ବାଲିଗୁଡାରେ ଘନ କୁହୁଡ଼ି ସହ ପୁଣି ଫେରିଛି ଶୀତ : ଯାନବାହାନ ଚଳାଚଳ ରେ ବାଧା ଉପୁଜୁଛି

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ମେଘୁଆ ପାଗ ପରେ ପୁଣି କୁହୁଡ଼ି ସାଙ୍ଗକୁ ଫେରିଲା ଶୀତ ଲହରୀ l ଲଘୁଚାପ ବର୍ଷା ପରେ ଖସୁଛି ପାରଦ ବଢୁଛି ଶୀତ | ଘନ କୁହୁଡ଼ି ସହ ପୁଣି ଫେରିଛି ଶୀତ, ଦିନ ଦଶଟା ଯାଏଁ କମୁନି କୁହୁଡି l ବାଲିଗୁଡା ତଥା ଏହାର ଆଖପାଖ…

କାର୍ ଧକ୍କାରେ ମହିଳା ଗୁରୁତର

ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ ବସ୍ ଟର୍ମିନାଲ ନିକଟ ଜନତା ଶୈଚାଳୟ ସମ୍ମୁଖରେ ଏକ କାର୍ (ଓଡି୦୨ଏଏସ୍ ୪୨୬୧ ) ଧକ୍କାରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ଆହତ ମହିଳା ଜଣଙ୍କ ହେଲେ ହିଞ୍ଜିଳି ଥାନା ରାଳବ ଗ୍ରାମର ସୁନିତା ପ୍ରଧାନ। ସ୍ଥାନୀୟ ଲୋକେ…

ବୃଦ୍ଧଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ଖରିଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ନିକଟସ୍ଥ ଗ୍ରାମ ଦେବତୀ ମନ୍ଦିର ନିକଟରୁ ସୋମବାର ସକାଳେ ଜଣେ ବୃଦ୍ଧଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି। ମୃତକଙ୍କ ବୟସ ପ୍ରାୟ ୬୫ ବର୍ଷ ହୋଇଥିବା ବେଳେ ପରିଚୟ ମିଳିପାରିନାହିଁ। ଏ ନେଇ ହିଞ୍ଜିଳି ଥାନାରେ କେସ ନଂ-…

ପ୍ରବାସୀ ଭାରତୀୟ ଦିବସ ପାଇଁ ଟ୍ରାଫିକ କଟକଣା ଜାରି

ଭୁବନେଶ୍ୱର: ପ୍ରବାସୀ ଭାରତୀୟ ଦିବସକୁ ଦୃଷ୍ଟିରେ ରଖି କମିଶନରେଟ ପୁଲିସ ପକ୍ଷରୁ ଭୁବନେଶ୍ୱର ସହରରେ ଟ୍ରାଫିକ କଟକଣା ନେଇ ସୂଚନା ଦିଆଯାଇଛି। ଜାନୁଆରୀ ୮ ତାରିଖରୁ ୧୦ ତାରିଖ ଯାଏଁ ଏହି କଟକଣା ବଳବତ୍ତର ରହିବ ପାଇଁ କମିଶନରେଟ ପୁଲିସ ପ୍ରକାଶ କରିଛି।ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ…

ଦେଶରେ HMPV ଚିହ୍ନଟ ପରେ ଓଡ଼ିଶା ସରକାରଙ୍କ ଛନକା!

ଭୁବନେଶ୍ବର : ବେଙ୍ଗାଲୁରୁ ଓ ଗୁଜରାଟରେ HMPV ଚିହ୍ନଟ ହେବା ପରେ ଓଡ଼ିଶା ସରକାରଙ୍କ ଛନକା ପଶିଛି। ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ତଥାପି କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡଲାଇନକୁ ଅପେକ୍ଷା କରିଛନ୍ତି। ଗାଇଡ୍‌ଲାଇନ୍ ଆସିଲେ ପଦକ୍ଷେପ ନେବୁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ…

ରାୟଗଡ଼ା ରେଳ ଡିଭିଜନ ଭବନର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର : ବହୁ ପ୍ରତୀକ୍ଷିତ ରାୟଗଡ଼ା ରେଳ ଡିଭିଜନ ଭବନର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ଏହି ରେଳ ମଣ୍ଡଳ ଭବନର ଶିଳାନ୍ୟାସ କରିଛନ୍ତି। ଏଥିସହ ନୂଆ ଜାମ୍ମୁ ରେଲୱେ ଡିଭିଜନ ଓ ତେଲେଙ୍ଗାନାର ଚାର୍ଲପାଲି…

ବିଜେଡିକୁ ଝଟ୍‌କା; ପୌରାଧ୍ୟକ୍ଷାଙ୍କ ବିରୋଧରେ ନିଜ ଦଳ ଆଣିଲା ଅନାସ୍ଥା

ଝାରସୁଗୁଡା : ବ୍ରଜରାଜନଗର ବିଜେଡିରେ ଗୋଷ୍ଠୀ କନ୍ଦଳ। ପୌରାଧ୍ୟକ୍ଷଙ୍କ ବିରୋଧରେ ନିଜ ଦଳର କାଉନ୍‌ସିଲ ଆଣିଲେ ଅନାସ୍ଥା। ଆଉ ତାଙ୍କୁ ସମର୍ଥନ ଦେଲେ ବିଜେପି ଓ ବିଏସ୍‌ପି କାଉନ୍‌ସିଲର। ଆଜି ସମସ୍ତ କାଉନ୍‌ସିଲ ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ଭେଟି ଅନାସ୍ଥା ନେଇ ଦାବିପତ୍ର ପ୍ରଦାନ…

ଭୁବନେଶ୍ବର ବିମାନବନ୍ଦରରେ ୨ ମହିଳାଙ୍କଠୁ ସାଢେ ୯ କୋଟି ଟଙ୍କାର ଗଞ୍ଜେଇ ଜବତ

ଭୁବନେଶ୍ବର : ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ସୀମା ଶୁଳ୍କ ଅଧିକାରୀ ୪ ତାରିଖରେ କ୍ବାଲାଲାମପୁରରୁ ଆସୁଥିବା ୨ ଭାରତୀୟ ମହିଳାଙ୍କଠୁ ୧୯ ପ୍ୟାକେଟ୍ ଗଞ୍ଜେଇ ଜବତ କରିଛନ୍ତି । ଏହି ହାଇଡ୍ରୋପୋନିକ୍ ଗଞ୍ଜେଇ(ଏକ ସ୍ବତନ୍ତ୍ର ଧରଣର ଗଞ୍ଜେଇ)ର ପରିମାଣ ୯.୫ କିଲୋଗ୍ରାମ ବୋଲି…

ରାଜ୍ୟ ପୁଲିସର ସ୍ୱତନ୍ତ୍ର ଅଭିଯାନ-୧ କୋଟି ୭୭ ଲକ୍ଷ ଗଞ୍ଜେଇ ଗଛ ସମ୍ପୂର୍ଣ୍ଣ ଭାବେ ନଷ୍ଟ

ଭୁବନେଶ୍ୱର : ରାଜ୍ୟରେ ଗଞ୍ଜେଇ ଚାଷ ବିରୁଦ୍ଧରେ ରାଜ୍ୟ ପୁଲିସର ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି।ରାଜ୍ୟରୁ ଗଞ୍ଜେଇ ଚାଷ ମୂଳପୋଛ କରିବାକୁ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ନିର୍ଦ୍ଦେଶ ଦେଇଥିବାବେଳେ ଏହାକୁ କାର୍ଯ୍ୟକାରୀ କରାଯାଉଛି। ଏହି ପରିପ୍ରେକ୍ଷୀରେ ୨୦୨୪-୨୫ ମସିହାରେ ଡ଼ିସେମ୍ବର…

ମେଡିକାଲ ସାମ୍ନାରେ ନବଜାତକର ମୃତ ଦେହକୁ ଝୁଣି ଖାଇଲା ବୁଲା କୁକୁର…

ମାଲକାନଗିରି : ମେଡିକାଲ ପରିସରରୁ ମୃତ ଶିଶୁର ଶବ ଝୁଣି ଖାଇଲା ବୁଲା କୁକୁର ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ମେଡିକାଲ ସମ୍ମୁଖ୍ୟ ମୁଖ୍ୟ ଫାଟକ ନିକଟରେ । ଆଜି ସନ୍ଧ୍ୟା ସମୟରେ ଏହିଲୋମ ତାଙ୍କୁରା ଦୃଶ୍ୟକୁ ଦେଖି ଭୟଭୀତ ହୋଇପଡିଥିଲେ ପଥଚାରି । ଏହି ନବଜାତ ଶିଶୁ କାହାର ଓ କିଏ…