ବାଲିମେଳା ଏନ ଏ ସି ରେ ବଦଳିବକି ରାଜନୈତିକ ସମୀକରଣ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି ଅଧକ୍ଷଙ୍କ ବିରୋଧରେ ଆସିପାରେ ଅନାସ୍ତା ପ୍ରସ୍ତାବ । ବର୍ତ୍ତମାନ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି । ଖବର ଅନୁଯାୟୀ ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି ଥିବା ଅଧକ୍ଷଙ୍କ ବିରୋଧରେ ଆସିବାକୁ ଯାଉଛି ଅନାସ୍ତା ପ୍ରସ୍ତାବ, ଏନେଇ…

ଚାକିରୀ ନା’ରେ ଠକେଇ :୧୧ ହିତାଧିକାରୀଙ୍କ ଠାରୁ ଲୁଟି ନେଇଥିଲେ ୧୮.୭୦ ଲକ୍ଷ ଟଙ୍କା, ୨ ଦମ୍ପତି ଗିରଫ….

ହିଞ୍ଜିଳିକାଟୁ, ୧୨ା୧(): ସଉଦା ଦୋକାନରୁ ସର୍ମ୍ପକ । ପରେ ଭାବର ଆଦାନ ପ୍ରଦାନ । ସର୍ମ୍ପକ ଗଭୀର ହେବା ପରେ ସଉଦା ବାବଦକୁ ୨ଲକ୍ଷ ଟଙ୍କା ବକେୟା । ବକେୟା ଟଙ୍କା ସୁଝିନପାରି ଘରବାରି ଜାଗା ଦେବାକୁ କହି ବିଶ୍ୱାସ ଜନ୍ମାଇତିଲେ । ପରେ ଭୂବନେଶ୍ୱରରୁ ଆସି ହିଞ୍ଜିଳି ଥାନା କାଞ୍ଜିଆମା ଗ୍ରାମକୁ…

ଅଧିକ ୭ଲକ୍ଷ ଟଙ୍କା ଯୌତୁକ ଦାବି କରି ନିର୍ଯ୍ୟାତନା, ଥାନାରେ ଏତାଲା

ହିଞ୍ଜିଳିକାଟୁ : ବିବାହର ୧୦ ଦିନ ପର ଠାରୁ ଯୌତୁକ ବାବଦକୁ ଅଧିକ ୭ଲକ୍ଷ ଟଙ୍କା ଦାବି କରି ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି । ଏପରିକି ବଳପୂର୍ବକ ଗର୍ଭପାତ କରାଇବା ସହ ଦିଅରଙ୍କ ସହ ଶାରୀରିକ ସର୍ମ୍ପକ ନରଖିଲେ ହତ୍ୟା କରିବା ଧମକ ଦେଉଥିବା…

ବାଲିବୋଝେଇ ଟ୍ରକ ଓ ବାଇକ୍ ଧକ୍କା : ବାଇକ୍ ଧକ୍କାରେ ମହିଳା ଗୁରୁତର , ଟ୍ରକ ଓ ବାଇକ୍ ଜବତ

ହିଞ୍ଜିଳିକାଟୁ : ୫୯ନଂ ଜାତୀୟ ରାଜପଥ ତଥା ହିଞ୍ଜିଳିକାଟୁ ପୌରାଞ୍ଚଳ ବଇଁଚବଣିଆ ଛକ ନିକଟରେ ବାଲି ବୋଝେଇ ଟ୍ରକ (ଓଆର୧୯ବି ୩୭୯୮) ସହ ଏକ ମୋଟର ସାଇକେଲ(ଓଡି୩୨ଏଚ୍ ୬୦୮୦)ର ଧକ୍କା ଘଟିଛି । ମୋଟର ସାଇକେଲ ଧକ୍କାରେ ଜଣେ ପଥଚାରୀ ମହିଳା ଗୁରୁତର ଆହତ ହୋଇଛନ୍ତି । ଆହତ ମହିଳା ଜଣଙ୍କ ହେଲେ…

ମଛେନ୍ଦ୍ର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ବ୍ୟାଘ୍ରଦେବୀ କ୍ରିକେଟ କ୍ଳବ, ଭଞ୍ଜନଗର ଦଳ ୧୯ ରନରେ ଦଳ ବିଜୟୀ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ଇଗଲ କ୍ରିକେଟ କ୍ଳବ ଆନୁକୂଲ୍ୟରେ ସ୍ଥାନୀୟ ପୌରାଞ୍ଚଳ ମିନି ଷ୍ଟାଡିୟମ ପରିସରେ ମଛେନ୍ଦ୍ର ସ୍ମ।।ରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୬ଷ୍ଠ ଲିଗ ମ୍ୟାଚ୍ ସୋମବାର ବ୍ୟାଘ୍ରଦେବୀ କ୍ରିକେଟ କ୍ଳବ, ଭଞ୍ଜନଗର ଓ ପାଇନିଅର କ୍ରିକେଟ କ୍ଳବ, ବେଗୁନିଆପଡା ମଧ୍ୟରେ…

ଗଞ୍ଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଅଭିଯୋଗ ଶୁଣାଣୀ

ଚିକିଟୀ : ଏହି ବ୍ଲକ ସମ୍ମୀଳନୀ କକ୍ଷରେ ଆଜି ଗଞ୍ଜାମ ଜିଲ୍ଲାପାଳ ଓ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ ଶେଖର ଭୋଇ, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ା. ଶ୍ରବଣ…

ମହାକୁମ୍ଭ ୨୦୨୫: ପ୍ରଥମ ଦିନରେ ୧.୫ କୋଟି ଶ୍ରଦ୍ଧାଳୁ କଲେ ମହାସ୍ନାନ

ନୂଆଦିଲ୍ଲୀ: ଆସ୍ଥାର ମହାପର୍ବ ମହାକୁମ୍ଭ ଜାନୁଆରୀ ୧୩ ସୋମବାରରୁ ପ୍ରୟାଗରାଜରେ ଆରମ୍ଭ ହୋଇଛି । ଆଜି ପୌଷ ପୂର୍ଣ୍ଣିମାର ଅମୃତ ସ୍ନାନ । ପ୍ରାତଃରୁ ହିଁ ଶ୍ରଦ୍ଧାଳୁ ଗଙ୍ଗା, ଯମୁନା ଏବଂ ଅଦୃଶ୍ୟ ସରସ୍ୱତୀ ନଦୀର ସଙ୍ଗମରେ ସ୍ନାନ କରୁଛନ୍ତି । ଅନୁମାନ ଥିଲା ଯେ ଆଜି ପ୍ରାୟ ୧ କୋଟି…

୮ ଲକ୍ଷ ପୁରସ୍କାର ଘୋଷିତ ମହିଳା ନକ୍ସଲ ରାଜେ କାଙ୍ଗେ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର କାଙ୍କେର ଜିଲ୍ଲା ପୁଲିସକୁ ଆଉ ଏକ ସଫଳତା ମିଳିଛି। ଗତ ଡିସେମ୍ବର ୨୨ ତାରିଖରେ ଏସଜେଡସିଏମ ବାଲମୁରି ନାରାୟଣ ରାଓକୁ କାଙ୍କେର ପୁଲିସ ଗିରଫ କରିଥିବା ବେଳେ ତାଙ୍କ ପତ୍ନୀ ରାଜେ କାଙ୍ଗେ ଓରଫ ନିର୍ମଳା ଓରଫ ମାଳତିକୁ ମଧ୍ୟ ଗିରଫ…

ଆୟୁଷ୍ମାନ ଭାରତ ଯୋଜନାରେ ଓଡ଼ିଶା ସାମିଲ; ୧.୦୩ କୋଟି ପରିବାର ହେବେ ଉପକୃତ

ଭୁବନେଶ୍ୱର: ଓଡ଼ିଶାରେ ଖୁବଶୀଗ୍ର ଲାଗୁ ହେବ ଆୟୁଷ୍ମାନ ଭାରତ । ଏନେଇ ସୋମବାର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତରେ ଏମଓୟୁ ସ୍ବାକ୍ଷରିତ ହୋଇଛି । ଏହି ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ୍ ଓରାମ,…

ଶଙ୍ଖ ଭବନ ହୋଟେଲ୍‌ରେ ପରିଣତ ହୋଇଛି: ଜଗା; ଜବାବ ରଖିଲେ ଅରୁଣ

ବିଜେଡି ରାଜ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନକୁ ନେଇ ସରଗରମ ହୋଇଛି ରାଜନୀତି। ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ବିଜେଡି। ଶଙ୍ଖ ଭବନକୁ ନେଇ ବିଜେପି ନେତା ଜଗନ୍ନାଥ ପ୍ରଧାନ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଶଙ୍ଖ ଭବନ ହୋଟେଲ୍‌ରେ ପରିଣତ ହୋଇଛି। ବିଜେପି ନେତାଙ୍କ ଏପରି ଅଭିଯୋଗର…