ଲୟାର ଆସୋସିଏସନ ତରଫରୁ ଛାତ୍ର ଛାତ୍ରୀଙ୍କୁ କମ୍ବଳ ବଣ୍ଟନ
ମାଲକାନଗିରି , ୦୯।୦୧ - ମାଲକାନଗିରି ଜିଲା ମାଥିଲି ସଦର ନୂଆଗୁଡା ସ୍ଥିତ ଡ. ବାବା ସାହେବ ଆମ୍ବେଦକର ବିଦ୍ୟାଳୟରେ ଆଜି କମ୍ବଳ ବଣ୍ଟନ କରାଯାଇଛି । ମାଲକାନଗିରି ଲୟାର ଆସୋସିଏସନ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୨ ଶହ ରୁ ଅଧିକ ଆଦିବାସୀ ପିଲାଙ୍କୁ କମ୍ବଳ ଓ ବେଡସିଟ୍ ଯୋଗାଇ ଦିଆଯାଇଛି!-->…