ସରିଲା ଟ୍ରାକ ମରାମତି, ଚୌଦ୍ବାର ନିର୍ଗୁଣ୍ଡିରେ ସ୍ୱାଭାବିକ ହେଲା ଟ୍ରେନ ଚଳାଚଳ
ଚୌଦ୍ବାର : ସରିଲା ଟ୍ରାକ ମରାମତି। ଡାଉନ ଟ୍ରାକରେ ଗଡ଼ିଲା ଟ୍ରେନ୍ । ଚୌଦ୍ବାର ନିର୍ଗୁଣ୍ଡି ନିକଟରେ ସକାଳ ୭ଟା ୧୫ ସୁଦ୍ଧା ସରିଲା ଟ୍ରାକ ମରାମତି କାମ । ମରାମତି ପାଇଁ ୧୨ ଘଣ୍ଟା ରୁ ଅଧିକ ସମୟ ଲାଗିଥିଲା। ସାରା ରାତି ଚାଲିଥିଲା ମରାମତି କାର୍ଯ୍ୟ ।
ଏକ ହଜାର ରୁ!-->!-->!-->…