ବିଜେପିର ପୂର୍ବତନ ବିଧାୟକଙ୍କ ଘରେ IT ରେଡ: ମିଳିଲା କୋଟି କୋଟି ଟଙ୍କା ସହ ୩ଟି କୁମ୍ଭୀର

ବିଜେପିର ପୂର୍ବତନ ବିଧାୟକ ହରିବଂଶ ସିଂହ ରାଥୋରଙ୍କ ଘରେ ରେଡ କରିଛି ଆୟକର ବିଭାଗ। ମଧ୍ୟପ୍ରଦେଶର ଏହି ପୂର୍ବତନ ବିଧାୟକଙ୍କ ଘରୁ ରେଡ ବେଳେ ନଗଦ କୋଟି କୋଟି ଟଙ୍କା, ସୁନା ଓ ଏକାଧିକ ବେନାମୀ ଦାମୀ କାର ମିଳିଛି। ତେବେ ରାଥୋରଙ୍କ ଗୋଟିଏ ପୋଖରୀରୁ ୩ଟି ବିରାଟକାୟ କୁମ୍ଭୀର ମିଳିବା ପରେ…

ପୂର୍ବତନ ମନ୍ତ୍ରୀଙ୍କ ପୁଅ ବିଶାଳ ଦାସ ଥାନାରେ ଅଟକ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସ ଥାନାରେ ଅଟକ। ଛତିଶଗଡ଼ ମହାସମୁଦ୍‌ ଜିଲ୍ଲା ସରେଇପାଲି ଥାନା ପୋଲିସ ବିଶାଳଙ୍କୁ ଅଟକ ରଖିଛି। ଗତକାଲି ବିଳମ୍ବିତ ରାତିରୁ ବିଶାଳ ଅଟକ ଥିବା ସୂଚନା ମିଳିଛି। ତେବେ ଏପରି ଗଣତନ୍ତ୍ର ଚଳିବ ନାହିଁ, ତୁରନ୍ତ ଆମ ମୁକୁଳିବା ବ୍ୟବସ୍ଥା…

ପୂର୍ବତନ ସରପଞ୍ଚଙ୍କ ଦାଦା ଗିରୀ : ମହିଳାଙ୍କୁ ଅସଦାଚରଣ କରିବା ସହ ସ୍ୱାମୀଙ୍କୁ ଆକ୍ରମଣ,ବାପ ପୁଅ ଗିରଫ…

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଥାନା ଇଲାକାରେ ଜଣେ ପୂର୍ବତନ ସରପଞ୍ଚ ମହିଳାଙ୍କୁ ଅସଦାଚରଣ କରିବା ସହ ତାଙ୍କ ସ୍ୱାମୀଙ୍କୁ ଆକ୍ରମଣ କରିଵା ଘଟଣା ରେ ବାପ ପୁଅ ଏବେ ଜେଲ ଗଲେ।ଗତ ୪ ତାରିଖ ଦିନ ସନ୍ତୋଷପୁର ଗ୍ରାମର ବିଷ୍ଣୁ ପ୍ରିୟା ସ୍ୱାଇଁ ନାମକ ମହିଳା ମନ୍ଦିରକୁ ଯାଉଥିବା ବେଳେ…

ଟ୍ରକକୁ ପଛପଟୁ ପିଟିଲା ଘରୋଇ ବସ ୪ମୃତ ଅନେକ ଆହତ…

ମାଲକାନଗିରି : ମାଲକାନଗିରି ସୀମାନ୍ତ ତେଲେଙ୍ଗାନା ରାଜ୍ୟ ସୂର୍ଯ୍ୟାପେଟ ନିକଟରେ ଘଟିଛି ଦୁର୍ଘଟଣା । ଘଟଣାରୁ ପ୍ରକାଶ ଯେ ଓଡିଶାର ନୂଆପଡା ଜିଲ୍ଲା ସିନାପାଲିରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ଗୁପ୍ତାନାମକ ଏକ ଘରୋଇ ବସ ତେଲେଙ୍ଗାନାର ସୂର୍ୟାପେଟା ନିକଟରେ ଆଜି ସକାଳେ ଦୁର୍ଘଟଣା ଗ୍ରସ୍ତ…

ସିପକଟାକ୍ରୋ ଓଡିଶା ଦଳରେ ବିଷମ କଟକ ତିନି ଖେଳାଳି…

ବିଷମ କଟକ ରାୟଗଡା ୯/୧ ତେଲେଙ୍ଗାନା ରାଜ୍ୟ ର ୱାରଙ୍ଗଲ ଠାରେ ରେ ହେବାକୁ ଥିବା ଜାତୀୟ ସିପଟାକ୍ରୋ ପ୍ରତିଯୋଗିତା ରେ ଓଡିଶା ଦଳ ଭାଗ ନେଉଥିବା ବେଳେ ରାୟଗଡା ଜିଲ୍ଲା ବିଷମ କଟକ ବ୍ଳକ ସଦର ର ଆକାଶ କୁମାର ରେଡ୍ଡ,ବିକାଶ କୁମାର ରେଡ୍ଡି, ଓ ଦିପସନ୍ ଖୋରା ଓଡିଶା ଦଳ ଖେଳାଳି ତାଲିକାରେ…

ସଚେତନ ବାର୍ତ୍ତା ବାହକ ଭାବେ ଆକୃଷ୍ଟ କଲା ନାଟକ ‘କ୍ଷଣିକ ସୁଖ’

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ମଞ୍ଚ କଳାକାର ସମ୍ମିଳନୀ ଆୟୋଜିତ ଅଷ୍ଟମ ରାଜ୍ୟସ୍ତରୀୟ ତଥା ଚତୁଃତ୍ରିଂଶତିତମ ଦକ୍ଷିଣ ଓଡ଼ିଶା ନାଟକ ସମାରୋହର ପୁରସ୍କାର ବିତରଣୀ ଉତ୍ସବ ସମ୍ମିଳନୀର ସଭାପତି କେ. ବଳରାମ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ରହ୍ମପୁର ବିଧାୟକ କେ. ଅନିଲ…

ବୀର ଚକରା ବିଷୋୟୀଙ୍କ ଜୟନ୍ତୀରେ ଆଲୋଚନା ଚକ୍ର

ବ୍ରହ୍ମପୁର : ଓଡିଶା ଇତିହାସର ଅନ୍ୟତମ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୀର ଚକରା ବିଶୋଇଙ୍କ ୨୦୨ ତମ ଜୟନ୍ତୀକୁ ସ୍ଥାନୀୟ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ଯଥା ମର୍ଯ୍ୟାଦାର ସହ ପାଳନ ହୋଇଯାଇଛି l ବିଜିପୁର କମ୍ୟୁନିଟି ହଲ ଠାରେ ଜୟନ୍ତୀ ପାଳନ ଅବସରରେ…

ନନ୍ଦିକ ସରପଞ୍ଚଙ୍କୁ ର୍ଦୁବ୍ୟବହାର ଅଭିଯୋଗ, ଜଣେ ଅଟକ

ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ନନ୍ଦିକ ଗ୍ରାମ ପଞ୍ଚାୟତର ସରପଞ୍ଚ କୃଷ୍ଣଚନ୍ଦ୍ର ଭଉଳଙ୍କୁ ବୁଧବାର ରାତିରେ ର୍ଦୁବ୍ୟବହାର ସହ ଧମକ ହୋଇଥିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି। ପୁଲିସ ସୂଚନା ପ୍ରକାରେ, ବିଜେଡି ନେତା ତଥା ହିଞ୍ଜିଳିକାଟୁ ବ୍ଳକ୍ ସରପଞ୍ଚ ସଂଘ…

ନିସର୍ତ ନ୍ୟୁଜର ମହାପ୍ରଭାବ : ଉମରକୋଟ / ରାଇଘର ୪୦ ନଂ ଜାତୀୟ ରାଜପଥ କାମ ଦ୍ରୁତଗତିରେ ଚାଲିଲା

ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲାର ଉମରକୋଟ / ରାଇଘର ମୁଖ୍ୟ ୪୦ ନଂ ଜାତୀୟ ରାଜପଥରେ ଯିବା ଆସିବା କରୁଥିବା ବାଟୋଇଙ୍କ କରୁଣ କାହାଣୀ ଆମ 'ନିସର୍ତ' ନ୍ୟୁଜରେ ବିଗତ ୦୪/୦୧/୨୦୨୫ ରିଖରେ ପ୍ରକାଶ ପାଇବା ପରେ ପୂର୍ତ୍ତ ବିଭାଗ ଓ ଠିକାଦାର ରାସ୍ତାରେ କାମ ଜାରି ରଖିଛନ୍ତି ଏବଂ ଉମରକୋଟ ରାସ୍ତାର…

ଭୁବନେଶ୍ୱରରେ ପହଁଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ୧୮ତମ ପ୍ରବାସୀ ଭାରତୀୟ ଦିବସର ଉଦଯାପନୀ ସମାରୋହରେ ଯୋଗଦେବେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ରାଜ୍ୟପାଳ…