ପଶ୍ଚିମବଙ୍ଗ ଜଙ୍ଗଲରେ ବୁଲୁଛି ଜିନ୍ନତ, ଖୁବ୍ ଶୀଘ୍ର ହେବ ଟ୍ରାଙ୍କୁଲାଇଜ
ଭୁବନେଶ୍ୱର : ଖୁବ୍ ଶୀଘ୍ର ଟ୍ରାଙ୍କୁଲାଇଜ୍ ହେବ ମରାଠା ବାଘୁଣୀ ଜିନ୍ନତ । ଜିନ୍ନତ ଏବେ ପଶ୍ଚିମବଙ୍ଗ ପୁରୁଳିଆ ଜିଲ୍ଲା ବାନ୍ଦ୍ୱାନ ଜଙ୍ଗଲରୁ ବାହାରି ନିକଟସ୍ଥ ଏକ ଡ୍ୟାମ ନିକଟରେ ରହିଛି । ଖୋଲା ସ୍ଥାନରେ ଥିବାରୁ ତାକୁ ଟ୍ରାଙ୍କୁଲାଇଜ୍ କରିବା ସହଜ ହୋଇପାରେ । ଏଥିପାଇଁ ବନ ବିଭାଗ ଟିମ୍!-->…