ସରପଞ୍ଚ ଓ ସମିତିସଭ୍ୟ ବିବାଦ, ଥାନାରେ ୨ ମାମଲା ରୁଜୁ : ମହିଳା ସରପଞ୍ଚଙ୍କ ଘରେ ପଶି ଆକ୍ରମଣ
ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକ ତଥା ହିଞ୍ଜିଳି ଥାନା ବୁରୁପୋଡା ଗ୍ରାମ ପଞ୍ଚାୟତରେ ସରପଞ୍ଚ ଓ ସମିତିସଭ୍ୟଙ୍କ ମଧ୍ୟରେ ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି। ବୁଧବାର ଅପରାହ୍ନରେ ମହିଳା ସରପଞ୍ଚଙ୍କ ଘରେ ପଶି ସମିତିସଭ୍ୟ ଓ ତାଙ୍କର ସମର୍ଥକ ମାନେ ସରପଞ୍ଚ ଓ ତାଙ୍କ!-->…