କମିଲା ପରିବହନ ବିଭାଗର କ୍ଷମତା : ପୁଲିସ କରିବ ଗାଡ଼ି ଯାଞ୍ଚ

ଭୁବନେଶ୍ୱର : ରାଜ୍ୟର ସମସ୍ତ ସହରାଞ୍ଚଳରେ ପୁଲିସକୁ ମୋଟର ଯାନ ସମ୍ପର୍କିତ ସମସ୍ତ ଯାଞ୍ଚ କ୍ଷମତା ସହ ଜରିମାନା ଆଦାୟ କ୍ଷମତା ଦେବା ପାଇଁ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ରାଜ୍ୟ ପରିବହନ କମିସନର ଏକ ଚିଠି ଲେଖି ଏ ସମ୍ପର୍କରେ ନିଷ୍ପତ୍ତି ନେବାକୁ ବିଭାଗୀୟ ପ୍ରମୁଖ ଶାସନ…

ସିକ୍କିମ ଭୂସ୍ଖଳନରେ ୩ ଯବାନ ସହିଦ, ୬ ଜଣ ନିଖୋଜ

ସିକ୍କିମ: ପ୍ରବଳ ବର୍ଷା ପରେ ସିକ୍କିମରେ ଭୟଙ୍କର ଭୂସ୍ଖଳନ । ଭୂସ୍ଖଳନରେ ଧସିଲା ଯବାନଙ୍କ କ୍ୟାମ୍ପ୍ । ଉତ୍ତର ସିକ୍କିମର ଛାଟେନ୍ ଅଞ୍ଚଳରେ ଭୟଙ୍କର ଭୂସ୍ଖଳନରେ ଧସିଛି ଯବାନଙ୍କ କ୍ୟାମ୍ପ୍ । ଯେଉଁଥିରେ ୩ ଜଣ ଯବାନ ସହିଦ ହୋଇଥିବା ବେଳେ ୬ ଜଣ ଯବାନ ଏବେବି ନିଖୋଜ ଅଛନ୍ତି । ଘଟଣା ପରେ ୪…

ଏଣିକି ବାଲ୍ୟବିବାହର ସୂଚନା ଦେବେ ପ୍ରଧାନଶିକ୍ଷକ, ସିଏମ୍‌ଆଇଓ ଭାବେ ଦିଆଗଲା ଦାୟିତ୍ବ

ଭୁବନେଶ୍ୱର: ଆଜି ବି କିଛି ଅଞ୍ଚଳରେ ହଟିନି ବାଲ୍ୟ ବିବାହ ପ୍ରଥା। ଆଜି ବି ବହୁତ ଗ୍ରାମରେ ବାଲ୍ୟ ବିବାହ ହେଉଛି। ଯେଉଁ ସ୍ଥାନରୁ ଅଭିଯୋଗ ଆସୁଛି ସେଠି ପ୍ରଶାସନ ରୋକିବାରେ ସଫଳ ହେଉଛି। କିନ୍ତୁ ଅନେକ ସ୍ଥାନରେ ଲୋକେ ଭୋଜି ଭାତ କରି, ମଉଜ କରି ବଡ଼ ସୁରୁଖୁରୁରେ ବାଲ୍ୟ ବିବାହଟିକୁ…

ବଢିଲା +୩ ନାମଲେଖା ଆବେଦନ ଅବଧି, ଜୁନ୍ ୪ତାରିଖ ଯାଏଁ କରିପାରିବେ ଆବେଦନ

ଭୁବନେଶ୍ୱର : ବଢିଲା +୩ ନାମଲେଖା ଆବେଦନ ଅବଧି । ଜୁନ୍ ୪ତାରିଖ ଯାଏଁ କରିପାରିବେ ଆବେଦନ । ୪ ତାରିଖ ରାତି ୧୧ଟା ୪୩ ଯାଏ ଆବେଦନ କରିପାରିବେ । ଛାତ୍ରଛାତ୍ରୀ ଅଭିଭାବକଙ୍କ ଦାବି ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । …

ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୨୦୩ କରୋନା ମାମଲା ଚିହ୍ନଟ; ୪ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ସୋମବାର ସକାଳ ୮ଟାରେ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ମନ୍ତ୍ରଣାଳୟର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଭାରତରେ ସକ୍ରିୟ କୋଭିଡ୍-୧୯ ମାମଲା ସଂଖ୍ୟା ୩,୯୬୧ ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୦୩ ଟି ନୂତନ…

ଚଳିତ ମାସଠାରୁ ଲାଗୁ ହେବ ନୂଆ ଅବକାରୀ ନୀତି, ନୂଆ ମଦ ଦୋକାନ ଖୋଲିବାକୁ ମିଳିବନି ଅନୁମତି

ଭୁବନେଶ୍ବର: ରାଜ୍ୟରେ ଚଳିତ ମାସ ନୂତନ ଅବକାରୀ ନୀତି ଲାଗୁ ହେବ। ରାଜ୍ୟ ସରକାରଙ୍କ ପାଇଁ ଏହା ଏକ ନୂଆ ଆହ୍ୱାନ ହେବ। ନୂତନ ଅବକାରୀ ନୀତିରେ ନୂଆ ଦୋକାନ ଖୋଲିବାର ନାହିଁ। ଏନେଇ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଓଡ଼ିଶାରେ ନୂତନ ମଦ ନୀତି ଆରମ୍ଭ ହେବା…

ନନ୍ଦନକାନନରେ ଧଳାବାଘ ଛୁଆର ମୃତ୍ୟୁ

ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଧଳା ବାଘ ଛୁଆର ମୃତ୍ୟୁ । ମୃତ ବାଘ ଛୁଆ ଶରୀରରେ ମାର୍ଚ୍ଚରୁ ପଙ୍ଗୁ ହେବାର ଲକ୍ଷଣ ଦେଖାଯାଇଥିଲା । ଫଳରେ ଡାଇଗ୍ନୋଷ୍ଟିକ୍ ଇମେଜିଂ, ଔଷଧ ଓ ପୁଷ୍ଟିକର ଖାଦ୍ୟ ସମେତ ନିୟମିତ ଚିକିତ୍ସା ଯତ୍ନ ନିଆଯାଉଥିଲା । ଗତବର୍ଷ…

ସିକ୍କିମରେ ପର୍ଯ୍ୟଟକ ନିଖୋଜ ଘଟଣା, ଘରକୁ ଫେରିଲେ ଇତିଶ୍ରୀଙ୍କ ପରିବାର

ଭୁବନେଶ୍ଵର: ଓଡିଶା ଫେରିଛନ୍ତି ସିକ୍କିମ ଦୁର୍ଘଟଣାରେ ନିଖୋଜ ଥିବା ବିଜେପି ନେତ୍ରୀ ଇତିଶ୍ରୀ ଜେନାଙ୍କ ପରିବାର । ଆଜି ସକାଳେ ଯାଜପୁରରୋଡ ଷ୍ଟେସନରେ ପହଞ୍ଚିଛନ୍ତି ପରିବାରର ୪ ଜଣ ସଦସ୍ୟ । ନିଜ ମାଟିକୁ ଫେରିବା ପରେ ସେଦିନର ଛାତିଥରା ଘଟଣା ବିଷୟରେ କହିଛନ୍ତି । ଆଜି ସକାଳେ…

ଏବେ ବି ଫେରିନି ୬୧୮୧ କୋଟି ମୂଲ୍ୟର ୨୦୦୦ ଟଙ୍କିଆ ନୋଟ୍

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ୨୦୦୦ ଟଙ୍କାର ନୋଟ୍ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେବାର ପ୍ରାୟ ଦୁଇ ବର୍ଷ ବିତିଗଲାଣି, କିନ୍ତୁ ଏହି ନୋଟଗୁଡ଼ିକର ଏକ ବଡ଼ ସଂଖ୍ୟା ଏବେ ବି ଲୋକଙ୍କ ପାଖରେ ପଡ଼ି ରହିଛି। ଏଗୁଡ଼ିକର ମୋଟ ମୂଲ୍ୟ ୬୧୮୧ କୋଟି ଟଙ୍କା ହେବ। ଗତ ମେ ୧ ତାରିଖ…

କ୍ୟାପିଟାଲ ହସ୍ପିଟାଲରେ ସ୍ତ୍ରୀର ମୃତଦେହକୁ ଛାଡି ସ୍ୱାମୀ ଫେରାର

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ ଏକ ଅଭାବନୀୟ ଘଟଣା ଆଜି ଦେଖିବାକୁ ମିଳିଛି । ସ୍ତ୍ରୀ କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କଲା ପରେ ସେଠାରେ ଡାକ୍ତର ମାନେ ମୃତ ଘୋଷିତ କରିଥିଲେ । ଏହାପରେ ସ୍ଵାମୀ ସ୍ତ୍ରୀ ର ମୃତଦେହ କୁ ଛାଡି ଫେରାର ହୋଇ ଯାଇଥିଲେ । ସେମାନେ…