ଆସାମରେ ପଶିଲା HMPV, ୧୦ ମାସର ଶିଶୁ ସଂକ୍ରମିତ

ଗୌହାଟୀ : ଚାଇନାରେ ଆତଙ୍କ ଖେଳାଇଥିବା ଏଚଏମପିଭି ଆସାମରେ ପ୍ରବେଶ କରିଛି। ରାଜ୍ୟର ଜଣେ ୧୦ ମାସର ଶିଶୁ ଏହି ଭାଇରସରେ ସଂକ୍ରମଣ ହୋଇଛନ୍ତି। ଆସାମରେ ଏଚଏମପିଭିରରେ କେହି ସଂକ୍ରମିତ ହେବା ଚଳିତ ଋତୁରେ ପ୍ରଥମ ଘଟଣା। ୧୦ ମାସର ଶିଶୁ ସଂକ୍ରମିତ ହେବା ପରେ ତା’କୁ ଦିବ୍ରୁଗଡ଼ରେ ଥିବା ଆସାମ…

୩ ଦିନ ପରେ ବଢ଼ିବ ଶୀତ, କଲବଲ କରିବ ଘନ କୁହୁଡ଼ି!

ଭୁବନେଶ୍ବର : ରାଜ୍ୟରେ ଶୀତର ଲହରୀ ଲାଗି ରହିଛି। ସାମାନ୍ୟ ବ୍ରେକ୍‌ ପରେ ପୁଣି ଶୀତ ବଢ଼ିବାର ସମ୍ଭାବନା ରହିଛି। ଏଥିସହ ଘନ କୁହୁଡି ମଧ୍ୟ ରାଜ୍ୟବାସୀଙ୍କୁ କଲବଲ କରିବ। ସେଥିପାଇଁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର…

ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ସହରୀ ୨.୦ ର ଦକ୍ଷତା ନିର୍ମାଣ କାର୍ଯ୍ୟକ୍ରମ…

ଚିକିଟୀ-- ଏହି ବିଜ୍ଞାପିତ ଅଞ୍ଚଳ ପରିଷଦରେ ଆଗାମୀ ଦିନରେ ପାଇବାକୁ ଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିପରି ସଫଳ ରୂପାୟନ ହୋଇପାରିବ ସେଥିପାଇଁ ଏକ ସ୍ୱତନ୍ତ୍ର ବୈଠକ ଅଧ୍ୟକ୍ଷା ଶ୍ରୀମତୀ ଦୀପା କୁମାରୀ ସାହୁଙ୍କ ନେତୃତ୍ୱରେ ହୋଇଥିଲା l ଏଥିରେ ଅଞ୍ଚଳ ର ଯୋଗ୍ୟ ହିତାଧିକାରୀ କିପରି ଆବାସ…

ବ୍ରହ୍ମପୁରରେ TPSODL କର୍ପୋରେଟ୍ କାର୍ଯ୍ୟାଳୟ ସମ୍ମୁଖରେ ଟାଟା ପାୱାର ମ୍ୟାନେଜମେଣ୍ଟ ବିରୋଧରେ ବୈଦ୍ୟୁତିକ…

ବ୍ରହ୍ମପୁର : ଗତ ଗୁରୁବାର ସନ୍ଧ୍ୟାରେ ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ନିଗମ ଇଞ୍ଜିନିୟର ସଂଘ ଦ୍ୱାରା ଏକ ମହମବତୀ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଏହି ଶୋଭାଯାତ୍ରା ବ୍ରହ୍ମପୁରରେ TPSODL କର୍ପୋରେଟ୍ କାର୍ଯ୍ୟାଳୟ ସମ୍ମୁଖରେ ଆରମ୍ଭ ହୋଇଥିଲା ଏବଂ ଭଞ୍ଜନଗର, ରାୟଗଡ଼ା ଏବଂ ଜୟପୁର ସର୍କଲ୍…

ଗାଧବା ସମାଜର ପୁଷପୁନି

ଉମରକୋଟ / ରାଇଘର : ବାର ମାସରେ ତେର ପର୍ବ, ଏହି ପରି ବିଭିନ୍ନ ପର୍ବ ପର୍ବାଣୀ ଭାରତ ର ବିଭିନ୍ନ ରାଜ୍ୟରେ ବିଭିନ୍ନ ନାମରେ ପାଳିତ ହୁଏ, ତତ ମଧ୍ୟରୁ ପୁଷ ପୁନି ଗୋଟିଏ ପର୍ବ। ନବରଙ୍ଗପୁର ଜ଼ିଲ୍ଲା, ରାଇଘର ବ୍ଲକ ମହଣ୍ଡ ପଞ୍ଚାୟତ ଅନ୍ତର୍ଗତ ପୁପୁଲଡିହି ଗ୍ରାମର ଗାଧବା ସମାଜ ଓ ଗ୍ରାମର…

କୃଷି ଓ ପାରମ୍ପରିକ ଶିଳ୍ପକୁ ଗୁରୁତ୍ତ୍ଵ ଦେଲେ ପରିବେଶ ବଞ୍ଚିବ – ରାୟଗଡା ନାଗରିକ ମଞ୍ଚ

ରାୟଗଡ଼ା : ରାୟଗଡ଼ ଜିଲ୍ଲା ସଦର ମହକୁମା ସ୍ଥିତ ଜଳଛାୟା ପ୍ରକଳ୍ପ ସମ୍ମିଳନୀ କକ୍ଷରେ ପରିବେଶ ଓ ଶିଳ୍ପାନୁଷ୍ଠାନ ମଧ୍ୟରେ ସନ୍ତୁଳନ ରକ୍ଷା ନେଇ ଏକ ସେମିନାର ଅନୁଷ୍ଠିତ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ନାଗରିକ ମଞ୍ଚର ସଭାପତି ଡଃ ବାଦଲ କୁମାର ତା'ଙ୍କ ତତ୍ୱାବଧାନରେ ମଞ୍ଚର ସଦସ୍ୟ…

ଟିପିଏସ୍ଓଡିଏଲ୍ ସହଯୋଗରେ ଜାତୀୟ ଊର୍ଜା ମେଳାରେ ବ୍ରହ୍ମପୁର ଛାତ୍ରୀଙ୍କ ସଫଳତା

ବିଚାରକ ଏବଂ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ଅନୁଷ୍କାଙ୍କ ଅଭିନବ ପ୍ରକଳ୍ପ ବ୍ରହ୍ମପୁର : ଟିପିଏସ୍ଓଡିଏଲର ସହଯୋଗରେ ବ୍ରହ୍ମପୁର ଡିଏଭି ସ୍କୁଲର ସପ୍ତମ ଶ୍ରେଣୀ ଛାତ୍ରୀ ଅନୁଷ୍କା ସାହୁ ଜାତୀୟ ଊର୍ଜା ମେଳା ୨୦୨୪ରେ ଆୟୋଜିତ ବିଜ୍ଞାନ ପ୍ରଦର୍ଶନୀରେ ପ୍ରଥମ ପୁରସ୍କାର ହାସଲ…

‘ସୁଭଦ୍ରା ପୋର୍ଟାଲରେ OPT OUT ହୋଇଥିଲେ ପୁଣି କରିହେବ Log In’

ସୁଭଦ୍ରା ଯୋଜନାରେ ଆବେଦନ ବେଳେ ଭୁଲରେ ହେଉ କି ଅନ୍ୟ କେଉଁ କାରଣରୁ ହେଉ, OPT OUT ହୋଇଥିବା ହିତାଧିକାରୀମାନଙ୍କ ପାଇଁ ନୂଆ ବ୍ୟବସ୍ଥା। OPT OUT ହୋଇଥିବା ଲୋକଙ୍କ ପାଇଁ ସୁଭଦ୍ରା ପୋର୍ଟାରଲେ ପୁଣି ଥରେ ଲଗ୍ ଇନ ସହ ଅପ୍ଟ ଇନର ବ୍ୟବସ୍ଥା କରାଯାଇଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା…