ରାଜ୍ୟସଭା ଯିବେନି ବୋଲି କହିଲେ କେଜ୍ରିଓ୍ବାଲ !
ନୂଆଦିଲ୍ଲୀ : ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟି (ଆପ୍) ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍ ରାଜ୍ୟସଭାକୁ ଯିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ସୋମବାର (୨୩ ଜୁନ୍) ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭାକୁ ଯିବା ପ୍ରଶ୍ନରେ ସେ କହିଛନ୍ତି, "ରାଜ୍ୟସଭାରୁ କିଏ ଯିବେ ତାହା!-->…