ଛାତ୍ରଛାତ୍ରୀଙ୍କ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନ ବିରୋଧରେ ଆସନ୍ତାକାଲି CJPର ଶାନ୍ତିପୂର୍ଣ୍ଣ ପ୍ରତିବାଦ

ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (CJP) ଆସନ୍ତାକାଲି, ଶୁକ୍ରବାର ଦିନ ଦେଶବ୍ୟାପୀ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଘୋଷଣା କରିଛି। CJP ର ସୋସିଆଲ ମିଡିଆ ପୋଷ୍ଟ ସାରା ଭାରତରେ ପୋଲିସ ବର୍ବରତାର ଶିକାର ହୋଇଥିବା ଲୋକଙ୍କ ସମର୍ଥନରେ ଏକତ୍ରିତ ହେବାକୁ ଲୋକଙ୍କୁ ଅନୁରୋଧ କରିଛି। ଦଳ ଘୋଷଣା…

ହ୍ୱାଟ୍ସଆପ୍‌ରେ ଭାଇରାଲ୍ ହେଲା ପ୍ରଶ୍ନପତ୍ର;.୨ ସେମିଷ୍ଟର ପରୀକ୍ଷା ବାତିଲ

ଉତ୍ତରାଖଣ୍ଡ:ପୁଣି ଲିକ୍ ହେଲା ପ୍ରଶ୍ନପତ୍ର। ଏଭଳି ଘଟଣା ଘଟିଛି ବୀର ମାଧୋ ସିଂହ ଭଣ୍ଡାରୀ ଉତ୍ତରାଖଣ୍ଡ ବୈଷୟିକ ବିଶ୍ୱବିଦ୍ୟାଳୟ (UTU) । ୨୦୨୫-୨୬ ଶିକ୍ଷାବର୍ଷର ଦୁଇଟି ସେମିଷ୍ଟର ପେପର ଲିକ୍ ଅଭିଯୋଗ ପରେ ପରୀକ୍ଷାକୁ ବାତିଲ କରିଛି।…

ବିନା ଅନୁମତିରେ NEET ପ୍ରତିବାଦ: ୪୦୦ରୁ ଅଧିକଙ୍କ ନାଁରେ FIR

ମୁମ୍ବାଇ: NEET ପେପର ଲିକ୍‌କୁ ନେଇ ସାରା ଦେଶରେ ପ୍ରତିବାଦ ଜାରି ଥିବାବେଳେ ମୁମ୍ବାଇରେ ବିନା ଅନୁମତିରେ ବିକ୍ଷୋଭ କରିବା ଅଭିଯୋଗରେ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି। ମୁମ୍ବାଇ ପୋଲିସ ୧୮ରୁ ୨୨ ଜୁଲାଇ ମଧ୍ୟରେ ମୋଟ ୧୩ଟି FIR ରୁଜୁ କରିଥିବାବେଳେ ପ୍ରାୟ ୪୦୦ ଜଣଙ୍କୁ ଅଭିଯୁକ୍ତ…

ମହାପ୍ରଭୁଙ୍କ ୫ ପବିତ୍ର ନାମକୁ ମିଳିବ ଟ୍ରେଡ୍ ମାର୍କ ମାନ୍ୟତା।

ଭୁବନେଶ୍ୱର : ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ବଡ଼ ସଫଳତା। ମହାପ୍ରଭୁଙ୍କ ପବିତ୍ର ନାମ ଓ ପରମ୍ପରା ପାଇଁ ମିଳିବ ଟ୍ରେଡ୍ ମାର୍କ ମାନ୍ୟତା। ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ପବିତ୍ର ପରମ୍ପରା, ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ଦିଗରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ବଡ଼ ସଫଳତା…

ନୟାଗଡ଼ରେ କଂଗ୍ରେସ ଦ୍ଵାରା ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ

ନୟାଗଡ଼ : ଦେଶରେ ହୋଇଥିବା NEET ପେପର ଲିକ ଘଟଣା, ରାମ ମନ୍ଦିର ଚାନ୍ଦ ଲୁଟ ଘଟଣାରେ ମୌସୁମୀ ଅଧିବେଶନ ଚାଲିଥିବା ସମୟରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କ ଆବାସ ସାମନାରେ ଧାରଣାରେ ବସିଥିଲେ ।ମାତ୍ର ମୋଦି - ଶାହାଙ୍କ ଇଙ୍ଗିତରେ ଦିଲ୍ଲୀ ପୋଲିସ ମାତ୍ରାଧିକ…

ବାଲିଗୁଡାରେ ଉପଖଣ୍ଡସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଉପଖଣ୍ଡ ବୈଠକ କକ୍ଷ ଠାରେ ଉପଜିଲ୍ଲାପାଳ ତଥା ଉତ୍ସବ ପାଳନ କମିଟି ର ସଭାପତି ଶ୍ରୀମତୀ ପ୍ରଣିତା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।…

” ଟିଚ୍ କନ୍ଧମାଳ ” ଅଭିଯାନରେ ବିଦ୍ୟାଳୟ ପରିଦର୍ଶନ ସହ ଶିକ୍ଷାଦାନ ଓ ଭିତ୍ତିଭୂମିର ସମୀକ୍ଷା

ବାଲିଗୁଡା : କନ୍ଧମାଳ ଜିଲ୍ଲା ପ୍ରଶାସନର ପ୍ରମୁଖ "ଟିଚ କନ୍ଧମାଳ" ର ଅଭିଯାନ ଅନୁଯାୟୀ ବାଲିଗୁଡା ଉପ-ଜିଲ୍ଲାପାଳ ଶ୍ରୀମତୀ ପ୍ରଣୀତା ଦାସ ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ମୁଣ୍ଡିଗଡ଼ ସ୍ଥିତ ମା' ଭୈରବୀ ଉଚ୍ଚ ବିଦ୍ୟାଳୟକୁ ଯାଇ ପରିଦର୍ଶନ କରିବା ସହ ଶିକ୍ଷାଦାନ ଓ ଭିତ୍ତିଭୂମିର ସମୀକ୍ଷା…

ଛାତ୍ରଙ୍କୁ ମାଟି କାମ କରାଉଥିବା ଅଭିଯୋଗ

ନୟାଗଡ଼ (ନିସର୍ତ୍ତ): ବିଦ୍ୟାଳୟରେ ଛାତ୍ର ମାନଙ୍କୁ ନେଇ ମାଟି କାମ କରାଉଥିବା ନେଇ କେତେକ ଅଭିଭାବକ ଅଭିଯୋଗ କରିଛନ୍ତି। ସୂଚନା ମୁତାବକ ନୟାଗଡ଼ ଜିଲ୍ଲା ରଣପୁର ଶିକ୍ଷା ମଣ୍ଡଳ ଚାନ୍ଦପୁର ସାଧନ କେନ୍ଦ୍ର ଅଧୀନ ମଶାଣି ସାହି ଗୋପବନ୍ଧୁ ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁବାର ଦିନ…

ମାତିଛନ୍ତି ସାଇବର ଲୁଟେରା : ଡିଜିପିଙ୍କ ନାଁରେ ମାଗୁଛନ୍ତି ଟଙ୍କା

ଭୁବନେଶ୍ୱର : ଡିଜିପିଙ୍କ ନାଁରେ ମାତିଛନ୍ତି ସାଇବର ଲୁଟେରା । ନିଜକୁ ପୋଲିସ ଅଧିକାର କହି ଧମକ ଦେବା ସହ ମାଗୁଛନ୍ତି ଟଙ୍କା । ଏପରିକି ପୋଲିସ ମାଡ଼ ମାରୁଥିବା ଭିଡିଓ ପଠାଇ ଭୟଭୀତ କରୁଛନ୍ତି । ଭୁବନେଶ୍ୱର ନୟାପଲ୍ଲୀ ଥାନା ଅଞ୍ଚଳରେ ଜଣେ ଛାତ୍ରୀଙ୍କୁ ଏଭଳି ଧମକ ଆସିବା ପରେ ସାଇବର ଥାନାର…

ବାଇକକୁ ଧକ୍କା ଦେଲା ଅଜଣା ଗାଡ଼ି, ୨ ମୃତ

ଭଦ୍ରକ: ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ୨ ଜୀବନ । ବାଇକକୁ ଧକ୍କା ଦେଲା ଅଜଣା ଗାଡ଼ି । ଭଦ୍ରକ ୧୬ ନମ୍ୱର ଜାତୀୟ ରାଜପଥ ଭଣ୍ଡାରିପୋଖରୀ ଥାନା ଅଧୀନ ଜସୋଟିକିରୀ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ମୃତକ ଦୁଇ ଜଣ ହେଲେ ବାଲେଶ୍ୱର ଜିଲ୍ଲା ବେଗୁନିଆ ଅଞ୍ଚଳ ରତ୍ନାକର ଦାସ ଓ ଚନ୍ଦନ…