ମେଡିକାଲ ସାମ୍ନାରେ ନବଜାତକର ମୃତ ଦେହକୁ ଝୁଣି ଖାଇଲା ବୁଲା କୁକୁର…

add-all

ମାଲକାନଗିରି : ମେଡିକାଲ ପରିସରରୁ ମୃତ ଶିଶୁର ଶବ ଝୁଣି ଖାଇଲା ବୁଲା କୁକୁର ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ମେଡିକାଲ ସମ୍ମୁଖ୍ୟ ମୁଖ୍ୟ ଫାଟକ ନିକଟରେ । ଆଜି ସନ୍ଧ୍ୟା ସମୟରେ ଏହିଲୋମ ତାଙ୍କୁରା ଦୃଶ୍ୟକୁ ଦେଖି ଭୟଭୀତ ହୋଇପଡିଥିଲେ ପଥଚାରି । ଏହି ନବଜାତ ଶିଶୁ କାହାର ଓ କିଏ ଏହି ଶିଶୁକୁ ଅଳିଆ ଗଦାରେ ଫୋପାଡ଼ି ଦେଇଥିଲା ନା ମେଡିକାଲ କତ୍ତୃପକ୍ଷଙ୍କ ଆଗୋଚରେ ଘଟିଛି ତାହା କୁ ପ୍ରଶ୍ନ ଉଠୁ ଥିବାବେଳେ ଏହି ଘଟଣା ତଦନ୍ତ ପରିସର ଭୁକ୍ତ ।ଏ ବାବଦରେ ମେଡିକାଲ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାଙ୍କୁ ଯୋଗାଯୋଗ କରିବାରୁ ସେ ଏ ବାବଦରେ ଅବଗତ ନଥିବା ସହ ଏହାର ତଦନ୍ତ କରିବାକୁ କହିଛନ୍ତି । କିଛି ଦେଖଣାହାରୀ ଏ ବାବଦରେ ପୋଲିସ ଖବର ଦେଇଥିଲେ ପୋଲିସ ପକ୍ଷରୁ ଏହି ମୃତ ଦେହକୁ ଜବତ କରିବା ସହ ପୋଷ୍ଟ ମୋଟମ ପରେ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି ସ୍ୱଷ୍ଟକ୍ତି କରିଛି ।

ad-week
Leave A Reply

Your email address will not be published.