ପୂର୍ବତନ ସରପଞ୍ଚଙ୍କ ବିୟୋଗରେ ଶୋକସଭା
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ବେହେଡା ଗ୍ରାମପଞ୍ଚାୟତ ରୁ ଦୁଇଥର ନିର୍ବାଚିତ ହୋଇଥିବା କଂଗ୍ରେସ ଦଳର ପୂର୍ବତନ ସରପଞ୍ଚ ଶ୍ରୀ ଯୁକ୍ତ ଯୁଗସାଇ ଭତ୍ରାଙ୍କ ମୁତ୍ୟୁ ହୋଇଛି ମୁତ୍ୟୁ ବେଳକୁ ୫୬ବର୍ଷ ବୟସ ହେଇଥିଲା | ଏହି ଖବର ପାଇବା ପରେ ଉମରକୋଟ ବ୍ଲକ ଓ ନଗର!-->…