ମହାକୁମ୍ଭରୁ ମାଲାମାଲ ହେବ ୟୁପି, ରାଜ୍ୟ ଆୟ କରିବ ୨ ଲକ୍ଷ କୋଟି!

ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହୋଇଯାଇଛି ମହାକୁମ୍ଭ ମେଳା। ସଙ୍ଗମସ୍ଥଳରେ ବୁଡ଼ ପକାଇବା ପାଇଁ କୋଟି କୋଟି ଶ୍ରଦ୍ଧାଳୁ ଏକାଠି ହୋଇଛନ୍ତି। ପ୍ରଥମ ଦିନରେ ତ୍ରିବେଣୀ ସଙ୍ଗମରେ ପ୍ରାୟ ୫୦ ଲକ୍ଷ ଲୋକ ବୁଡ଼ ପକାଇଛନ୍ତି। ୨୬ ଫେବ୍ରୁଆରୀ ଯାଏ ଚାଲିବାକୁ ଥିବା ଏହି ମେଳାରେ ୪୫ କୋଟି…

ପ୍ରେସର ବୋମା ବିସ୍ଫୋରଣ: ୨ ଯବାନ ଓ ଜଣେ ଶିଶୁକନ୍ୟା ଆହତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ଅନ୍ତର୍ଗତ ଚିନ୍ତଲନାର ଥାନା ଅଞ୍ଚଳର ତିମାପୁର ଗାଁରେ ନକ୍ସଲଙ୍କ ଦ୍ବାରା ଖଞ୍ଜା ଯାଇଥିବା ପ୍ରେସର ବୋମାର ଶିକାର ଜଣେ ୧୦ ବର୍ଷର ଶିଶୁକନ୍ୟା ହୋଇଛନ୍ତି। ତିମାପୁର ଗ୍ରାମର ସୋଡି ମଲେ(୧୦) ଜଙ୍ଗଲ ଦେଇ ଆସୁଥିବା ବେଳେ…

ଆଖି ବୁଜିଲା ଶିମିଳିପାଳର କୁମକି ହାତୀ ‘ମହେନ୍ଦ୍ର’

ବାରିପଦା: ଆଖି ବୁଜିଲା ଶିମିଳିପାଳର କୁମକି ହାତୀ ‘ମହେନ୍ଦ୍ର’ । ୬୬ ବର୍ଷ ବୟସରେ ଚହଲାରେ ‘ମହେନ୍ଦ୍ର’ର ମୃତ୍ୟୁ ହୋଇଛି । ଦୀର୍ଘଦିନ ହେବ ଅସୁସ୍ଥ ଥିଲା ‘ମହେନ୍ଦ୍ର’ । ଅନେକ ଦିନ ଧରି ‘ମହେନ୍ଦ୍ର’ର ଚିକିତ୍ସା ଚାଲିଥିଲା । ଶେଷରେ ଚିକିତ୍ସାଧିନ ଅବସ୍ଥାରେ ମହେନ୍ଦ୍ରର ମୃତ୍ୟୁ ଘଟିଛି ।…

ବୁଢିଆଣୀ ଜାଲ ରେ ବ୍ରହ୍ମପୁର ଟ୍ରାଫିକ ବ୍ୟବସ୍ଥା :ଖୋଲାରେ ଖାଇ ମେଲାରେ ଶୋଇଛି ଟ୍ରାଫିକ ପୋଲିସ…..!

ଏକ ମୁହାଁ ରାସ୍ତା ଏବେ ଧର୍ମକୁ ଆଖି ଠାର …! କମିଶନରରେଟ ପୋଲିସ ବ୍ୟବସ୍ଥା ସାତ ଶପନ...ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ରେଶମ ସହରରେ ଟ୍ରାଫିକ ବ୍ୟବବସ୍ତା ସମ୍ପୂର୍ଣ ବିପର୍ଯ୍ୟସ୍ତ ହୋଇପଡିଛି।ବ୍ରହ୍ମପୁର ସହର ପାଇଁ କମିଶନରେଟ ପୋଲିସ ବ୍ୟବସ୍ଥା ସାତ ଶପନ l ଭିତ୍ତି ଭୂମି ନଥାଇ…

ନୟାଗଡ଼ ପୌର ପରିଷଦରେ ପୁସ୍ତକଛପା ଦୁର୍ନୀତି..!

ନୟାଗଡ଼: ନୟାଗଡ଼ ପୌର ପରିଷଦରେ ପୁଣି ଦୁର୍ନୀତିର ଅଭିଯୋଗ ଆସିଛି । ଜନସାଧାରଣଙ୍କୁ ସଚେତନ କରିବା ପାଇଁ ୩ ହଜାର ପୁସ୍ତକ ଛାପି ୮ହଜାର ୯ ଶହ ପୁସ୍ତକର ବିଲ୍ କରାଯାଇଥିବାର ଅଭିଯୋଗ ଆସିଛି ।ଗତ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ବିଭିନ୍ନ ଜନହିତକର ଯୋଜନାର ପୁସ୍ତକ ଛାପି ପ୍ରତ୍ୟେକ…

ପୋଲିସ ପାଠ ଦୁଇ ଦୁଗୁଣେ ଆଠ ..! : ଚୋରା ଭଙ୍ଗା ମୋବାଇଲ ଚିହ୍ନଟ ପାଇଁ ଅଜବ ନିୟମ….!

ବ୍ରହ୍ମପୁର:ପୋଲିସ ଥାନାରେ ଚି଼ହ୍ନା ମୁହଁ ନଥିଲେ ନା ନା ଅସୁବିଧାର ସମ୍ମୁଖୀନ ହେବାର ନଜିର ରହିଛି। ସେଥିପାଇଁ ଗଞ୍ଜାମ ଲୋକେ କୁହନ୍ତି। ପୋଲିସ ପାଠ ଦୁଇ ଦୁଗୁଣେ ଆଠ ବୋଲି। କାରଣ ପୋଲିସ ହାତରେ ଅସୀମ କ୍ଷମତା ରହିଛି। ପୋଲିସ ଚାହିଁଲେ ଯାହାକୁ ସାହାଯ୍ୟ କରିପାରିବେ ହଇରାଣ ହରକତ ବି…

ରାୟଗଡ଼ାରେ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ପାଳିତ

ରାୟଗଡା : ରାୟଗଡ଼ା ସ୍ଵାମୀ ବିବେକାନନ୍ଦ ସେବା ସମିତି ପକ୍ଷରୁ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ସହ ରାଷ୍ଟ୍ରୀୟ ଯୁବ ଦିବସ ପାଳିତ ହୋଇଯାଇଛି। ରାୟଗଡ଼ା ଗାୟତ୍ରୀ ନଗର ସ୍ଥିତ ଗାୟତ୍ରୀ ମନ୍ଦିର ସଭା ଗୃହରେ ସମିତିର ସଭାପତି ଶ୍ରୀ ଯୋଗେଶ୍ଵର ଦାସଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ…

ଉତ୍କଳ ସାମ୍ବାଦିକ ସଂଘ କୋରୁକୋଣ୍ଡା ଶାଖା ପକ୍ଷରୁ ବନ୍ଧୁ ମିଳନ ସହ ଆଗାମୀ ଜିଲ୍ଲାସ୍ତରୀୟ ନିର୍ବାଚନକୁ ନେଇ ବୈଠକ…

ମାଲକାନଗିରି : ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର କୋରୁକୋଣ୍ଡା ବ୍ଲକ ଶାଖା ପକ୍ଷରୁ ଏକ ବନ୍ଧୁ ମିଳନ ଓ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ସୋରୁଲୁକୋଣ୍ଡା ଠାରେ ଥିବା ପାର୍କ ପରିସରରେ ଆୟୋଜିତ ଏହି ବୈଠକରେ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ସଭାପତି ଦୁର୍ଯୋଧନ ପାତ୍ର…

ସ୍ତ୍ରୀ କୁ ହତ୍ୟା ଅଭିଯୋଗ ରେ ଅଭିଯୁକ୍ତ କୁ କୋର୍ଟ ଚାଲାଣ

ମାଲକାନଗିରି : ଗତକାଲି କାଲିମେଳା ଥାନା ଅନ୍ତର୍ଗତ ଏମଭି ୬୬ ଗ୍ରାମରେ ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡ କୁ ନେଇ ଶୋକର ଛାୟା ଖେଳି ଯାଇଥିବା ବେଳେ ଅଭିଯୁକ୍ତ କୁ ଫାଶୀ ଦେବା ପାଇଁ ଗାଁ ବାସୀ ରାସ୍ତା ରୋକ କରିବା ସହ ଅଭିଯୁକ୍ତ ର ହୋମଗାର୍ଡ ସାଙ୍ଗ କୁ ମଧ୍ୟ ଏହି ହତ୍ୟା କାଣ୍ଡରେ ଜଡିତ କରି…

କୁମ୍ଭମେଳା ପାଇଁ ୭ଟି ସ୍ୱତନ୍ତ୍ର ଟ୍ରେନ ଘୋଷଣା କଲା ପୂର୍ବତଟ ରେଳପଥ

ଭୁବନେଶ୍ୱର: ପୂର୍ବତଟ ରେଳପଥ ପକ୍ଷରୁ କୁମ୍ଭମେଳା ପାଇଁ ୭ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ ବୋଲି ଘୋଷଣା କରାଯାଇଛି। ପୂର୍ବତଟ ରେଳପଥ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଭୁବନେଶ୍ୱର-ତୁନ୍ଦଲା-ଭୁବନେଶ୍ୱର କୁମ୍ଭମେଳା ସ୍ୱତନ୍ତ୍ର ଟ୍ରେନ ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦୁଝର ଜିଲା ଦେଇ…