ବାଲିଗୁଡାରେ ପବିତ୍ର ସାବିତ୍ରୀ ଅମାବାସ୍ୟା ପାଳିତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଗାଁ ଠାରୁ ଆରମ୍ଭ କରି ସହରରେ ନିଷ୍ଠାର ସହ ପବିତ୍ର ସାବିତ୍ରୀ ଅମାବାସ୍ୟା ପାଳିତ ହୋଇଯାଇଛି l ଏହି ଅବସରରେ ମହିଳାମାନେ ପ୍ରତ୍ୟୁଷ ରୁ ସ୍ନାନ ଆଦି କାର୍ଯ୍ୟ ସାରି ନୂଆ, ଶାଢୀ ସହ ବିଭିନ୍ନ ସୁହାଗ ଜିନିଷ ପରିଧାନ କରି…

ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା : ବିଶ୍ରାମ ଦିବସରେ ମା ‘ଙ୍କ ନିକଟରେ ମହିଳା ମାନେ ପାଳିଲେ ସାବିତ୍ରୀ ବ୍ରତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା 'ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ସୋମବାର ୨୧ ଦିନରେ ପହଞ୍ଚି ଥିବା ବେଳେ ସାବିତ୍ରୀ ଅମାବାସ୍ୟା ଯୋଗୁଁ ମା 'ମାନେ ଅସ୍ଥାୟୀ ମଣ୍ଡପ ରେ ବିଶ୍ରାମ ନେଉଛନ୍ତି l ଅସ୍ଥାୟୀ ପୀଠ ରେ ମା 'ପାଟଖଣ୍ଡା ଙ୍କ…

ହର୍ଷ ଉଲ୍ଲାସର ସହ ସାବିତ୍ରୀ ପାଳିଲେ ମହିଳା

ମାଲକାନଗିରି, ୨୬।୫ : ଆଜି ହେଉଛି ପବିତ୍ର ସାବିତ୍ରୀ ବ୍ରତ । କାହିଁ କେଉଁ ଆବହମାନ କାଳରୁ ଓଡ଼ିଆ ପରମ୍ପରା ଅନୁଯାୟୀ ଏହି ବ୍ରତ ପାଳନ ହେଉଥିବା ବେଳେ ସଧବା ମାନେ ନିଜ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ସାରାଦିନ ଉପବାସ ରହି ଓ ପୂଜାର୍ଚନା କରନ୍ତି । ପୁରାଣ ଅନୁଯାୟୀ ଆଜିର ଦିନରେ…

ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ମିଳିଲାନି ଆଶ୍ୱସ୍ତି , ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଲେ କୋର୍ଟ

ନୂଆଦିଲ୍ଲୀ : ପାକିସ୍ତାନ ପାଇଁ ଗୁପ୍ତଚର କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ଗିରଫ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ଆଶ୍ୱସ୍ତି ମିଳି ନାହିଁ। ହିସାର କୋର୍ଟ ସୋମବାର ତାଙ୍କୁ ୧୪ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି। ଏହା ପୂର୍ବରୁ,୨୨ ମେ’ରେ ଜ୍ୟୋତିଙ୍କ ଜାମିନକୁ ନେଇ…

୬୫ କୋଟି ଦୁର୍ନୀତିରେ ଫସିଲେ ବଲିଉଡ ଅଭିନେତା, ସମନ ଜାରି କଲା ଇଓଡବ୍ଲ୍ୟୁ

୬୫ କୋଟି ଟଙ୍କାର ଦୁର୍ନୀତିରେ ଫସିଛନ୍ତି ବଲିଉଡ ଅଭିନେତା ଡିନୋ ମାରିଆ। ଏଥିପାଇଁ ମୁମ୍ବଇ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ତାଙ୍କୁ ସମନ ଜାରି କରିଛି। ଏହି ଦୁର୍ନୀତିରେ ସେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ମହାରାଷ୍ଟ୍ରର ମିଠି ନଦୀରୁ ପଙ୍କୋଦ୍ଧାର କାର୍ଯ୍ୟ ପାଇଁ ଡ୍ରେଜିଂ…

ସୁନ୍ଦରଗଡ଼ ଖଣିଜ କେଳେଙ୍କାରୀ ମାମଲା: ଭିଜିଲାନ୍ସ ଏସଆଇଟିର ତଦନ୍ତ ଆରମ୍ଭ…

ସୁନ୍ଦରଗଡ଼: ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ସୁନ୍ଦରଗଡ଼ ଖଣିଜ କେଳେଙ୍କାରୀର ମାମଲାର ତଦନ୍ତ ଆରମ୍ଭ କରିଛି ଭିଜିଲାନ୍ସର ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଟିମ (ଏସଆଇଟି)। ଏସଆଇଟି ମୁଖ୍ୟ ସଞ୍ଜୟ କୁମାର କୌଶଳଙ୍କ ନେତୃତ୍ୱରେ ଆଜି ଠାରୁ ତଦନ୍ତ ଆରମ୍ଭ କରିଛି ଟିମ୍ । ପ୍ରଥମ ପର୍ଯ୍ୟାୟରେ…

ବର୍ଷାରେ ବେହାଲ୍‌ ମୁମ୍ବାଇ; ରାସ୍ତାଘାଟ ସବୁଠି ପାଣି

ମୁମ୍ବାଇ : ମୁମ୍ବାଇରେ ବିଳମ୍ବିତ ରାତିରେ ଲାଗି ରହିଥିବା ପ୍ରବଳ ବର୍ଷାର ପ୍ରଭାବ ସୋମବାର ଦେଖାଯାଇଛି । ପ୍ରବଳ ବର୍ଷା କାରଣରୁ ରେଳ ଠାରୁ ଆରମ୍ଭ କରି ରାସ୍ତାଘାଟ ସବୁ କିଛି ପ୍ରଭାବିତ ହୋଇଛି। ଅସ୍ତବ୍ୟସ୍ତ ହୋଇ ଉଠିଛି ଜନଜୀବନ। ରେଳ ସେବା ପ୍ରଭାବିତ ହୋଇଥିବାରୁ ଲୋକେ ନିଜ କାର୍ଯ୍ୟାଳୟରେ…

ଶ୍ରୀଜଗନ୍ନାଥଙ୍କ ନାଁ, ନୀତିକାନ୍ତି ସହ ଜଡ଼ିତ ଶବ୍ଦର ପାଟେଣ୍ଟ ହେବ

ପୁରୀ: ଦୀଘା ମନ୍ଦିରକୁ ‘ଜଗନ୍ନାଥ ଧାମ’ ନାମକରଣ କରିବା ବିବାଦ ଥମିବାର ନାମ ନେଉନି। ଏହା ମଧ୍ୟରେ ଶ୍ରୀମନ୍ଦିର, ଜଗନ୍ନାଥ ଧାମ, ମହାପ୍ରସାଦ ଆଦି ଶବ୍ଦର ପାଟେଣ୍ଟ ଆବେଦନ ପ୍ରସ୍ତାବକୁ ବୈଠକରେ ଅନୁମୋଦନ ମିଳିଛି। ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ) ସୋମବାର କହିଛନ୍ତି ଯେ,…

ଚଳିତବର୍ଷ ଠାକୁରଙ୍କ ପହଣ୍ଡି ପାଇଁ ଏକ ସ୍ବତନ୍ତ୍ର ମାର୍ଗଦର୍ଶିକା ଜାରି କରାଯିବ : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ…

ପୁରୀ: ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ପ୍ରତିକ୍ରିୟା । ଚଳିତବର୍ଷ ସ୍ନାନ ଯାତ୍ରା, ରଥଯାତ୍ରା, ବାହୁଡା଼ଯାତ୍ରା ସହିତ ସମସ୍ତ ବ୍ୟଵସ୍ଥାବଳୀକୁ ଅନୁମୋଦନ । ଠାକୁରଙ୍କ ପହଣ୍ଡି କିଭଳି ଶୃଙ୍ଖଳିତ ହେବ ତା’କୁ ଗୁରୁତ୍ବ ଦେଇଛି ଶ୍ରୀମନ୍ଦିର ପ୍ରଶାସନ । …

କଳା ଓ ବାଣିଜ୍ୟ ପଢ଼ୁଥିବା ଛାତ୍ରଛାତ୍ରୀ ବି ଉଡାଇପାରିବେ ବିମାନ

ନୂଆଦିଲ୍ଲୀ: ବିମାନ ଉଡ଼ାଇବାର ସ୍ୱପ୍ନ ଆଉ କେବଳ ବିଜ୍ଞାନ ଛାତ୍ରଙ୍କ ମଧ୍ୟରେ ସୀମିତ ରହିବ ନାହିଁ। ଭାରତରେ ପାଇଲଟ୍ ହେବା ପାଇଁ ନିୟମରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଡିଜିସିଏ (ସିଭିଲ ଏଭିଏସନ୍ ମହାନିର୍ଦ୍ଦେଶାଳୟ) ଏବେ ଏପରି ଏକ ସୁପାରିଶ କରିଛି ଯେ କଳା ଏବଂ ବାଣିଜ୍ୟର…