ବାଲି-ମଦ-ପଥର-ମୋରମ ଚୋରା ଚାଲାଣ ଯୋଗୁଁ ନେତା ମାଲେ ମାଲ ସରକାର ବେହାଲ….!
ଗଞ୍ଜାମ ଜିଲ୍ଲାରେ ନେତା ମାନଙ୍କ ଆଶୀର୍ବାଦ ରୁ ଦୁର୍ନୀତି ଏବେ ଚରମ ସୀମାରେ ପହଁଞ୍ଚିଛି……!
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଏବେ ବେ ଧଡ଼ାକ ଭାବେ ମଦ ଓ ଖଣିଜ ଜାତ ଦ୍ରବ୍ୟ ର ଚୋରା କାରବାର ବୃଦ୍ଧି ହୋଇଛି। ଏସବୁ କାରବାର ର ପରର୍ଦ୍ଧା ପଛରେ କିଛି ବିଧାୟକ ଥିବା ନେଇ ଚର୍ଚ୍ଚା!-->!-->!-->…