ଜାନୁୟାରୀ ୫ ରୁ ପାଳିତ ହେବ ଏକାମ୍ର ଉତ୍ସବ-୨୦୨୫
ଭୁବନେଶ୍ୱର : ପାଳିତ ହେବ ଏକାମ୍ର ଉତ୍ସବ 2025 । ଜାନୁୟାରୀ 5 ତାରିଖରୁ ଏହି ଉତ୍ସବ ଆରମ୍ଭ ହୋଇ ଜାନୁୟାରୀ 16 ରେ ଶେଷ ହେବ । ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏକାମ୍ର ଉତ୍ସବରେ ମଧ୍ୟ ପ୍ରବାସୀ ଭାରତୀୟ!-->…