ଓ୍ବାକଫ୍ ବିଲ୍ ବିରୋଧରେ ରାସ୍ତାକୁ ଓହ୍ଲାଇଲା ବିଜେଡି
ଭୁବନେଶ୍ବର: ଓ୍ବାକଫ୍ (ସଂଶୋଧନ) ବିଲ୍କୁ ବିରୋଧ କରି ରାସ୍ତାକୁ ଓହ୍ଲାଇଲା ବିଜେଡି । ଏହି ବିଲ୍ ଆସିଲେ ହିନ୍ଦୁ ମୁସଲମାନ ବିଭେଦ ସୃଷ୍ଟି ହେବ ଅଭିଯୋଗ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେଡି ।
ଆଜି ଓ୍ବାକଫ୍(ସଂଶୋଧନ) ବିଲ୍କୁ ବିରୋଧ କରି ରାଜଭବନ ନିକଟସ୍ଥ ସର୍କିଟ୍ ହାଉସ!-->!-->!-->…