ଘଟଗାଁ ତାରିଣୀଙ୍କୁ ଦର୍ଶନ କରୁଥିବା ବେଳେ ଟଳିପଡିଲେ ବୃଦ୍ଧା…

add-all

tarini

ଘଟଗାଁ : ତାରିଣୀ ଦର୍ଶନ କରୁଥିବା ବେଳେ ଟଳିପଡିଲେ ବୃଦ୍ଧା। କେନ୍ଦୁଝର ଜିଲ୍ଲା ଘଟଗାଁ ମା ତାରିଣୀ ମନ୍ଦିରକୁ ଆଜି ଭୁବନେଶ୍ୱର ନ୍ୟୁପାର୍କ ଅଞ୍ଚଳର ସରସ୍ୱତୀ ବେହେରା ତାଙ୍କ ପରିବାର ସହ ଦର୍ଶନ ପାଇଁ ଆସିଥିଲେ। ହେଲେ ମନ୍ଦିର ବେଢା ଭିତରେ ମାଙ୍କ ଦର୍ଶନ କରୁଥିବା ବେଳେ ହଠାତ ଟଳି ପଡ଼ିଥିଲେ ବୃଦ୍ଧା। ତାଙ୍କୁ ପରିବାର ଲୋକେ ଚିକିତ୍ସା ପାଇଁ ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଚିକିତ୍ସା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ଘୋଷଣା କରିଛନ୍ତି। ଖବର ପାଇ ପୋଲିସ ଘଟଣାର ତଦନ୍ତ ଚଳାଇଛି।


Post Views: 6

ad-week
Leave A Reply

Your email address will not be published.