ଏନକାଉଣ୍ଟର ପରେ ୩ ମହିଳା ଓ ୩ ପିଲା ନିଖୋଜ

ଗୌହାଟୀ : ସନ୍ଦିଗ୍ଧ କୁକି ଉଗ୍ରବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟ ସୋମବାର ଘଟିଥିବା ଏନକାଉଣ୍ଟ ପରେ ମଣିପୁରର ଜିରିବାମ ଜିଲ୍ଲା ଏକ ପ୍ରକାରର ଅଶାନ୍ତ ହୋଇ ଉଠିଛି। ଏନକାଉଣ୍ଟରେ ୧୧ ଜଣ ସନ୍ଦିଗ୍ଧ କୁକି ଉଗ୍ରବାଦୀ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଥିଲେ। ଏହାକୁ ନେଇ ଉତ୍ତେଜନା ଦେଖିବାକୁ…

ୱେଷ୍ଟବ୍ୟାଙ୍କ ଦଖଲ ପାଇଁ ଇସ୍ରାଏଲର ଯୋଜନା: ଟ୍ରମ୍ପଙ୍କ ବିଜୟ ପରେ ନେତାନ୍ୟାହୁଙ୍କ ମନ୍ତ୍ରୀଙ୍କ ଘୋଷଣା

ଜେରୁଜେଲମ୍: ଆମେରିକାରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରେ ୱେଷ୍ଟବ୍ୟାଙ୍କ ଦଖଲ କରିବାକୁ ଇସ୍ରାଏଲ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଇସ୍ରାଏଲ୍ ସରକାରରେ ଦକ୍ଷିଣପନ୍ଥୀ ଅର୍ଥମନ୍ତ୍ରୀ ବେଜଲେଲ ସ୍ମୋଟ୍ରିଚ୍ ଏହି ପ୍ରସଙ୍ଗରେ ଯୋଜନା ପ୍ରକାଶ କରିଛନ୍ତି। ସ୍ମୋଟ୍ରିଚ୍ ଆଶା ପ୍ରକଟ…

କ’ଣ ପ୍ରଧାନମନ୍ତ୍ରୀଙ୍କ ବ୍ୟାଗକୁ ଆପଣ ଚେକ୍‌ କରୁଛନ୍ତି : ଉଦ୍ଧବ

ମୁମ୍ବାଇ : ଶିବସେନା(ୟୁବିଟି)ର ମୁଖ୍ୟ ଉଦ୍ଧବ ଠାକରେ ଅତ୍ୟନ୍ତ କ୍ରୋଧିତ ହୋଇ ସୋମବାର ଗୋଟିଏ ଭିଡିଓ ପୋଷ୍ଟ କରିଛନ୍ତି। ମହାରାଷ୍ଟ୍ରର ୱାନି ହେଲିପ୍ୟାଡରେ ନିର୍ବାଚନ ଅଧିକାରୀମାନେ ତାଙ୍କ ବ୍ୟାଗ୍‌ ଓ ହେଲିକପ୍ଟରକୁ ଯାଞ୍ଚ କରିବା ବେଳର ଦୃଶ୍ୟ ଏଥିରେ ରହିଛି। ନିର୍ବାଚନ ପ୍ରଚାର ପାଇଁ…

ଅଯୋଧ୍ୟା ରାମ ମନ୍ଦିରକୁ ଉଡ଼ାଇ ଦେବାକୁ ପନ୍ନୁର ଧମକ

ନୂଆଦିଲ୍ଲୀ : ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁ ଅଯୋଧ୍ୟାରେ ପ୍ରତିଷ୍ଠା ହୋଇଥିବା ଭବ୍ୟ ରାମ ମନ୍ଦିରକୁ ଉଡ଼ାଇ ଦେବାକୁ ଧମକ ଦେଇଛି। ସେ ଗୋଟିଏ ଭିଡିଓ ଜାରି କରି ଅଯୋଧ୍ୟାରେ ହିଂସା ହେବ ଓ ସେ ହିନ୍ଦୁତ୍ୱ ବିଚାରଧାରାର ମୂଳଦୁଆକୁ ଦୋହଲାଇ ଦେବ ବୋଲି କହିଛି।ବ୍ୟାନ ହୋଇଥିବା…

ହିନ୍ଦୁ-ମୁସଲିମ ହ୍ୱାଟସ୍‌ଆପ୍‌ ଗ୍ରୁପ: ଦୁଇ IAS ଅଧିକାରୀ ନିଲମ୍ବିତ

ତ୍ରିଭେନ୍ଦ୍ରମ : କେରଳର ଜଣେ ଆଇଏଏସ୍ ଅଧିକାରୀଙ୍କ ମୋବାଇଲ୍ ନମ୍ବର ବ୍ୟବହାର କରି ଏକ ସମ୍ପ୍ରଦାୟର ଅଧିକାରୀଙ୍କ ପାଇଁ ସୃଷ୍ଟି ହୋଇଥିବା ହ୍ୱାଟସ୍ ଆପ୍ ଗ୍ରୁପ୍‌କୁ ନେଇ ବିବାଦ ଏ ଯାଏ ଥମି ନାହିଁ। ବର୍ତ୍ତମାନ ଏହାକୁ ନେଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ଏହି…

ବିଜେପି ପ୍ରତି ମହାରାଷ୍ଟ୍ର କଂଗ୍ରେସ ମୁଖିଆଙ୍କ ‘କୁକୁର’ ବୟାନକୁ ନେଇ ତେଜିଲା ବିବାଦ

ମୁମ୍ବାଇ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଓ ବିଜେପି ମଧ୍ୟରେ ବାକଯୁଦ୍ଧ ତୀବ୍ର ହୋଇଛି। ମହାରାଷ୍ଟ୍ର କଂଗ୍ରେସ ମୁଖିଆ ନାନା ପାଟୋଲେ ବିଜେପି ପ୍ରତି ଅତ୍ୟନ୍ତ ବିବାଦୀୟ ଶବ୍ଦ ପ୍ରୟୋଗ କରିଛନ୍ତି। ଅକୋଲାରେ ଆୟୋଜିତ ରାଲିରେ ପାଟୋଲେ କହିଛନ୍ତି, “ମୁଁ ଆପଣଙ୍କୁ ଗୋଟିଏ…

ବିଜେଡି ନେତାଙ୍କ ସମେତ ୬ ଜଣଙ୍କ ନାଁରେ ଜାରି ହେଲା ଗିରଫ ପରୱାନା

ରାୟଗଡା : ବିଜେଡି ନେତା ଏନ୍‌.ଭାସ୍କର ରାଓଙ୍କ ସମେତ ୬ ଜଣଙ୍କ ନାଁରେ ଜାରି ହେଲା ଗିରଫ ପରୱାନା(NBW)। ବହୁ ଚର୍ଚ୍ଚିତ ଆଦିବାସୀ ନେତା ଭାଗିରଥୀ ମାଣ୍ଡାଙ୍ଗି ହତ୍ୟା ମାମଲାର ୧୪ ବର୍ଷ ୧୧ ମାସ ପରେ ରାୟଗଡ଼ା ଏସ୍‌ଡିଜେଏମ୍‌ କର୍ଟ ଜାରି କରିଛନ୍ତି ଗିରଫ ପରୱାନା। ପୂର୍ବତନ ରାଜ୍ୟସଭା ସାଂସଦ…

ଗରିବ ମହିଳାଙ୍କ ଘର ତାଲା ଭାଙ୍ଗି ଜିନିଷ ନଷ୍ଟ କରିବା ଘଟଣା : ତଦନ୍ତ ନାଲି ଫିତା ତଳେ ଦବିଲାଣି…!!

ବାଃ ବାଃ ରେ ଘରୋଇ ବିଭାଗ ଯୁବତୀ କୁ ନ୍ୟାୟ ବଦଳ ରେ ଦବଙ୍ଗ ପୋଲିସ ବାବୁଙ୍କୁ ଦେଉଛି ପୁରସ୍କାର .!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଆସିକା ଥାନା ର ବାବୁଙ୍କୁ ମିଳିବ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦକ୍ଷ ପୋଲିସ ର ମାନ ପତ୍ର। ସୂଚନା ଥାଉକି ଗତ ୧ ତାରିଖ ଦିନ ଆସିକା ଥାନା ଅନ୍ତର୍ଗତ ମାଗୁରା…

ଜିଲ୍ଲା ପାଇଁ ଗୌରବ : ଗୃହମନ୍ତ୍ରୀ ଦକ୍ଷତା ପଦକ ପାଇବେ ସଦର ଥାନା IIC ଶ୍ରୀ ରିଗାନ କିଣ୍ଡୋ

ମାଲକାନଗିରି କେନ୍ଦ୍ରୟ ଗୃହମନ୍ତ୍ରୀ ଦକ୍ଷତା ପଦକ ପାଇବେ ମାଲକାନଗିରି ସଦର ଥାନା IIC ଶ୍ରୀ ରିଗାନ କିଣ୍ଡୋ, ୨୩ / ୨୪ ବର୍ଷରେ ତାଙ୍କର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ କେନ୍ଦ୍ରୟ ସ୍ତରରେ ମନୋନୀତ ହୋଇଛନ୍ତି। ଓଡିଶାରୁ ତିନି ଜଣ ମନୋନୀତ ହୋଇଥିବା ବେଳେ ଶ୍ରୀ ରିଗାନ୍ କିଣ୍ଡୋ ଅନ୍ୟତମ।…

ନିଖିଳ ଓଡିଶା ଆଇନଜୀବି ସଂଘର ୫୩ତମ ବାର୍ଷିକ ସମ୍ମିଳନୀ ନିମନ୍ତେ ଖବର ଦାତା ସମ୍ମିଳନୀ

ମାଲକାନଗିରି : ନିଖିଳ ଓଡିଶା ଆଇନଜୀବି ସଂଘର ୫୩ତମ ବାର୍ଷିକ ସମ୍ମିଳନୀ ମାଲକାନଗିରି ରେ ଡିସେମ୍ବର ୨୯ ଓ ୩୦ ହେବାକୁ ଥିବା ବେଳେ ମାଲକାନଗିରି ଜିଲ୍ଲା ସର୍କିଟ ହାଉସ ସମ୍ମିଳନୀ କକ୍ଷ ରେ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି। ମାଲକାନଗିରି ଜିଲ୍ଲା ଲୟେର ଆସୋସିଏସନ ସଭାପତି ନୃସିଂହ ଚରଣ…