କର୍ଣ୍ଣେଲ ସୋଫିଆଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଗିରଫ ହେଲେ ପ୍ରଫେସର

ନୂଆଦିଲ୍ଲୀ: କର୍ଣ୍ଣେଲ ସୋଫିଆଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ହେତୁ ଅଶୋକା ବିଶ୍ୱବିଦ୍ୟାଳୟର ପ୍ରଫେସର ଅଲି ଖାନ ମହମୁଦାବାଦଙ୍କୁ ଗିରଫ କରାଯାଇଛି। ଗିରଫ ଅଲି ଖାନ ମହମୁଦାବାଦ ବିଶ୍ୱବିଦ୍ୟାଳୟର ସହଯୋଗୀ ପ୍ରଫେସର ଭାବେ କାମ କରନ୍ତି । ପହଲଗାମ ଆକ୍ରମଣ ପରେ ଭାରତୀୟ ସେନା…

ଚର୍ଚ୍ଚାରେ ଓଡ଼ିଆ ଟ୍ରାଭେଲର ବ୍ଲଗର ଲବ ହାଁସଦା, ସାଂଘାତିକ ଅଭିଯୋଗ ଆଣିଲେ ଲବଙ୍କ ପତ୍ନୀ

ଚର୍ଚ୍ଚାରେ ଓଡ଼ିଆ ଟ୍ରାଭେଲର ବ୍ଲଗର ଲବ ହାଁସଦା । ତାଙ୍କ ପ୍ରେମିକା ଜୀବନ ହାରିବା ପରେ ଲବଙ୍କ ବିବାଦ ବଢି ଯାଇଛି । ଏହାରି ଭିତରେ ମୁହଁ ଖୋଲିଛନ୍ତି ଲବ ହାଁସଦାଙ୍କ ବଡ଼ ଭଉଣୀ ଆଶା ମୁର୍ମୁ । ସେ କହିଛନ୍ତି ସେ ବିଷୟରେ ମୁଁ କିଛି କହି ପାରିବି ନାହିଁ । ମୋ ଭାଇ ଦେଶ ବାହାରେ…

୧୭ ସାଂସଦଙ୍କୁ ‘ସଂସଦ ରତ୍ନ ୨୦୨୫’: ମହାରାଷ୍ଟ୍ରରୁ ସର୍ବାଧିକ

ନୂଆଦିଲ୍ଲୀ: ଚଳିତ ବର୍ଷର ସଂସଦ ରତ୍ନ ପୁରସ୍କାର ୨୦୨୫ ଦେଶର ୧୭ ଜଣ ସାଂସଦଙ୍କ ପାଇଁ ଘୋଷଣା କରାଯାଇଛି। ଚଳିତ ବର୍ଷ ସାରା ଦେଶରୁ ୧୭ ଜଣ ସାଂସଦଙ୍କୁ ଚୟନ କରାଯାଇଛି। ସେମାନ ମଧ୍ୟରୁ ମହାରାଷ୍ଟ୍ରର ୭ ଜଣ ସାଂସଦ ଏହି ପୁରସ୍କାର ପାଇବେ। ଚଳିତ ବର୍ଷ ମହାରାଷ୍ଟ୍ର ସଂସଦ ରତ୍ନ ପୁରସ୍କାର…

ଭକ୍ତଙ୍କୁ ନେଇ ୨ସେବାୟତ ପରିବାର ମଧ୍ୟରେ ମାରପିଟ, ଥାନରେ ଏତଲା

ଭଦ୍ରକ : ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଭକ୍ତଙ୍କ ପୂଜାର୍ଚ୍ଚନାକୁ ନେଇ ୨ ସେବାୟତ ପରିବାର ମଧ୍ୟରେ ମାରପିଟ । ଶନିବାର ବାବା ଆଖଣ୍ଡଳମଣିଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଭଦ୍ରକ ଜିଲା ବାସୁଦେବପୁର ସୁଗ ଅଞ୍ଚଳରୁ ଆସିଥିବା ଭକ୍ତଙ୍କ ପୂଜାର୍ଚ୍ଚନାକୁ ଭାଗବଣ୍ଟାକୁ ନେଇ ୨ ସେବାୟତ ପରିବାର…

ତାଳଗଛ ଲଗାଇବାକୁ ସରକାର ଖର୍ଚ୍ଚ କରିବେ ୬ କୋଟି

ଭୁବନେଶ୍ୱର: ରାଜ୍ୟରେ ବଜ୍ରପାତ ଜନିତ କ୍ରମବର୍ଦ୍ଧଷ୍ଣୁ ମୃତ୍ୟୁସଂଖ୍ୟା ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଶୁକ୍ରବାର ବଜ୍ରପାତରେ ୧୩ ଜଣ ଲୋକଙ୍କ ଜୀବନ ଯାଇଥିବାବେଳେ ଗତ ୩ ମାସ ମଧ୍ୟରେ ବଜ୍ରପାତରେ ୪୦ରୁ ଅଧିକ ଲୋକ ପ୍ରାଣ ହରାଇଲେଣି। ଏହାରାଜ୍ୟ ପାଇଁ ଏକ ସଙ୍କଟମୟ ସ୍ଥିତି…

ସଂଘବଦ୍ଧ ଆକ୍ରମଣରେ ଯୁବକ ଗୁରୁତର ଘଟଣା, ଜଣେ ଗିରଫ -୨ ଫେରାର : ଛୁରୀ ଜବତ

ହିଞ୍ଜିଳିକାଟୁ : ଗୁରୁବାର ଅପରାହ୍ନରେ ହିଞ୍ଜିଳି ଥାନା ସିକିରି ଗ୍ରାମ ନିକଟରେ ଜଣେ ଯୁବକଙ୍କୁ, ୩ ଜଣ ଯୁବକ ଜୋରଜବରଦସ୍ତ ଅଟୋରୁ ଓହ୍ଲାଇ ଛୁରୀରେ ଆକ୍ରମଣ କରିବା ସହ ନିକଟସ୍ଥ ଚାଷଜମିକୁ ନେଇ ହତ୍ୟା ଉଦ୍ୟମ କରିଥିଲେ। ଆକ୍ରମଣରେ ଯୁବକ ଜଣଙ୍କ ଗୁରୁତର ଆହତ ହୋଇଥିଲେ। ଆହତ ଯୁବକ ଜଣଙ୍କ…

୧୨ ଦିନରେ ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା: ବନଖଣ୍ଡ କାର୍ଯ୍ୟାଳୟ ବୁଲି ଆସିଲେ ମା’

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା 'ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ପାଇଁ ଗାନ୍ଧୀ ଛକ ସ୍ଥିତ ମା 'ବରାଳ ଦେବୀ ମନ୍ଦିର ଅସ୍ଥାୟୀ ମଣ୍ଡପ ବର୍ତ୍ତମାନ ଚଳ ଚଞ୍ଚଳ ହୋଇ ଦିନକୁ ଦିନ ଭକ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି l ଅସ୍ଥାୟୀ…

ସାର ଓ ବିହନର ଅଧିକୃତ ବିକ୍ରେତା ମାନଙ୍କର ଦୁଇଟି ପର୍ଯ୍ୟାୟରେ ବୈଠକ ଅନୁଷ୍ଠିତ…

ନବରଙ୍ଗପୁର : ଶନିବାର ଦିନ କୃଷକ ତାଲିମ୍ କେନ୍ଦ୍ର, ନବରଙ୍ଗପୁର ରେ ସାର ଓ ବିହନ ର ଅଧିକୃତ ବିକ୍ରେତା ମାନଙ୍କର ଦୁଇଟି ପର୍ଯ୍ୟାୟରେ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ପାପଡ଼ାହାଣ୍ଡି, କୋଷଗୁମୁଡ଼ା, ଡାବୁଗାଁ ବ୍ଲକ୍ ର ୭୦ ଜଣ ଅଧିକୃତ ବିକ୍ରେତା ଯୋଗଦାନ କରିଥିଲେ। ଉକ୍ତ…

ଗଦ୍ରିଙ୍ଗିଆ ଘାଟିରେ ବାରମ୍ବାର ଦୁର୍ଘଟଣା ହେଉଛି : ଭାରସାମ୍ୟ ହରାଇ ଓଲଟିଲା ଥଣ୍ଡା ପାନୀୟ ବୋଝେଇ ଟ୍ରକ୍

ବାଲିଗୁଡ଼ା : ଭାରସାମ୍ୟ ହରାଇ ଓଲୋଟିଲା ଥଣ୍ଡା ପାନୀୟ ବୋଝେଇ ଟ୍ରକ୍ । ଏଭଳି ଦୁର୍ଘଟଣା ଘଟିଛି ବାଲିଗୁଡ଼ା ଥାନା ଅନ୍ତର୍ଗତ ୫୯ ନମ୍ବର ଜାତୀୟ ରାଜପଥ ଗଦ୍ରଙ୍ଗିଆ ଘାଟିର ଏକ ବୁଲାଣିରେ । ସୂଚନା ମୁତାବକ ଏକ ଥଣ୍ଡା ପାନୀୟ ବୋଝେଇ ଟ୍ରକଟି ଖୋର୍ଦ୍ଧା ରୁ ନବରଙ୍ଗପୁର ଯାଉଥିବା ସମୟରେ ଭାରସାମ୍ୟ…

ଟେଲିକମ ସଂସ୍ଥା ସହ ସାଂସଦଙ୍କ ବୈଠକ : ଦୁର୍ଗମ ଅଞ୍ଚଳରେ ନେଟୱାର୍କ ସେବା ଉପରେ ଗୁରୁତ୍ୱ

ମାଲକାନଗିରି : ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସ୍ତରୀୟ ଟେଲିକମ ବୈଠକ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାର ବିଭିନ୍ନ ସ୍ଥାନରେ ମୋବାଇଲ ନେଟୱାର୍କର ଆବଶ୍ୟକତା ରହିଛି । କାରଣ ଯୋଗାଯୋଗ, ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଏସବୁର ପୂର୍ଣ୍ଣ ଉପଯୋଗ ହେବ । ଏହି…