ରାଜନୀତି ସହ ପରିବାର ଛାଡିବା ପାଇଁ ଲାଲୁଙ୍କ ଝିଅ ରୋହିଣୀଙ୍କ ଘୋଷଣା
ନୂଆଦିଲ୍ଲୀ: ବିହାର ନିର୍ବାଚନ ଏଥର ଲାଲୁ ପରିବାରକୁ ଦୁଃଖ ଦେଇଛି। ପୂର୍ବରୁ ନିର୍ବାଚନ ସିଟ୍ ସଂଖ୍ୟା ହ୍ରାସ ପାଇଥିଲା ଆଉ ଏବେ ପରିବାର ଭାଙ୍ଗୁଥିବା ନଜର ଆସୁଛି। ବିହାର ବିଧାନସଭା ନିର୍ବାଚନ ଫଳାଫଳ ଆସିବାର ୨୪ ଘଣ୍ଟା ମଧ୍ୟରେ ଲାଲୁ ଯାଦବଙ୍କ ଝିଅ ରୋହିଣୀ ରାଜନୀତି ଓ ପରିବାର ଉଭୟ ଛାଡିବା!-->…