ପେଟ୍ରୋଲ୍ ଟ୍ୟାଙ୍କର୍ ସହ ଧକ୍କା ଖାଇ ଜଳିଗଲା ଦ୍ରୁତଗାମୀ ‘ରୋଲ୍ସ୍-ରଏସ୍’ କାର୍
ନୂଆଦିଲ୍ଲୀ: ‘ଦିଲ୍ଲୀ-ମୁମ୍ବାଇ-ବରୋଦା ଏକ୍ସପ୍ରେସ୍ୱେ’ରେ ମଙ୍ଗଳବାର ଦିନ ଘଣ୍ଟାପ୍ରତି ୨୦୦ କିଲୋମିଟର୍ ବେଗରେ ଗତି କରୁଥିବା ‘କୁବେର୍ ଗ୍ରୁପ୍’ର ନିର୍ଦେଶକ ବିକାଶ ମାଲୁଙ୍କ ‘ରୋଲ୍ସ୍-ରଏସ୍ ଫ୍ୟାଣ୍ଟମ୍’ କାର୍ ନୁହ୍ ଅଞ୍ଚଳରେ ଏକ ପେଟ୍ରୋଲ୍ ଟ୍ୟାଙ୍କର୍କୁ ଧକ୍କା…