ନୂଆ ରୂପ ପାଇଲା ଯାଜପୁରର ଏନ୍ସି ସ୍ୱୟଂଶାସିତ କଲେଜ୍ର ବିଜ୍ଞାନ ବିଭାଗ
ଯାଜପୁର: ଛାତ୍ରଛାତ୍ରୀମାନଙ୍କ କ୍ୟାରିୟରକୁ ଏକ ନୂଆ ମୋଡ଼ ଦେବାରେ କଲେଜ ଶିକ୍ଷାର ଏକ ବଡ଼ ଭୂମିକା ରହିଛି। ଏଥିପାଇଁ ବିଭିନ୍ନ କଲେଜର ଭିତ୍ତିଭୂମିକୁ ସୁଦୃଢ଼ କରିବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଏହି କ୍ରମରେ ଯାଜପୁରର ନରସିଂହ ଚୌଧୁରୀ (ଏନ୍ସି) ସ୍ୱୟଂଶାସିତ ମହାବିଦ୍ୟାଳୟର!-->…