୭ ଦଫା ଦାବି ନେଇ ଡ୍ରାଇଭର ସଙ୍ଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ: ଯାତ୍ରୀବାହୀ ବସ ଚଳାଚକ ସମ୍ପୂର୍ଣ୍ଣ ବନ୍ଦ
ବାଲିଗୁଡ଼ା : ସରକାର ଶୁଣିଲେନି। ସମୟ ସୀମା ପାର ହେଲା l ଓଡ଼ିଶାର ଡ୍ରାଇଭର ମହାସଂଘ ପକ୍ଷରୁ ୭ ଦଫା ଦାବି ନେଇ ଷ୍ଟିଅରିଂ ଛାଡ଼ ଡାକରା ଦେଇ ରାଜରାସ୍ତା କୁ ଓଲ୍ହାଇଛନ୍ତି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ବାଲିଗୁଡା ଶାଖାର ଡ୍ରାଇଭର ମାନେ ୭ ଦଫା ଦାଵୀ ନେଇ ସ୍ଥାନୀୟ ଗାନ୍ଧୀ ଛକ ନିକଟରେ!-->…