ଜଙ୍ଗଲୀ କୁଟ୍ରାର ଚିକିତ୍ସାଧିନ ଅବସ୍ଥାରେ ମୃତ : ବୁଲାକୁକୁରଙ୍କ ଦାଉରୁ ରକ୍ଷା ପାଇ ଫୁଲବାଣୀ ସହରରେ ପ୍ରବେଶ
ଫୁଲବାଣୀ : ଆଜି ଏକ ଜଙ୍ଗଲୀ କୁଟ୍ରା, ବୁଲା କୁକୁରଙ୍କ ଆକ୍ରମଣରୁ ବଞ୍ଚିବାକୁ ଯାଇ ଫୁଲବାଣୀ ସହର ଭିତରେ କୋର୍ଟ ଛକକୁ ଦୌଡ଼ି ଆସିଥିଲା। ରାସ୍ତା ପାର ହେବା ସମୟରେ ଏକ କାର ଦ୍ୱାରା ଦୁର୍ଘଟଣାର ସମ୍ମୁଖୀନ ହୋଇ ରକ୍ତାକ୍ତ ହୋଇ ଯାଇଥିଲା। ନିକଟରେ ଉପସ୍ଥିତ ଥିବା ରୁନା ଭଞ୍ଜ, ବିଷ୍ଣୁ ଡାକୁଆ ଓ!-->…