ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କରେ ଇଓଡବ୍ଲୁ ଅଧିକାରୀଙ୍କ ଛାନଭିନ…
ନୟାଗଡ଼:ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ର ବରିଷ୍ଠ ଅଧିକାରୀ ଛାନଭିନ କରିଛନ୍ତି ।ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କରେ ବ୍ୟାପକ ପରିମାଣର ଅର୍ଥ ହେରଫେର ଏବଂ ଇନକମ ଟ୍ୟାକ୍ସ ଫାଙ୍କିବା ପାଇଁ ଏକାଧିକ ପ୍ୟାନ କାର୍ଡ!-->…