ଭୁବନେଶ୍ବରରେ ଉଦଘାଟନ ହେଲା ପ୍ରଥମ ସିଏନଜି ବା ପ୍ରାକୃତିକ ଗ୍ଯାସ ଆଧାରିତ ଶବଦାହ କେନ୍ଦ୍ର…

ଭୁବନେଶ୍ବର: ଭୁବନେଶ୍ବରରେ ଉଦଘାଟନ ହେଲା ପ୍ରଥମ ସିଏନଜି ବା ପ୍ରାକୃତିକ ଗ୍ଯାସ ଆଧାରିତ ଶବଦାହ କେନ୍ଦ୍ର। ଏଣିକି ଆଉ କାଠ ଦରକାର ହେବନି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସାଂସଦ ଅପରାଜିତ ଷଡଙ୍ଗୀ ଏହି ଶବାଦାହ କେନ୍ଦ୍ରକୁ ଉଦଘାଟନ କରିଛନ୍ତି। ୧୬…

ବାରିପଦା ମେଡିକାଲ କଲେଜରେ ଭୟାବହ ଅଗ୍ନିକାଣ୍ଡ…

ମୟୁରଭଞ୍ଜ: ବାରିପଦା ମେଡିକାଲ କଲେଜରେ ଭୟାବହ ଅଗ୍ନିକାଣ୍ଡ। ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ତୃତୀୟ ମହଲା ଓଟି ରୁମରେ ଅଗ୍ନିକାଣ୍ଡ। ଖବର ପାଇଁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇଥିଲେ। ପ୍ରାୟ ଅଧଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିବାକୁ ସକ୍ଷମ…

ପ୍ରଫେସର ସବିତା ପ୍ରଧାନ ହେଲେ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି

ଭୁବନେଶ୍ୱର: ପ୍ରଫେସର ସବିତା ପ୍ରଧାନ ହେଲେ ଓଡ଼ିଆ ବିଶ୍ୱବିଦ୍ୟାଳୟ କୁଳପତି। ଶୁକ୍ରବାର ଦିନ ସାବିତା ପ୍ରଧାନଙ୍କୁ ପୁରୀ ସତ୍ୟବାଦୀଠାରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବେ ନିଯୁକ୍ତି ଦେଲେ କୁଳାଧିପତି ତଥା ରାଜ୍ୟପାଳ ଗଣେଶୀ ଲାଲ୍। କୁଳପତି ଭାବେ ପ୍ରଫେସର…

ଶକ୍ତ ଚାପୁଡ଼ା ପରେ ରେଳଧାରଣା ଉପରେ ପଡ଼ିଗଲେ ଯୁବକ, କିଛି କ୍ଷଣ ମଧ୍ୟରେ ଟ୍ରେନ୍‌ ଚକ ତଳେ ଚାଲିଗଲା ଜୀବନ

ମୁମ୍ବାଇର ସିୟନ ଷ୍ଟେସନରେ ଘଟିଛି ଅଭାବନୀୟ ଘଟଣା। ଅସଦାଚରଣ ଅଭିଯୋଗରୁ ଚାଲିଯାଇଛି ଜୀବନ। ଟ୍ରେନ ଲାଇନରେ ପଡ଼ି ୨୬ ବର୍ଷୀୟ ଜଣେ ଯୁବକ ଦିନେଶଙ୍କର ମୃତ୍ୟୁ ହୋଇଛି। ସିସିଟିଭିରେ କଏଦ ହୋଇଛି ଏହି ଭିଜୁଆଲ୍‌। ଏଥିରେ ଦିନେଶ ଧଳା ସାର୍ଟ ଓ ଟ୍ରାଉଜର ପିନ୍ଧିଥିବା ଦେଖିବାକୁ…

ମାହାଙ୍ଗା ମିଷ୍ଟ୍ରି : ବ୍ୟାପକ ହେବ ତଦନ୍ତ- ଏସପି

କଟକ: ବହୁ ଚର୍ଚ୍ଚିତ ମାହାଙ୍ଗା ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଟକ ଗ୍ରାମାଞ୍ଚଳ ଏସପି  । ତଦନ୍ତ ବ୍ୟାପକ ହେବ ବୋଲି କହିଛନ୍ତି ଏସପି ମିହିର ପଣ୍ଡା । ବିଭିନ୍ନ ଦିଗକୁ ନେଇ ତଦନ୍ତ ହେବ  । ଏବଂ ତଦନ୍ତର କୌଣସି ବି ଦିଗକୁ ଛଡାଯିବନି । ଘଟଣାରେ ଯିଏ ବି…

ସାମ୍ବାଦିକଙ୍କ ଘରେ ପଶି ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ…

ପାଟନା: ବିହାରର ଅରରିୟାଠାରେ ଜଣେ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା କରାଯାଇଛି । ସାମ୍ବାଦିକଙ୍କ ନାଁ ବିମଳ କୁମାର ଯାଦବ । ବିମଳ ‘ଦୈନିକ ଜାଗରଣ’ର ସାମ୍ବାଦିକ ବୋଲି ଜଣାପଡିଛି । ଘଟଣା ଆଜି ସକାଳ ଘଟିଛି । ୪ ଜଣ ବ୍ୟକ୍ତି ତାଙ୍କ ଘରେ ପଶି ତାଙ୍କୁ ହତ୍ୟା କରିଥିବା ଜଣାଯାଇଛି । ଏହି…

ରେଳ ଧାରଣାରୁ ଜବତ ହେଲା ୧୦ କେଜିରୁ ଅଧିକ ଓଜନର ଲ୍ୟାଣ୍ଡମାଇନ୍…

ସୁନ୍ଦରଗଡ଼: ଥମୁନି ମାଓ ହିଂସା। ନକ୍ସଲମାନଙ୍କ ହିଂସାକାଣ୍ଡ ଯୋଜନା ଯବାନମାନଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ସୁନ୍ଦରଗଡ଼ କେ.ବଲାଙ୍ଗ ଥାନା ଅନ୍ତର୍ଗତ ଟୋପାଡିହିରେ ମାଓବାଦୀ ଏକ ବଡ଼ ଧରଣର ହିଂସାକାଣ୍ଡ ଘଟାଇବା ପାଇଁ ଷଡ଼ଯନ୍ତ୍ର କରିଥିଲେ। କିନ୍ତୁ ଏହି ଯୋଜନାକୁ ପଣ୍ଡ…

ହ୍ଵାଟ୍ସଆପ ରେ ଏଣିକି ପଠାଇ ପାରିବେ HD ଫଟୋ…

ନୂଆଦିଲ୍ଲୀ: ବିଶ୍ଵର ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ହ୍ବାଟ୍ସଆପରେ ସେୟାର କରିହେବ ହାଇ କ୍ବାଲିଟି ଫଟୋ । ଆପରେ ଫଟୋ ସେୟାରିଂରେ ଉନ୍ନତି ଆଣିବା ପାଇଁ ହ୍ବାଟ୍ସଆପ ଏକ ନୂତନ ଫିଚର ଯୋଡିଛି, ଯାହା ସାହାଯ୍ୟରେ ଆପଣ HD ଫଟୋ ସେୟାର କରିପାରିବେ । ମେଟାର ସିଇଓ ମାର୍କ ଜୁକରବର୍ଗ…

ବନ୍ଦ ଘରୁ ମିଳିଲା ୨ ଯୁବକଙ୍କ ମୃତ ଦେହ…

ବାଲିଅନ୍ତା: ବାଲିଅନ୍ତା ଥାନା ରାମଚନ୍ଦ୍ରପୁର ଗାଁରେ ଖେଳି ଯାଇଛି ଚାଞ୍ଚଲ୍ୟ । ଏକ ବନ୍ଦ ଘରୁ ମିଳିଛି ଦୁଇ ଦୁଇଟି ମୃତ ଦେହ । ସକାଳୁ ସକାଳୁ ଗାଁରେ ପୋଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଛି । ଏହି ଘଟଣା ଏବେ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଭୁବନେଶ୍ୱର ଉପକଣ୍ଠ…

ଭତ୍ତା ପାଇଁ ଟ୍ରଲିରେ ବୁହାହେଲେ ବୃଦ୍ଧା…

ପାରଳାଖେମୁଣ୍ଡି//ବ୍ରହ୍ମପୁର : ଡିବିଟି ବ୍ୟବସ୍ଥା ବନ୍ଦ କରି ପୁଣି ହିତାଧିକାରୀଙ୍କ ହାତରେ ବାର୍ଦ୍ଧକ୍ୟ ଭତ୍ତା ଦେବାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ଯେଉଁ ହିତାଧିକାରୀ ଚାଲିବୁଲି ପାରୁନାହାନ୍ତି,  ସେମାନଙ୍କୁ ଘରେ ଭତ୍ତା ଟଙ୍କା ଦିଆଯିବାର ବ୍ୟବସ୍ଥା ମଧ୍ୟ  କରିଛନ୍ତି। ହେଲେ…