ: ଜିଅନ୍ତା ଜଳିଗଲେ ନଣନ୍ଦ-ଭାଉଜ

ପାଟ୍‌ନା: ମୁଜାଫରପୁର ଜିଲାରେ ଏକ ଦୁଃଖଦ ଘଟଣା ଘଟିଛି। ଫ୍ରିଜ୍‌ ବିସ୍ଫୋରଣ ହୋଇ ନଣନ୍ଦ ଏବଂ ଭାଉଜଙ୍କ ମୃତ୍ୟୁ ଘଟିଛି। ଜିଲାର ଦେଓରିଆ ଥାନା ଅନ୍ତର୍ଗତ ଡୁମରୀ ପରମାନନ୍ଦପୁର ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଫ୍ରିଜ୍‌ ବିସ୍ଫୋରଣ ହୋଇ ଘରେ ନିଆଁ…

୩ ଅଭିଯୁକ୍ତଙ୍କ ନାଁରେ ଲୁକଆଉଟ ସର୍କୁଲାର…

ଭୁବନେଶ୍ବର: କ୍ରିପ୍ଟୋ ପୁଞ୍ଜି ନିବେଶ ନାଁରେ ହଜାର କୋଟିରୁ ଉର୍ଦ୍ଧ୍ବ ଠକେଇ ମାମଲା  । ୩ ଜଣଙ୍କ ନାଁରେ ଲୁକ ଆଉଟ ସର୍କୁଲାର୍ ଜାରି କରିଛି ଇଓଡବ୍ଲୁ  । ଅଭିଯୁକ୍ତ ମାନେ ହେଲେ ରାଜସ୍ଥାନ ହନୁମାନଗଡର କ୍ରିଷ୍ଣା କୁମାର, ଗଙ୍ଗାନଗରର ଅନିଲ କୁମାର ଏବଂ…