ବାଂଲାଦେଶରେ ଜାମିନ ପ୍ରତ୍ୟେକ ନାଗରିକଙ୍କ ଅଧିକାର: ଧାର୍ମିକ ନେତାଙ୍କ ଦାବି
ଢାକା: ବାଂଲାଦେଶର ସଂଖ୍ୟାଲଘୁ ଧାର୍ମିକ ଗୋଷ୍ଠୀର ନେତାମାନେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କୁ କହିଛନ୍ତି ଯେ, ହିନ୍ଦୁ ସାଧୁ ଚିନ୍ମୟ କୃଷ୍ଣ ଦାସଙ୍କ ଜାମିନ ଆବେଦନକୁ ବିଚାର କରାଯିବା ଉଚିତ୍। ଦେଶଦ୍ରୋହ ଅଭିଯୋଗର ସମ୍ମୁଖୀନ ହୋଇଥିବା ଚିନ୍ମୟ କୃଷ୍ଣ!-->…