ବଦଳିଲା ଧ୍ଵଜା ବନ୍ଧା ନୀତି ସମୟ
ପୁରୀ: ଆଜି ଅପରାହ୍ନ ପ୍ରାୟ ସାଢ଼େ ୩ ଟାରେ ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିଲା ଧ୍ୱଜା। ଚୁନରା ସେବକମାନେ ଶ୍ରୀମନ୍ଦିର ଉପରକୁ ଯାଇ ପତିତପାବନ ବାନା ବଦଳାଇଛନ୍ତି। ବାନା ବନ୍ଧା ଯାଉଥିବା ବେଳେ ହୁଳହୁଳି ଓ ହରିବଲ ଧ୍ୱନୀରେ ପ୍ରକମ୍ପିତ ହେଉଛି ଶ୍ରୀମନ୍ଦିର ଚାରି ପାର୍ଶ୍ୱ। ଦୂରଦୂରାନ୍ତୁ!-->…