ସମାଜ ସଂସ୍କାରକ ଈଶ୍ଵରଚନ୍ଦ୍ର ବିଦ୍ୟାସାଗରଙ୍କ ତିରୋଧାନ ଦିବସରେ ସ୍ମରଣ ସଭା
ଶିକ୍ଷାରେ ଅନ୍ଧ ବିଶ୍ବାସ ଓ ଅବୈଜ୍ଞାନିକ ଚିନ୍ତା ବିରୋଧରେ ଦୃଢ଼ ପଦକ୍ଷେପ ଆବଶ୍ୟକ: ପୂଜ୍ୟ ପୂଜା ସମିତି
ବ୍ରହ୍ମପୁର : ମହାନ୍ ସମାଜ ସଂସ୍କାରକ, ନାରୀ ଶିକ୍ଷାର ପ୍ରଣେତା ତଥା "ଦୟାର ସାଗର" ନାମରେ ପରିଚିତ ଈଶ୍ଵରଚନ୍ଦ୍ର ବିଦ୍ୟାସାଗରଙ୍କ ଆଜି ୧୩୫ତମ ତିରୋଧାନ ଦିବସରେ ସାଂସ୍କୃତିକ!-->!-->!-->…