ଖୋଲିଲା କାଳ ଡ୍ୟାମ୍‌ର ୨ ଗେଟ୍, ବିପଦ ସଙ୍କେତ ଉପରେ ଜଳକା

ଜଳେଶ୍ୱର : ଉଦଳାରେ ଖୋଲିଲା ଦୁଇ ଗେଟ, ବଢିଲା ବିପଦ । ଉପର ମୁଣ୍ଡରେ ଲଗାଣ ବର୍ଷା ପାଇଁ ଏବେ ତଳିଆ ଅଞ୍ଚଳ ପାଇଁ ବଢିଲା ବିପଦ । ଖୋଲିଲା କାଳ ଡ୍ୟାମର ଦୁଇଟି ଗେଟ । କାଳ ଡ୍ୟାମର ଜଳ ଧାରଣ କ୍ଷମତା ୭୭.୭ ମିଟର ଥିବା ବେଳେ ଲଗାଣ ବର୍ଷା କାରଣରୁ ଡ୍ୟାମର ଜଳସ୍ତର ବିପଦ ସଂକେତ ଛୁଇଁଲା ।…

ବେଳାଭୂମିକୁ ଯିବାକୁ ବାରଣ କରିବାରୁ ପୋଲିସକୁ ପିଟିଲେ ଦୁଇ CISF ଯବାନ

ପାରାଦୀପ : ଦୁଇ CISF ଯବାନଙ୍କ ଦବଙ୍ଗଗିରି । ବିଳମ୍ୱିତ ରାତିରେ ସମୁଦ୍ର ଉପକୂଳକୁ ଯିବାକୁ ବାରଣ କରିବାରୁ ଖାକି ବର୍ଦ୍ଦିକୁ ଚିରିଦେଲେ । ପାରାଦୀପ ଲାଇଟ ହାଉସ ନିକଟସ୍ଥ ସମୁଦ୍ର ବେଳାଭୂମିରେ ଘଟିଛି ଘଟଣା । ଲଘୁଚାପ କାରଣରୁ ସମୁଦ୍ର ଅଶାନ୍ତ ରହୁଥିବାରୁ ନିରାପତ୍ତାକୁ ଦୃଷ୍ଟିରେ…

ଜଗତସିଂହପୁରରେ ସାର କଳାବଜାରୀ, ୧୭୦ ବସ୍ତା ନକଲି ସାର ଜବତ

ଜଗତସିଂହପୁର: ଆକ୍ସନ ମୋଡ଼ରେ ପ୍ରଶାସନ । ୧୭୦ ବସ୍ତା ନକଲି ସାର ଜବତ । ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଗାରେଇରେ ଚଢାଉ କରି ୧୭୦ ବସ୍ତା ସାର ଜବତ କରିଛି ପ୍ରଶାସନ । ଅନେକ ସମୟରେ ପୁରୀରୁ ଚୋରାରେ ସାର ଆସି ଜଗତସିଂହପୁରର ବିଭିନ୍ନ ବ୍ଲକକୁ ଚାଲାଣ କରାଯାଉଛି । ଖବରପାଇ ଚଢାଉ…

ଓଡ଼ିଶା ପୁଲିସର ହେବ ନବକଳେବର, ଖୁବ୍‌ଶୀଘ୍ର ଗଠନ କରାଯିବ ୩ଟି ସ୍ୱତନ୍ତ୍ର ବିଭାଗ

ଭୁବନେଶ୍ବର: ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଅଧିକ ସୁଦୃଢ଼ କରିବା ଏବଂ ଅପରାଧ ନିୟନ୍ତ୍ରଣକୁ ବ୍ୟାପକ କରିବା ପାଇଁ ଓଡ଼ିଶା ପୁଲିସରେ ଏକ ବଡ଼ଧରଣର ସଂସ୍କାର ଅଣାଯାଇଛି। ଖୁବ୍‌ଶୀଘ୍ର ଓଡ଼ିଶା ପୁଲିସରେ ୩ଟି ସ୍ୱତନ୍ତ୍ର ନୂତନ ବିଭାଗ ଗଠନ କରାଯିବ। ଏ ସଂପର୍କରେ ପୁଲିସ ମହାନିର୍ଦେଶକ…

ବିଡିଓଙ୍କ ପରିଚୟ ଦେଇ ପ୍ରିନ୍ସିପାଲଙ୍କଠାରୁ ୨୦ ହଜାର ଲୁଟ୍‌

ଉଦଳା : ବିଡ଼ିଓ ହୋଇ ପ୍ରିନ୍ସିପାଲଙ୍କୁ ଠକିଲେ ସାଇବର ଲୁଟେରା । କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ୱପ୍ନ ଦେଖାଇ ପ୍ରିନ୍ସିପାଲଙ୍କ ନିକଟରୁ ଲୁଟ । ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରିନ୍ସିପାଲ ନନ୍ଦ କିଶୋର ପଟ୍ଟନାୟକଙ୍କ ଠାରୁ ଲୁଟ । ସୂଚନା…

କୋହଳ ହେଲା ଅନୁକମ୍ପାମୂଳକ ନିଯୁକ୍ତି ନିୟମ

ଭୁବନେଶ୍ବର: କାର୍ଯ୍ୟରତ ସମୟରେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ ସେମାନଙ୍କ ପରିବାର ସଦସ୍ୟଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ଉଦ୍ଦିଷ୍ଟ ନିୟମକୁ ସରଳ ତଥା କର୍ମଚାରୀ ଅନୁକୂଳ କରାଯାଇଛି। ଏଥିପାଇଁ ବୁଧବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ…

ଓଡ଼ିଶା ଡିଜିପି ଚୟନ ପ୍ରକ୍ରିୟା ଚୂଡ଼ାନ୍ତ ନକରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର/ନୂଆଦିଲ୍ଲୀ: ପୁଣି ସ୍ଥଗିତ ରହିଲା ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତି ଚୟନ। ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ (DGP) ନିଯୁକ୍ତି ପ୍ରକ୍ରିୟା ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ। ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଅନୁଯାୟୀ, ଆସନ୍ତା ୧୮ ତାରିଖ…

୩ କୋଟିର ସରକାରୀ ପାଣ୍ଠି ଆତ୍ମସାତ; ଦୁଇ ପୂର୍ବତନ ଅଧିକାରୀ ଗିରଫ

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ କାର୍ଯ୍ୟାଳୟର ଦୁଇ ପୂର୍ବତନ ଅଧିକାରୀଙ୍କୁ ୩ କୋଟି ଟଙ୍କାରୁ ଅଧିକ ସରକାରୀ ପାଣ୍ଠି ଆତ୍ମସାତ କରିବା ଅଭିଯୋଗରେ ଗୁରୁବାର ଦିନ ଗିରଫ କରିଛି। ତିର୍ତ୍ତୋଲ ବ୍ଲକର ପୂର୍ବତନ ବରିଷ୍ଠ ରାଜସ୍ୱ ସହାୟକ (SRA) ଏବଂ…

ଚାର୍ଜ ବସାଇ ଦେଖୁଥିଲେ ଫୋନ; ବଜ୍ରପାତ ଘଟି ଚାଲିଗଲା ଜୀବନ

କୋରାପୁଟ : ଇୟର ଫୋନ୍ ଲଗାଇ ମୋବାଇଲ ଦେଖିବା ବେଳେ ବଜ୍ରାଘାତ । ଫଳରେ ନାବାଳକଙ୍କର ମୃତ୍ୟୁ ଘଟିଛି । କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ କୋସନ୍ଦି ପଞ୍ଚାୟତ ଡାରେଙ୍ଗବା ଗାଁରେ ଏହି ଅଘଟଣ ଘଟିଛି । ମୃତକ ହେଲେ ୧୬ ବର୍ଷିୟ ଭାଗିରଥୀ ଶିଶା । ଗତକାଲି ସନ୍ଧ୍ୟାରେ ନନ୍ଦପୁର…

ହର ଘର ତ୍ରିରଙ୍ଗା’ ଅବସରରେ ଜିଲ୍ଲାସ୍ତରୀୟ ତ୍ରିରଙ୍ଗା ରାଲି…

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ଏକ ଭବ୍ୟ ଜିଲ୍ଲାସ୍ତରୀୟ ତ୍ରିରଙ୍ଗା ରାଲି ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନ ୯.୩୦ ମିନିଟ୍‌ ସମୟରେ ଜିଲ୍ଲା ପ୍ରଶାସନ ତରଫରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଶୁଭାରମ୍ଭ ହୋଇ ନଗର ପରିକ୍ରମା କରି ଦୁର୍ଗାପ୍ରସାଦ…