ପ୍ରବଳ ବର୍ଷା ପାଇଁ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି…

ବଙ୍ଗୋପସାଗରରେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଲଘୁଚାପ । ଗତକାଲିର ଘୂର୍ଣ୍ଣିବଳୟ ଆଜି ଉତ୍ତରପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସମୁଦ୍ର ପତ୍ତନ ଠାରୁ ବାୟୁମଣ୍ଡଳରେ ୭.୬ କିମି ଉଚ୍ଚତା ଯାଏଁ ବ୍ୟାପିଛି । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଦୁଇ ଦିନ ପ୍ରବଳ ବର୍ଷା…

ପ୍ରବଳ ବର୍ଷାରେ ଭୁଶୁଡି ପଡ଼ିଲା ଦୁଇ ମହଲା କୋଠା

ସମ୍ବଲପୁର: ଗୁରୁବାର ପ୍ରବଳ ବର୍ଷା ଯୋଗୁଁ ଏକ ଦୁଇ ମହଲା କୋଠା ଭୁଶୁଡ଼ି ପଡ଼ିଛି। ସମ୍ବଲପୁର ସହରରେ ଥିବା ଏହି ଦୁଇ ମହଲା କୋଠା ଯଦିଓ ପୁରୁଣା ଥିଲା କିନ୍ତୁ କୋଠା ଭୁଶୁଡିବାରୁ କାହାରି ପ୍ରାଣହାନୀ ହୋଇନାହିଁ। ମିଳିଥିବା ସୂଚନା ଅନୁସାରେ ଦୀର୍ଘ ସମୟ ଧରି ଏହି କୋଠାକୁ କେହି ବ୍ୟବହାର…

ଭୋଟର କାର୍ଡ ସଂଶୋଧନ ନାମରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ , ଅଙ୍ଗନବାଡି ଦିଦିଙ୍କ ସ୍ୱାମୀ ଗିରଫ

ଚାନ୍ଦବାଲି : ଅଙ୍ଗନବାଡି ଦିଦିଙ୍କ ସ୍ବାମୀ ନାଁ ରେ ସାଂଘାତିକ ଅଭିଯେୋଗ । ମହିଳାଙ୍କୁ ଜେର ଜବରଦସ୍ତି ଟଣା ଓଟରା ଅଭିଯୋଗ ଆଣିଲେ ଜଣେ ମହିଳା । ଭୋଟର କାର୍ଡ ସଂଶୋଧନ ପାଇଁ ଆସିଥିବା ଜଣେ ମହିଳାଙ୍କୁ ଅସାଦାଚରଣ କଲେ ଅଙ୍ଗନବାଡି ଦିଦିଙ୍କ ସ୍ୱାମୀ । ଦିଦି ଫୋନ୍ କଲେ…

ମହିଳାଙ୍କ ହାତରୁ ଫୋନ ନେଇ ସେଲଫି ଉଠାଇଲେ, ସହିଦଙ୍କ ବୃଦ୍ଧା ମା’ଙ୍କୁ ମୁଣ୍ଡିଆ ମାରିଲେ ନିର୍ମଳା…

ପୁରୀ: କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । ଯେମିତି ସରଳ ସେମିତି ନିରାଡମ୍ବର । ବେଶ ପୋଷାକଠରୁ ଆରମ୍ଭ କରି କଥାବାର୍ତ୍ତା ପର୍ଯନ୍ତ ସବୁଥିରେ ତାଙ୍କର ସରଳତା, ତାଙ୍କର ନିରାଡମ୍ବର ଜୀବନଶୈଳୀ ବେଶ ବାରି ହୋଇପଡେ । ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି…

ଖେଳ ସାରଙ୍କୁ ଜେରା, ମାମଲା ରୁଜ୍ଜୁ କଲେ ରାଜ୍ୟ ମହିଳା କମିଶନ

କଟକ: ମାହାଙ୍ଗା ନାବାଳିକାର ସନ୍ଦେହଜନକ ମୃତ୍ୟୁ ଘଟଣା । ଗୋକନ ସ୍କୁଲ କ୍ରୀଡା ଶିକ୍ଷକଙ୍କୁ ଅଧିକ ପଚରାଉଚରା କରିଛନ୍ତି ତଦନ୍ତ ଅଧିକାରୀ । ଜଗସିଂହପୁର ଥାନା ଛେଳିଆଗଡ ଘରେ ଶିକ୍ଷକଙ୍କୁ ପଚରାଉଚରା କରାଯାଇଛି । କେବଳ ଖେଳ ଶିକ୍ଷକ ନୁହଁନ୍ତି , ତାଙ୍କ ମାଆଙ୍କୁ ବି ପୋଲିସ ପଚରାଉଚରା…

ବ୍ୟାଙ୍କ ସିକ୍ୟୁରିଟି ଗାର୍ଡଙ୍କ ବନ୍ଧୁକରୁ ଫୁଟିଲା ଗୁଳି, ୩ ଆହତ…

ରାଉରକେଲା : ବ୍ୟାଙ୍କ ସିକ୍ୟୁରିଟି ଗାର୍ଡଙ୍କ ବନ୍ଧୁକରୁ ଫୁଟିଲା ଗୁଳି । ରାଜଗାଙ୍ଗପୁର ଡେଲି ମାର୍କେଟ ଆଇସିଆଇସିଆଇ ବ୍ୟାଙ୍କରେ ସିକ୍ୟୁରିଟି ଗାର୍ଡର ବନ୍ଧୁକରୁ ଗୁଳି ଚାଲିଲା ।ଟଙ୍କା ଭର୍ତ୍ତି ବାକ୍ସ ଓହ୍ଲାଇଲା ବେଳେ ଫୁଟିଲା ବନ୍ଧୁକ । ଜଣେ ମହିଳା ସମେତ ୩ ଗୁରୁତର…

ପଞ୍ଚ ପଣ ଶପଥପାଠ କରାଇଲେ ଅର୍ଥମନ୍ତ୍ରୀ, କହିଲେ ୨୦୪୭ ସୁଦ୍ଧା ଭାରତକୁ ବିକଶିତ ଓ ଆତ୍ମନିର୍ଭରଶୀଳ କରାନ୍ତୁ

ପୁରୀ: ଦୁଇଦିନିଆ ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଦ୍ୱିତୀୟ ଦିନରେ ଶ୍ରୀଜିଉଙ୍କ ଦର୍ଶନ ସାରି ପେଣ୍ଠକଟାଠାରେ ସଦାଶିବ ସଂସ୍କୃତ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି…

ମ୍ୟାଜିକ ମିରର ନାଁରେ ୯ ଲକ୍ଷ ଟଙ୍କା ଠକିଥିବା ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ମ୍ୟାଜିକ ମିରର ନାଁରେ ୯ ଲକ୍ଷ ଟଙ୍କାର ଠକେଇ। ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ । ଏହି ତିନି ଜଣ ପଶ୍ଚିମବଙ୍ଗର। କାନପୁରର ଅବିନାଶ ଶୁକ୍ଳାଙ୍କୁ   ଏମାନେ ଠକିଥିଲେ। ଅଭିଯୁକ୍ତଙ୍କ ଠାରୁ ୨୮ହଜାର ଟଙ୍କା, ୫ଟି ମୋବାଇଲ, ବ୍ୟାଙ୍କ…

ବିଏମସି ପକ୍ଷରୁ ସବୁ ସ୍କୁଲରେ କରାଯିବ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ…

ଭୁବନେଶ୍ବର: ବିଏମସି ପକ୍ଷରୁ ସବୁ ସ୍କୁଲରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ କରାଯିବ। ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ , ଶିକ୍ଷୟତ୍ରୀଙ୍କୁ ଡେଙ୍ଗୁ ନେଇ ସଚେତନ କରାଯିବ। ସ୍କୁଲରେ ସଚେତନତା ବ୍ୟତୀତ ଘର ଘର ବୁଲି ସଚେତନତା କାର୍ଯ୍ୟକ୍ରମ ବଢ଼ାଇବା, ସଫେଇ ଏବଂ ଘର ଭିତର ସଫା ରଖିବାକୁ…

ତଦନ୍ତ ପାଇଁ ୨୯ ମହିଳା ଅଫିସର୍‌ଙ୍କ ସମେତ ୫୩ ଅଧିକାରୀଙ୍କୁ ମୁତୟନ କଲା CBI

ମଣିପୁର : ମଣିପୁର ହିଂସା ମାମଲାର ତଦନ୍ତ ପାଇଁ CBI ବୁଧବାର ସମସ୍ତ ର‍୍ୟାଙ୍କ୍‌ର ୨୯ ମହିଳା ଅଫିସର୍‌ଙ୍କ ସମେତ ୫୩ ଜଣ ଅଧିକାରୀଙ୍କୁ ମୁତୟନ କରିଛି। ସିବିଆଇ ଅଧିକାରୀମାନେ କହିଛନ୍ତି ଯେ ଉପ ମହାନିରୀକ୍ଷକ ର‍୍ୟାଙ୍କ୍‌ର ୩ ଅଧିକାରୀ ରାଜ୍ୟରେ ହିଂସା ମାମଲାର ତଦନ୍ତ ପାଇଁ ନିଜ ଟିମ୍‌ର…