ଭାରତର ପ୍ରଥମ ଘରୋଇ ରକେଟ ବିକ୍ରମ-୧ ଲଞ୍ଚ୍ ସଫଳ
ନୂଆଦିଲ୍ଲୀ : ଭାରତ ଶନିବାର ମହାକାଶ କ୍ଷେତ୍ରରେ ଆଉ ଏକ ବଡ ସଫଳତା ହାସଲ କରିଛି। ଭାରତର ପ୍ରଥମ ଘରୋଇ ରକେଟ ବିକ୍ରମ-୧, ଉତକ୍ଷେପଣ ପାଇଁ ପ୍ରସ୍ତୁତି ସମାପ୍ତ ହେବା ପରେ ରକେଟକୁ ଶେଷରେ ସଫଳତାର ସହ ଉତକ୍ଷେପଣ କରାଯାଇଛି। ଆଶ୍ଚର୍ଯ୍ୟଜନକ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ!-->…