ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ମହିଳା ବଲ ବ୍ୟାଡମିଣ୍ଟନ ଦଳରେ ଆଦିବାସୀ ମହାବିଦ୍ୟାଳୟର ତିନି ମହିଳା ଛାତ୍ରୀଙ୍କ କୃତିତ୍ୱ

ବାଲିଗୁଡା : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଠାରେ ମହିଳା ବଲ ବ୍ୟାଡମିଣ୍ଟନ ଦଳରେ ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟର ମହିଳା ଛାତ୍ରୀ କୃତିତ୍ୱ ଲାଭ କରିଛନ୍ତି | କୃତିତ୍ୱ ହେବା ପରେ ଚଳିତ ମାସ ୨୯ ତାରିଖ ଠାରୁ ଏପ୍ରିଲ ୦୧ ତାରିଖ ଦୀର୍ଘ ୪ ଦିନ ପର୍ଯ୍ୟନ୍ତ ତାମିଲନାଡୁର ଆଲଗାପା…

ବାଲିଗୁଡାରେ ଠାକୁରାଣୀ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ : ଏପ୍ରିଲ ୨୨ରେ ଶୁଭଖୁଣ୍ଟି , ମଇ ୬ ରୁ ଯାତ୍ରା ଆରମ୍ଭ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡାର ଅଧିଷ୍ଠାତ୍ରୀ ଦେବୀ ମା' ପାଟଖଣ୍ଡାଙ୍କ ଠାକୁରାଣୀ ଯାତ୍ରା ନିମନ୍ତେ ଏକ ପୂର୍ବପ୍ରସ୍ତୁତି ବୈଠକ ସମିତିର ସଭାପତି ଲଳିତ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ପ୍ରତି ଦୁଇ ବର୍ଷରେ ଥରେ ମା'ପାଟଖଣ୍ଡା ଦୁର୍ଗାପୂଜା ସମିତି…

ମୁସଲିମ୍‌ମାନେ ଅଧିକ ରଙ୍ଗୀନ୍ ପୋଷାକ ପିନ୍ଧନ୍ତି, ତେବେ ହୋଲି ଖେଳିବାରେ ଅସୁବିଧା କ’ଣ? ପ୍ରଶ୍ନ କଲେ ଯୋଗୀ

ଲକ୍ଷ୍ନୌ: ହୋଲି ସମୟରେ ୟୁପିରେ ଥିବା ମସଜିଦକୁ ଘୋଡାଇ ଦିଆଯିବା ସହ ମୁସଲିମମାନେ ରଙ୍ଗ ଲଗାଇବାକୁ ମନା କରୁଥିବାର ଖବର ଆସିଥିଲା। ଏହି ସବୁ ଖବରକୁ ନେଇ ଏକ ସାକ୍ଷାତକାରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଡ଼ା ମନ୍ତବ୍ୟ ଦେଇଛନ୍ତି।ଯୋଗୀ କହିଛନ୍ତି ଯେ, ମୁସଲମାନମାନେ…

ବିଜେପି ପକ୍ଷରୁ ‘ସୌଗାତ-ଏ-ମୋଦୀ’ ଯୋଜନା ଆରମ୍ଭ: ମୁସଲମାନଙ୍କୁ ଇଦ୍ କିଟ୍ ବଣ୍ଟନ

ନୂଆଦିଲ୍ଲୀ: ମୁସଲମାନମାନଙ୍କ ପାଇଁ ଯୋଡି ହେବା ପାଇଁ ବିଜେପି ପକ୍ଷରୁ ଇଦ୍ ଉପଲକ୍ଷେ ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହା ଅନ୍ତର୍ଗତ ଦେଶର ୩୨ ଲକ୍ଷ ଆର୍ଥିକ ଅନଗ୍ରସର ମୁସଲମାନ ପରିବାରଙ୍କୁ ଉପହାର ପ୍ୟାକ୍ ଦିଆଯିବ। "ସୌଗାତ-ଏ-ମୋଦୀ" ନାମରେ ନାମିତ, ଏହି…

ପାକିସ୍ତାନରେ ପାଣି ପାଇଁ ଯୁଦ୍ଧ: ମରିୟମ ଏବଂ ବିଲାୱଲଙ୍କ ସମର୍ଥକ ଖଣ୍ଡା ଧରିଲେ

ଇସଲାମାବାଦ: ମରୁଡ଼ି ଚେତାବନୀ ମଧ୍ୟରେ ପାକିସ୍ତାନରେ ପାଣି ପାଇଁ ଯୁଦ୍ଧ ଆରମ୍ଭ ହୋଇଛି। ପାକିସ୍ତାନର ଦୁଇଟି ପ୍ରମୁଖ ପ୍ରଦେଶ, ପଞ୍ଜାବ ଏବଂ ସିନ୍ଧ୍ ପାଣି ପାଇଁ ମୁହାଁମୁହିଁ ହୋଇଛନ୍ତି। ପଞ୍ଜାବରେ ପିଏମଏଲଏନ ସରକାର ଅଛି ଏବଂ ନୱାଜ ସରିଫଙ୍କ ଝିଅ ମରିୟମ ସେଠାକାର ମୁଖ୍ୟମନ୍ତ୍ରୀ।…

ଜଟଣୀ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ ଗିରଫ

ଭୁବନେଶ୍ଵର: ଖୋର୍ଦ୍ଧା ଜଟଣୀ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ ଗିରଫ ହୋଇଛନ୍ତି। ବୁଧବାର ସୂର୍ଯ୍ୟମଣିଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର ଜଟଣୀ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି…

ବିଧାନସଭା ଅଚଳ କରିଦେବାକୁ କଂଗ୍ରେସକୁ ଆସିଛି ନିର୍ଦ୍ଦେଶ: ଆଇନ୍‌ ମନ୍ତ୍ରୀ

ଭୁବନେଶ୍ବର: ବିଧାନସଭା ହେଉଛି ପବିତ୍ର ଗୃହ, ଯେଉଁଠି ରାଜ୍ୟର ବିକାଶ ପାଇଁ ନୀତି ପ୍ରଣୟନ ହେବ କଥା। କିନ୍ତୁ ସେଠି ନିଜର ରାଜନୈତିକ ସ୍ୱାର୍ଥକୁ ଚରିତାର୍ଥ କରିବା ପାଇଁ ଦୀର୍ଘ ଦିନ ହେବ ହାଇ ଡ୍ରାମା କରାଯାଉଛି। ଗତ ୭ ମାର୍ଚ୍ଚ ତାରିଖ ଠାରୁ ଏଭଳି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳୁଛି,…

ବିରୋଧୀ ଦଳର ବିଧାୟକ ବିଶୃଙ୍ଖଳିତ ଆଚରଣ ଜାରି ରଖିଥିଲେ: ବାଚସ୍ପତି

ଭୁବନେଶ୍ବର: ବିଧାନସଭା ଅଧିବେଶନ ଜାରି ଥିବା ସମୟରେ ବିରୋଧୀ ଦଳର ବିଧାୟକମାନେ କରୁଥିବା ହଙ୍ଗାମା ନେଇ ବାଚସ୍ପତି ସୁରମା ପାଢ଼ୀ ବୁଧବାର ଦିନ ବିବୃତି ରଖିଛନ୍ତି। ସେ କହିଛନ୍ତି, ୭ ତାରିଖ ଗୃହ କାର୍ଯ୍ୟର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭରୁ ବିରୋଧୀ ସଦସ୍ୟ ବିଭିନ୍ନ ଉପାୟରେ ପ୍ରତିବାଦ କରୁଥିଲେ।…

ଆମର ଦାବିରୁ ଆମେ କେବେ ଓହରିବୁ ନାହିଁ: ତାରା ପ୍ରସାଦ ବାହିନୀପତି

ଭୁବନେଶ୍ବର: ବିଧାନସଭା ବାହାରେ କଂଗ୍ରେସ କର୍ମୀଙ୍କ ଆନ୍ଦୋଳନ ସମୟରେ ପୁଲିସ ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି । ଏ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ସେ କହିଛନ୍ତି, ମୁଁ ଏନେଇ ଥାନାରେ ଏତଲା ଦେବି, କାରଣ ଗାଈଗୋରୁଙ୍କୁ ମାରିଲା ପରି…

ବିଧାୟକ ତାରାପ୍ରସାଦ ବାହିନୀପତି ଏବଂ ରମେଶ ଜେନା ଗୃହରୁ ନିଲମ୍ବିତ

ଭୁବନେଶ୍ଵର: କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଏବଂ ରମେଶ ଜେନା ବିଧାନସଭାରୁ ନିଲମ୍ବିତ ହୋଇଛନ୍ତି। ବୁଧବାର ଉଭୟ ବିଧାୟକଙ୍କୁ ୭ ଦିନ ପାଇଁ ଗୃହରୁ ନିଲମ୍ବନ କରିଛନ୍ତି ବାଚସ୍ପତି ସୁରମା ପାଢୀ। ବିଶୃଙ୍ଖଳିତ ଆଚରଣ ପାଇଁ ଉଭୟ ନିଲମ୍ବିତ ହୋଇଛନ୍ତି। ବାଚସ୍ପତିଙ୍କ ତାଗିଦ୍ ସତ୍ବେ…