ମାଓମୁକ୍ତ ହେବ ସମଗ୍ର କନ୍ଧମାଳ ଜିଲ୍ଲା, ଅସ୍ତ୍ରଶସ୍ତ୍ର ତ୍ୟାଗ କରି ମୁଖ୍ୟ ସ୍ରୋତକୁ ଫେରିଲେ ୧୦ ମାଓବାଦୀ
କନ୍ଧମାଳ : ପାଖେଇ ଆସୁଛି ମାର୍ଚ୍ଚ ୩୧ ତାରିଖ। ସେପଟେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓଡିଶା ଗସ୍ତ ରେ ଆସି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ଫେରି ଯାଇଛନ୍ତି । ଏ ନେଇ ସମଗ୍ର କନ୍ଧମାଳ ରେ ପୋଲିସ ମାଓବାଦୀ ଅପରେସନକୁ ଆହୁରି ଜୋରଦାର କରିଛି । ରାଜ୍ୟ ପୋଲିସ ଏବଂ!-->…