ବିଳମ୍ବିତ ରାତ୍ରରେ ବନ୍ଧୁକ ମୁନରେ ଲୁଟ୍ ଉଦ୍ୟମ: ଥାନାରେ ଜଣକୁ ଅଟକ
ଫୁଲବାଣୀ : ବିଳମ୍ବିତ ରାତ୍ରରେ ବନ୍ଧୁକ ମୁନରେ ଲୁଟ୍ ଉଦ୍ୟମ l ଫୁଲବାଣୀ ଟାଉନ୍ ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା । ଫୁଲବାଣୀ ପୌର ପରିଷଦର ଫୁଲବାଣୀ ସାହିରେ ଥିବା ଅଧିକାରୀ ଫାଇନାନ୍ସ କାର୍ଯ୍ୟାଳୟରେ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ବିଳମ୍ବିତ ରାତିରେ ଅଧିକାରୀ!-->!-->!-->…