ନଦିରେ ମାଛ ଧରିବାକୁ ଯାଇ ଭାସିଗଲେ ଯୁବକ, ବହୁ ଖୋଜାଖୋଜି ପରେ ଉଦ୍ଧାର ହେଲା ମୃତଦେହ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଧୁଙ୍ଗିଆପୁଟ ପଞ୍ଚାୟତର ଡୁର୍କାଯୋଡ଼ି ଗ୍ରାମରେ ମାଛ ଧରିବାକୁ ଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଦୁଃଖଦ ଘଟଣା ଘଟିଛି। ମୃତକ ହେଲେ ଡମ୍ବରୁ ଓଡି (୩୫)। ସୂଚନା ଅନୁଯାୟୀ, ଗ୍ରାମବାସୀମାନେ ମିଳିତ ଭାବେ ନଦୀରେ ଏକ ଅସ୍ଥାୟୀ…

ବିଦ୍ୟୁତ ବିଲ୍‌ ପୈଠକୁ ନେଇ ବିଭାଗୀୟ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଜୀବନରୁ ମାରିଦେବାକୁ ଧମକ ଦେଲେ ଅଭିଯୁକ୍ତ…

ମାଲକାନଗିରି:ବିଦ୍ୟୁତ୍ ବିଲ୍ ସଂଗ୍ରହକୁ ନେଇ ଦିନିକୁ ଦିନ ବିଭିନ୍ନ ଜାଗାରେ ହିଂସକ ମାମଲା ଦେଖା ଦେଉଥିବା ବେଳେ ଏହି ଭଲି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ ମାତ୍ର ୧୪୦ ଟଙ୍କାର ମାସିକ ବିଦ୍ୟୁତ ବିଲ୍‌ ପୈଠ କୁ କେନ୍ଦ୍ର କରି ଏକ ଅଭାବନୀୟ କାଣ୍ଡ ଘଟିଯାଇଛି।…

୨୩ଟି ବୃହତ୍ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ , ସୃଷ୍ଟି ହେବ ୨୨,୮୭୩ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର : ରାଜ୍ୟର ଶିଳ୍ପାୟନକୁ ଅଧିକ ଗତି ଦେବା ଲକ୍ଷ୍ୟରେ ଓଡ଼ିଶା ସରକାର ୨୩ଟି ବୃହତ୍ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବସିଥିବା ୧୪୮ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ମୋଟ ୪,୫୭୩.୮୭…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାସଭବନ ନିକଟରେ କଂଗ୍ରେସର ଧାରଣା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନ ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଧାରଣାରେ ବସି ପ୍ରତିବାଦ କରିଛନ୍ତି। ସେମାନେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରୁଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ…

ମାଲବାହୀ ଟ୍ରେନର ୬ଟି ୱାଗନ୍ ଲାଇନଚ୍ୟୁତ, ୫୩ଟି ଟ୍ରେନ୍ ପ୍ରଭାବିତ

ନୂଆଦିଲ୍ଲୀ : ଗାଜିଆବାଦ-ନୂଆଦିଲ୍ଲୀ ରେଲୱେ ଟ୍ରାକରେ ଏକ ବଡ଼ ଦୁର୍ଘଟଣା ଅଳ୍ପକେ ଟଳିଯାଇଛି । ଏକ ମାଲବାହୀ ଟ୍ରେନର ୬ଟି ୱାଗନ୍ ଲାଇନଚ୍ୟୁତ ହୋଇଯାଇଥିଲା । ଫଳରେ ଏହି ବ୍ୟସ୍ତବହୁଳ ରୁଟରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ସୌଭାଗ୍ୟବଶତଃ ଏହି ଘଟଣାରେ କୌଣସି ମୃତାହତ କିମ୍ବା…

ଆଫଗାନିସ୍ତାନରେ ଭୟଙ୍କର ବନ୍ୟା, ୨୦ମୃତ ଓ ୧୦୦ରୁ ଅଧିକ ନିଖୋଜ

ଆଫଗାନିସ୍ତାନ : ଆଫଗାନିସ୍ତାନର ନିରୁସ୍ତାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଯାହା ସ୍ଥିତିକୁ ଆହୁରି ଖରାପ କରିଦେଇଛି । ଫଳରେ ଏହି ବନ୍ୟା ଯୋଗୁଁ ୨୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୦୦ ରୁ ଅଧିକ ନିଖୋଜ ରହିଛନ୍ତି । ଏହାରି ମଧ୍ୟରେ ଆଫଗାନିସ୍ତାନର ଜାତୀୟ ବିପର୍ଯ୍ୟୟ ପରିଚାଳନା…

ନିର୍ମାଣାଧୀନ ଟନେଲ୍ ଭୁଶୁଡ଼ି ୭ ଶ୍ରମିକ ମୃତ

ସିକ୍କିମ: ସିକ୍କିମରେ ଭୁଶୁଡ଼ିଲା ନିର୍ମାଣାଧୀନ ଟନେଲ୍ । ୭ ଶ୍ରମିକ ମୃତ, ୨୭ରୁ ଊର୍ଦ୍ଧ୍ବ ମାଟି ତଳେ ଫସିଥିବା ଆଶଙ୍କା । ଭୟଙ୍କର ଭୂସ୍ଖଳନ ଓ ବିଷାକ୍ତ ଗ୍ୟାସ୍ ଲିକ୍ ଯୋଗୁ ୭ଜଣ ଶ୍ରମିକ ମୃତ୍ୟୁ ହୋଇଥିବା ପ୍ରାଥମିକ ରିପୋର୍ଟରୁ ସୂଚନା ମିଳିଛି । ନାମଚି…

ଇବୋଲା ମହାମାରୀର ଭୟଙ୍କର ରୂପ, କଙ୍ଗୋରେ ଗଲାଣି ୯୩୦ ଜୀବନ

ନୂଆଦିଲ୍ଲୀ: ୯ ଶହ ଟପିଲା ଇବୋଲା ମୃତ୍ୟୁ ସଂଖ୍ୟା । ଆଫ୍ରିକୀୟ ଦେଶ କଙ୍ଗୋରେ ଇବୋଲା ମହାମାରୀ ଭୟଙ୍କର ରୂପ ନେଇଛି । ଦେଶର ବିଭିନ୍ନ ପ୍ରଦେଶରେ ଜାରି ରହିଥିବା ହିଂସାକାଣ୍ଡ ଯୋଗୁଁ ଚିକିତ୍ସା ଓ ପ୍ରତିରୋଧ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୭ ଜଣ ପ୍ରାଣ…

ୟୁକ୍ରେନ୍‌ରେ ଭୟଙ୍କର କ୍ଷେପଣାସ୍ତ୍ର ଆକ୍ରମଣ, ୪ ଭାରତୀୟ ନାବିକ ମୃତ

ନୂଆଦିଲ୍ଲୀ: ୟୁକ୍ରେନ୍ ର ଓଡେସା ବନ୍ଦର ନିକଟରେ ମାଲବାହୀ ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ । ଆକ୍ରମଣରେ ୪ ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ହୋଇଥିବା ବେଳେ, ଜଣେ ଗୁରୁତର ଅଛନ୍ତି । ୟୁକ୍ରେନ୍ ର ଓଡେସା ବନ୍ଦରରୁ ବାହାରୁଥିବା ଏକ ବ୍ୟାବସାୟିକ ମାଲବାହୀ ଜାହାଜ ‘MV Golden Leo’…

ପେପର ଲିକ୍ କୌଣସି ରାଜନୈତିକ ପ୍ରସଙ୍ଗ ନୁହେଁ, ଦୋଷୀଙ୍କୁ ମିଳିବ କଠୋର ଦଣ୍ଡ : ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ନିଟ୍-ୟୁଜି ପେପର ଲିକ୍ ନେଇ ଦେଶବ୍ୟାପୀ ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଏନଡିଏ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସଂସଦର ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ଗୃହ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ…