ମହାକୁମ୍ଭରୁ ଫେରୁଥିବା ବେଳେ ସାଂସଦ ପପୁ ଯାଦବଙ୍କ ଭାଣିଜୀଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ

ଲକ୍ଷ୍ମୌ: ଉତ୍ତରପ୍ରଦେଶର ଗାଜିପୁରରେ ହୋଇଥିବା ସଡ଼କ ଦୁର୍ଘଟଣାରେ ସାଂସଦ ପପୁ ଯାଦବଙ୍କ ଭାଣିଜୀଙ୍କ ମୃତ୍ୟୁ ହୋଇଛି। ଏହି ଦୁଃଖଦ ଖବର ପାଇବା ପରେ ବିହାରର ପୁର୍ଣ୍ଣିୟା ସାଂସଦ ‌ଧୌର୍ଯ୍ୟ ଧରି ରହି ପାରୁ ନାହାନ୍ତି। ଭୋଭୋ ହୋଇ କାନ୍ଦୁଛନ୍ତି। ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାଦବଙ୍କ…

ସ୍କୁଲ ବନ୍ଦ ପ୍ରସଙ୍ଗ ନେଇ ବର୍ଷିଲେ ଗଣେଶ୍ବର

ଭୁବନେଶ୍ବର: ଆଜି ଗୃହରେ ସ୍ପୁଲ ବନ୍ଦ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିଛନ୍ତି ବିଜେଡି ବିଧାୟକ ଗଣେଶ୍ବର ବେହେରା । ସରକାର ପ୍ରତିଶ୍ରୁତି ଦେଉଛନ୍ତି ହେଲେ ପରେ ଏହାକୁ କାର୍ଯ୍ୟକାରୀ କରିବାରେ କୁଣ୍ଠା ପ୍ରକାଶ କରୁଛନ୍ତି । ଏହାକୁ ନେଇ ଗଣେଶ୍ବର କହିଛନ୍ତି, ନିର୍ବାଚନ ପୂର୍ବରୁ ବିଜେପି…

କାଲିଠୁ ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା

ଭୁବନେଶ୍ବର: କାଲିଠୁ ଆରମ୍ଭ ହେବାକୁ ଯାଉଛି ସୁଭଦ୍ରା ଶକ୍ତି ମେଳା ୨୦୨୫ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ପ୍ରଥମ ଥର ପାଇଁ ସରକାର ଏଭଳି କିଛି ପଦକ୍ଷେପ ଗ୍ରହଣ କରିଥିବା ବେଳେ ଏହା ଆସନ୍ତାକାଲି ଠାରୁ ଭୁବନେଶ୍ବର ସ୍ଥିତ ଜନତା ମଇଦାନରେ ଆରମ୍ଭ ହୋଇ ଆସନ୍ତା…

ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ଆଇଆଇଟି ବାବାଙ୍କ ଭବିଷ୍ୟବାଣୀ, ଜିତିବ ଏହି ଦଳ

ପ୍ରୟାଗରାଜ: ପ୍ରୟାଗରାଜରେ ହେଉଥିବା ମହାକୁମ୍ଭରେ ଆଇଆଇଟି ବାବା ଅର୍ଥାତ୍ ଅଭୟ ସିଂହଙ୍କ ବିଷୟରେ ବହୁତ ଆଲୋଚନା ହୋଇସାରିଛି। ଅଭୟ ସିଂହ ପ୍ରଥମେ ଆଇଆଇଟିରେ ପଢ଼ିଥିଲେ, ପରେ ସେ ଚାକିରି କରିବାକୁ ବିଦେଶ ଚାଲିଯାଇଥିଲେ। କିନ୍ତୁ ଏବେ ସେ ଧର୍ମ ପଥରେ ଅଛନ୍ତି। ଏବେ ଅଭୟ ସିଂହ ଇଣ୍ଟରନେଟରେ…

ବିଧାନସଭାରେ ଉଠିଲା ବାଲିଯାତ୍ରା ପ୍ରସଙ୍ଗ, ମିଳିପାରେ ଜାତୀୟ ମାନ୍ୟତା!

ଭୁବନେଶ୍ଵର: ବିଧାନସଭା ବଜେଟ ଅଧିବେଶନର ପ୍ରଶ୍ନକାଳରେ ଉଠିଲା ବାଲିଯାତ୍ରା ପ୍ରସଙ୍ଗ। କଟକର ଐତିହାସିକ ବାଲିଯାତ୍ରାକୁ ଅନ୍ତର୍ଜାତୀୟ ସ୍ତରରେ ମାନ୍ୟତା ଦେବାକୁ ୟୁନେସ୍କୋ ସହ ରାଜ୍ୟ ସରକାର ଯୋଗାଯୋଗରେ ଥିବା ନେଇ ସୂଚନା ଦେଇଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ବାଙ୍କୀ…

ସୈତାନ ସାଜିଲା ସାନ ଭଉଣୀ: ଫିଲ୍ମ ଷ୍ଟାଇଲରେ ବଡ଼ ଭଉଣୀ ସହ ପ୍ରେମିକକୁ କଲା ହତ୍ୟା

ରାଉରକେଲା: ତାରିଖ ହେଉଛି ଫେବୃଆରୀ ମାସ ୧୨ ତାରିଖ । ସମୟ ପ୍ରାୟ ଦୁଇଟା ରୁ ତିନିଟା ହେବ । ସ୍ଥାନ ଚାନ୍ଦିପୋଷ ଥାନା କୁମାକେଲା ଓଭରବ୍ରିଜ୍ । ବ୍ରିଜ୍ ନିକଟରେ ଲୋକେ ଯିବା ଆସିବା କରିବା ବେଳେ ଦେଖିବାକୁ ମିଳିଥିଲା ଜଣେ ମହିଳାଙ୍କ ଦରପୋଡା ମୃତଶରୀର । ତେବେ ମୃତ ମହିଳା ଜଣକ ଥିଲେ…

ଦିଲ୍ଲୀରେ ରେଖା ସରକାର: ମୁଖ୍ୟମନ୍ତ୍ରୀ ନିଜ ପାଖରେ ରଖିଲେ ୧୦ ବିଭାଗ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀଙ୍କ ସହ ୬ କ୍ୟାବିନେଟ୍ ମନ୍ତ୍ରୀଙ୍କ ଶପଥ ପରେ ଭାଗବଣ୍ଟା ହୋଇଛି ବିଭାଗ । ବିଭାଗ ବଣ୍ଟନ ପରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସବୁଠୁ ବ୍ୟସ୍ତ ମନ୍ତ୍ରୀ ଭାବେ ଉଭା ହୋଇଛନ୍ତି । ତାଙ୍କ ଅଧିନରେ ଅର୍ଥ, ରାଜସ୍ବ, ମହିଳା ଓ ଶିଶୁ ବିକାଶ ସହ ୧୦ ଟି ବିଭାଗ ରହିଛି…

‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍‌’ ମାମଲାରେ ନୂଆ ବିବାଦ, ରାକ୍ଷୀ ସାୱନ୍ତଙ୍କୁ ପଠାଗଲା ସମନ

ସମୟ ରୈନାଙ୍କ ଶୋ’ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍‌’ରେ ରଣବୀର ଆଲ୍ଲାହାବାଦିଆ ଏକ ଅଶାଳୀନ ପ୍ରଶ୍ନ ପଚାରିବା ପରେ ବିବାଦ ସୃଷ୍ଟି ହୋଇଛି । ସେ ବାପାମାଆଙ୍କ ବିଷୟରେ ଏକ ଅରୁଚିକର ତଥା ଅଶାଳୀନ ପ୍ରଶ୍ନ ପଚାରିଥିଲେ, ଯାହାକୁ ନେଇ ସୁପ୍ରିମକୋର୍ଟ ତାଙ୍କୁ କଡ଼ା ଭର୍ତ୍ସନା କରିଥିଲେ । ମାମଲାଟି…

ମାଟ୍ରିକ୍ ପରୀକ୍ଷା ଦେବା ପୂର୍ବରୁ ଟଳି ପଡ଼ିଲେ ଛାତ୍ର

ସୋର: ଅଧା ରହିଗଲା ମାଟ୍ରିକ ପରୀକ୍ଷା। ପରୀକ୍ଷା ଦେବା ପୂର୍ବରୁ ଟଳି ପଡ଼ିଲେ ଛାତ୍ର। ବାହାନଗା ବ୍ଲକ ବରିପଦା ଗାଁରେ ମାଟ୍ରିକ ପରୀକ୍ଷାର୍ଥୀଙ୍କ ମୃତ୍ୟୁ। ହଠାତ୍ ପେଟ କାଟିବାରୁ ଅସୁସ୍ଥ ହୋଇ ତଳେ ପଡ଼ିଗଲେ ଛାତ୍ର। ସୋର ମେଡିକାଲରେ ଛାତ୍ରକୁ ମୃତ ଘୋଷଣା କଲେ ଡାକ୍ତର। ସୂଚନା ଅନୁସାରେ…

ନେପାଳ ଛାତ୍ରଛାତ୍ରୀଙ୍କୁ କିଟ୍ ପ୍ରତିଷ୍ଠାତାଙ୍କ ଅପିଲ, ବିଶ୍ବବିଦ୍ୟାଳୟକୁ ଫେରିଆସି କ୍ଲାସରେ ଯୋଗ ଦେବାକୁ ନିବେଦନ

ଭୁବନେଶ୍ୱର : କିଟ ବିଶ୍ବବିଦ୍ୟାଳୟରେ ଶାନ୍ତିଶୃଙ୍ଖଳାର ସହ ପାଠପଢା ଚାଲିଛି । ନେପାଳର ଛାତ୍ରଛାତ୍ରୀଙ୍କୁ ବିଶ୍ବବିଦ୍ୟାଳୟକୁ ଫେରି କ୍ଲାସରେ ଯୋଗ ଦେବାକୁ ଅପିଲ କରିଛନ୍ତି କିଟ ଓ କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ । ସେ ଅତ୍ୟନ୍ତ ଦୁଃଖିତ ଅନୁଭବ କରି କହିଛନ୍ତି ଯେ KIIT…