ବ୍ୟବସାୟୀ ଙ୍କୁ ମାଡ ମାରି ଲୁଟ : ଝାମ୍ପି ନେଲେ ୧୨ ଲକ୍ଷ ଟଙ୍କା ଭର୍ତ୍ତି ଥିବା ବ୍ୟାଗ…
ଉମରକୋଟ / ରାଇଘର ( ୧୫/୦୧/୨୦୨୫) ଦିନ ଦ୍ବିପ୍ରହରେ ଜଣେ ମକ୍କା ବ୍ୟବସାୟୀଙ୍କ ମୁଣ୍ଡରେ ଆଘାତ କରି ଦୁର୍ବୃତ୍ତମାନେ ଲୁଟି ନେଲେ ତାଙ୍କର ଟଙ୍କା ବ୍ୟାଗ । ଯାହାକୁ ନେଇ ଅଞ୍ଚଳ ରେ ଭୟ ର ବାତାବରଣ ସୃଷ୍ଟି ହୋଇଛି l ସୂଚନା ପ୍ରକାରେ ଆଜି ଦିନ ଆନୁମାନିକ ପ୍ରାୟ ୧୧ ସମୟ ରେ ରାଇଘର ର!-->!-->!-->…