Sign in
Sign in
Recover your password.
A password will be e-mailed to you.
Author
nisarta 4670 posts 0 comments
ରାଜ୍ୟ ମୁଖ୍ୟାଳୟକୁ ବଦଳି ହେଲେ ଡିଆଇଜି ବ୍ରିଜେଶ ରାଏ
ଭୁବନେଶ୍ୱର: ମହିଳା ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ ମାମଲାରେ ଫସିଲେ ଆଇପିଏସ ବ୍ରିଜେଶ ରାଏ । ହୋମଗାର୍ଡଙ୍କ ଅଭିଯୋଗ ପରେ ହେଲା ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜିଙ୍କ ବଦଳି । ଅନୁଗୁଳର ଡିଆଇଜିରୁ ବ୍ରିଜେଶ…
ନିଯୁକ୍ତି ପ୍ରକ୍ରିୟା ଉପରେ ଲାଗିଥିବା ରୋକ ହଟାଇଲେ ହାଇକୋର୍ଟ
କଟକ: ନର୍ସ, ଫାର୍ମାସିଷ୍ଟ , ପାରାମେଡିକାଲ କର୍ମଚାରୀଙ୍କ ନିଯୁକ୍ତି ପ୍ରକ୍ରିୟା ଚୂଡ଼ାନ୍ତ ଉପରେ ପୂର୍ବରୁ ଜାରି କରାଯାଇଥିବା ଅଙ୍କୁଶ ହାଇକୋର୍ଟ ଉଠାଇ ଦେଇଛନ୍ତି। ହାଇକୋର୍ଟ ଗତ ମେ’ ୧ର ଅନ୍ତରୀଣ…
ଘଟଗାଁ ତାରିଣୀଙ୍କୁ ଦର୍ଶନ କରୁଥିବା ବେଳେ ଟଳିପଡିଲେ ବୃଦ୍ଧା…
ଘଟଗାଁ : ତାରିଣୀ ଦର୍ଶନ କରୁଥିବା ବେଳେ ଟଳିପଡିଲେ ବୃଦ୍ଧା। କେନ୍ଦୁଝର ଜିଲ୍ଲା ଘଟଗାଁ ମା ତାରିଣୀ ମନ୍ଦିରକୁ ଆଜି ଭୁବନେଶ୍ୱର ନ୍ୟୁପାର୍କ ଅଞ୍ଚଳର ସରସ୍ୱତୀ ବେହେରା ତାଙ୍କ ପରିବାର ସହ ଦର୍ଶନ ପାଇଁ ଆସିଥିଲେ। ହେଲେ ମନ୍ଦିର ବେଢା ଭିତରେ ମାଙ୍କ ଦର୍ଶନ…
କୌଣସି ପ୍ରକାରର ଭିଡ଼ ହିଂସାରେ ଭାଗ ନେଲେ ଆଇନ ଅନୁଯାୟୀ ମିଳିବ କଠୋର ଦଣ୍ଡ…
ଭୁବନେଶ୍ୱର: ଭିଡ ହିଂସା ଏକ ଅପରାଧ ଏବଂ ସେଥିରେ ଯେଉଁ ବ୍ୟକ୍ତି ଭାଗ ନିଅନ୍ତି ତାହା ମଧ୍ୟ ବଡ଼ ଅପରାଧ। ଜଣେ ବ୍ୟକ୍ତି କୌଣସି ପ୍ରକାରର ଭିଡ ହିଂସାରେ ଭାଗ ନିଏ ତେବେ ତାକୁ ଆଇନ ଅନୁଯାୟୀ ଦଣ୍ଡ ମିଳିବ। ଏନେଇ ଓଡ଼ିଶା ପୋଲିସ ପକ୍ଷରୁ ଏକ ସୂଚନା ଦିଆଯାଇଛି।…
ଡିଆଇଜି ପତ୍ନୀଙ୍କ ନିର୍ଯାତନା ସହି ନ ପାରି ହୋମଗାର୍ଡଙ୍କ ଆତ୍ମହତ୍ୟା ଉଦ୍ୟମ; ସଫେଇ ଦେଲେ ଡିଆଇଜି…
ଭୁବନେଶ୍ୱର:ବଢିଲା ଡିଆଇଜିଙ୍କ ଅଡୁଆ । ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳା ହୋମଗାର୍ଡଙ୍କ ବୟାନ ଡିଆଇଜିକୁ ବିବାଦ ଭିତରେ ଫସାଇ ଦେଇଛି । ଅବଶ୍ୟ ହୋମଗାର୍ଡଙ୍କ ଏପରି ଅଭିଯୋଗକୁ ଡିଆଇଜି ଖଣ୍ଡନ କରିଛନ୍ତି । ଏପରି ଅଭିଯୋଗ ଭୁଲ । ତାଙ୍କ କୌଣସି ନିର୍ଯାତନା ଦେଇ ନାହାନ୍ତି ବରଂ…
ଭିଜିଲାନ୍ସ ଜାଲରେ ପୂର୍ବତନ ସରପଞ୍ଚ…
ବାଙ୍କୀ: ଭିଜିଲାନ୍ସ ଜାଲରେ ପୂର୍ବତନ ସରପଞ୍ଚ । ଡମପଡା ବ୍ଲକ ଦୁଲଣାପୁର ଗାଁର ପୂର୍ବତନ ସରପଞ୍ଚ ସୁନୀଲ ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଏକକାଳୀନ ବିଭିନ୍ନ ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ ଟିମ୍ । ତୁଳସୀପୁରସ୍ଥିତ ପେଟ୍ରୋଲ ପମ୍ପରେ ରେଡ୍ କରାଯାଉଛି । ମନରେଗା…
ସାଙ୍ଗର ଝିଅକୁ ନିଶା ଦେଇ ବାରମ୍ବାର ଦୁଷ୍କର୍ମ କରୁଥିଲେ ଦିଲ୍ଲୀ ସରକାରୀ ବାବୁ…!
ଦିଲ୍ଲୀର ମହିଳା ଓ ଶିଶୁ ବିକାଶ ବିଭାଗର ନିଲମ୍ବିତ ବରିଷ୍ଠ ଅଧିକାରୀ ପରମୋଦୟ ଖାକାଙ୍କ ସମ୍ପର୍କରେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ନାବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ ହୋଇ ଚାକିରିରୁ ନିଲମ୍ବିତ ହୋଇଥିବା ଖାକା ଏବେ ପୁଲିସ୍…
ନିର୍ଦ୍ଧାରିତ ସମୟରେ ପ୍ରାୟ ୭୦ କିଲୋମିଟର ଉଚ୍ଚତାରୁ ଚନ୍ଦ୍ରର ନୂଆ ଫଟୋ ଉଠାଇଲା ‘ଚନ୍ଦ୍ରଯାନ-୩’
ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ ଅଭିଯାନ ଅଗଷ୍ଟ ୨୩ ତାରିଖ ବୁଧବାର ଚନ୍ଦ୍ରରେ ମୃଦୁ ଅବତରଣ (ସଫ୍ଟ ଲ୍ୟାଣ୍ଡିଂ) କରିବାକୁ ଲକ୍ଷ୍ୟ ରଖିଛି ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) କହିଛି। ମହାକାଶ ଏଜେନ୍ସି କହିଛି ଯେ ସମସ୍ତ ସିଷ୍ଟମର ନିୟମିତ ଯାଞ୍ଚ…
ୟୁକ୍ରେନ୍ ଅଞ୍ଚଳରେ ପଶି ରୁଷ୍ ନଷ୍ଟ କଲା ଆମେରିକାର ମିଲିଟାରୀ ବୋଟ୍…
ୟୁକ୍ରେନ୍ ସହ ଯୁଦ୍ଧ ଭିତରେ ରୁଷୀୟ ଏୟାରଫୋର୍ସ ସ୍ନେକ୍ ଆଇଲାଣ୍ଡରେ ଆମେରିକାର ଏକ ମିଲିଟାରୀ ବୋଟ୍କୁ ନଷ୍ଟ କରିଦେଇଛି। ହାଇ ସ୍ପିଡ୍ର ଏହି ମିଲିଟାରୀ ବୋଟ୍ରେ ୟୁକ୍ରେନ୍ର ସୈନିକମାନେ ଥିଲେ। ରୁଷୀୟ ପ୍ରତିରକ୍ଷା ମନ୍ତ୍ରାଳୟ ଏହି ଘୋଷଣା କରିଛି। ଭାରତୀୟ…