ଚିକିଟୀ-ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ କେନ୍ଦ୍ରୀୟ ପରିଷଦ ଆନୁକୂଲ୍ୟରେ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ…
ଚିକିଟୀ : ଏହି ଆଞ୍ଚଳିକ ପରିଷଦ ସ୍ଥିତ ସମାଜ କୋଠଘର ଠାରେ ରବିବାର ଦିନ ଚିକିଟୀ-ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ କେନ୍ଦ୍ରୀୟ ପରିଷଦ ଆନୁକୂଲ୍ୟରେ ଚିକିଟୀ ଆଞ୍ଚଳିକ ଓ ବଡ଼ଖେମୁଣ୍ଡି ଆଞ୍ଚଳିକ ପରିଷଦରେ ଥିବା ଦଶ ଗୋଟି ଗ୍ରାମ୍ୟ ପରିଷଦର ସ୍ଵ ଜାତିର ପ୍ରାୟ ୧୫୦ ଜଣ ବୃଦ୍ଧ ବୃଦ୍ଧା,!-->…